Browsing Category

ନ୍ୟୁଜ୍

ଧରାପୃଷ୍ଠକୁ ଓହ୍ଲାଇ ଆସିଲେ ମା’ ଦୁର୍ଗତିନାଶିନୀ : ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ; ସୁନା, ରୁପା ମେଢ଼ରେ…

କନକ ବ୍ୟୁରୋ : ଧରାପୃଷ୍ଠକୁ ଓହ୍ଲାଇ ଆସିଲେ ମା’ ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦଜନନୀ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଳମ୍ବିତ ରାତି…
Read More...

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା : ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…

କନକ ବ୍ୟୁରୋ : ପରଲୋକରେ ପଦ୍ମପୁର ବିଧାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । କିଡନୀ ରୋଗ ସହ ବହୁ ରୋଗରେ ପୀଡ଼ିତ ଥିଲେ ବିଜୟ ରଞ୍ଜନ ସିଂହ ବରିହା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ପ୍ରଥମ ଥର ୧୯୯୦ ମସିହାରେ ଜନତା ଦଳରୁ ବିଧାନସଭାକୁ…
Read More...

କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର, ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା

କନକ ବ୍ୟୁରୋ : ଟସର ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରଥମଥର ପାଇଁ ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର । ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯିବ ସେନେଇ ଏକ ତାଲିମ କେନ୍ଦ୍ର ସ୍ଥାପନ କରି ୩୦ ଜଣ…
Read More...

ଗାଈ ପାଳନ କରି ମହିଳା ସାଜିଛନ୍ତି ସ୍ୱାବଲମ୍ବୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଗୋ ପାଳନ ଉପରୁ ଲୋକମାନେ ମନ ଫେରାଇ ନେଉଥିବା ବେଳେ ୧୦ଟି ଜର୍ସି ଗାଈ ରଖି ଭଲ ରୋଜଗାର କରୁଛନ୍ତି ଯାଜପୁରର ବିଦ୍ୟୁତ୍ପ୍ରଭା କର । ନିଜ ପରିବାର ଚଳାଇବା ସହ ପିଲାଙ୍କୁ ମଧ୍ୟ ଉଚ୍ଚ ଶିକ୍ଷିତ କରାଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ କିଛି ଲୋକଙ୍କୁ ରୋଜଗାର ଯୋଗାଇବାରେ…
Read More...

ଚାକିରିରୁ ଅବସର ପରେ ହୋଇପାରିଛନ୍ତି ସଫଳ ଚାଷୀ, ୨୦ ଟି ପରିବାରକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଚାକିରିରୁ ଅବସର ପରେ ସରି ଯାଏ ନାହିଁ ବୟସ । ଚାକିରି ଜୀବନରେ ମିଳିଥିବା ଅନୁଭୁତି ଅନ୍ୟଙ୍କ ପାଇଁ ପାଲଟିଛି ପ୍ରେରଣା । ନିଜେ ଏକ ସଫଳ ଚାଷୀ ହେବା ସହ ୨୦ରୁ ଅଧିକା ପରିବାରରକୁ ରୋଜଗାର ଦେଇଛନ୍ତି ବୋରିଗୁମ୍ମା ଅଚଂଳର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ପ୍ରଦିପ ପଟ୍ଟନାୟକ ।…
Read More...

ୟୁନେସ୍କୋର ୫୦ ଆଇକନିକ୍ ବୟନ । ତାଲିକାରେ ଓଡିଶାର ୫ ଐତିହ୍ୟ ବୟନ

କନକ ବ୍ୟୁରୋ: ଓଡ଼ିଶା ବୟନ ଶିଳ୍ପକୁ ମିଳିଲା ବିଶ୍ୱ ମାନ୍ୟତା । ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ । ସମ୍ବଲପୁର, ବ୍ରହ୍ମପୁର, ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦୁଲିପାଟର ପାରମ୍ପରିକ ବୟନ କଳାକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି ।…
Read More...

ହାଇକୋର୍ଟଙ୍କ ହାତରେ ବିଧାୟକ ମହମ୍ମଦ ମୋକିମଙ୍କ ରାଜନୈତିକ କ୍ୟାରିୟର । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ…

କନକ ବ୍ୟୁରୋ: ଓଏଚଆରଡିସି ଋଣ ସ୍କାମରେ ଦୋଷୀ ସାବ୍ୟସ୍ତ ହେବା ପରେ ମହମ୍ମଦ ମୋକିମଙ୍କ ଅଡୁଆ ବଢିଛି । ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଛନ୍ତି କଂଗ୍ରେସ ବିଧାୟକ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଆବେଦନ କରିଛନ୍ତି ମାକିମ୍ । ଏବେ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି…
Read More...

କାରର ସିକ୍ରେଟ ଚାମ୍ବରରେ ପୁଳା ପୁଳା ସୁନା । ବ୍ରହ୍ମପୁରରେ ୪ କେଜିରୁ ଅଧିକ ସୁନା ସହ ୧୮୫ କେଜି ରୂପା ଜବତ ।

କନକ ବ୍ୟୁରୋ: ବ୍ରହ୍ମପୁର ସୋରଳ ଜଙ୍କସନରୁ ଚୋରା ଚାଲାଣ ହେଉଥିବା ସୁନା ଓ ରୂପାକୁ ଜବତ କରିଛି ପୁଲିସ । ଏହି ଘଟଣାରେ ତାମିଲନାଡୁର ୪ ଜଣଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି । ଏକ କାରର ସିକ୍ରେଟ ଚାମ୍ବରରୁ ଜବତ ହୋଇଛି ୪ କେଜିରୁ ଅଧିକ ଓଜନର ସୁନା ଏବଂ ୧୮୫ କେ.ଜି ରୂପା । ଗିରଫ…
Read More...

ଖୋଲିବ କି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ? ଭାଇରାଲ ଅଡିଓକୁ ନେଇ ପୋଲିସର ତନାଘନା 

କନକ ବ୍ୟୁରୋ: ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ । ଏପଟେ ଭାଇରାଲ ଅଡିଓକୁ ନେଇ ତନାଘନା ଚଲାଇଛି କମିସନରେଟ ପୁଲିସ । ଅଡିଓ କ୍ଲିପକୁ ନେଇ ନିମାପଡା ଅଞ୍ଚଳର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ପୁଲିସ ମାରାଥନ ଜେରା କରିଛି । ଡିସିପି ଅଫିସରେ ତାଙ୍କ…
Read More...

ଆରମ୍ଭ ହେଲା ପଦଯାତ୍ରା ପଲିଟିକ୍ସ । ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରି କର୍ମୀ ଓ ମନ୍ତ୍ରୀଙ୍କ ସହ…

କନକ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରୁ ୨୦୨୪ ନିର୍ବାଚନ ପାଇଁ ବିଗୁଲ ବଜାଇଛି ବିଜେଡି । ଅକ୍ଟୋବର ୨ରୁ ଅର୍ଥାତ୍ ଆଜିଠୁ ଏକମାସ ଯାଏଁ ସାରା ରାଜ୍ୟରେ ପଦଯାତ୍ରା କରି ଲୋକଙ୍କ ପାଖକୁ ଯିବେ ନେତା । ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...