Browsing Category

ନ୍ୟୁଜ୍

ନବ ଦାସଙ୍କୁ ଗୁଳି ମାରିଥିବା ଗୋପାଳ ଦାସ କିଏ? ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିଲେ ASI…

କନକ ବ୍ୟୁରୋ : ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ଆଜି ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି । ଜଣେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼ର ଶିକାର ହେଲା ପରେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି।  ତେବେ ନବ ଦାସଙ୍କୁ ବିମାନବନ୍ଦରରୁ ଗ୍ରୀନ୍ କରିଡ଼ରରେ ନିଆଯାଇ ଆପୋଲୋ…
Read More...

ମୁଖ୍ୟମନ୍ତ୍ରୀ କହିଲେ…ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ ସର୍ବୋତ୍ତମ ଚିକିତ୍ସା। ଅପରେସନ ଥିଏଟରରେ ନବ ଦାସ।

କନକ ବ୍ୟୁରୋ: ଭୁବନେଶ୍ୱର ଆପୋଲୋରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଙ୍କନାପନ୍ନ ରହିଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଠାରୁ ନେଇ ବରିଷ୍ଠ ଡାକ୍ତରମାନେ ମେଡିକାଲରେ ଉପସ୍ଥିତ ରହିଛନ୍ତି ।…
Read More...

ନବ ଦାସଙ୍କୁ ଗୁଳିମାଡ କରିଥିବା ପୋଲିସ ଏଏସଆଇଙ୍କୁ ପଚରାଉଚୁରା କରିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାସ୍ଥଳ ଅଭିମୁଖେ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଥିବା ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ପଚରାଉଚୁରା କରିବ ୯ ଜଣିଆ ଟିମ୍ । ଏନେଇ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ଘଟଣାସ୍ଥଳକୁ ବାହାରିଛି । ତେବେ ୪ ଜଣିଆ ଗୋଟିଏ ଟିମ୍ ହେଲିକ୍ୟାପ୍ଟର ଯୋଗେ ଘଟଣାସ୍ଥଳକୁ ବାହାରିଥିବାବେଳେ, ଅନ୍ୟ ଗୋଟିଏ ୫…
Read More...

ଘଟଣାସ୍ଥଳ ଅଭିମୁଖେ କ୍ରାଇମବ୍ରାଞ୍ଚର ଟିମ୍। ହେଲିକପ୍ଟର ଯୋଗେ ଗଲେ ୪ ସଦସ୍ୟ।

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିବା ସ୍ଥାନ ଅଭିମୁଖେ ବାହାରିଛନ୍ତି ତଦନ୍ତକାରୀ ଟିମ୍ । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଟିମରେ ୯ ଜଣ ସଦସ୍ୟ ସାମିଲ ରହିଛନ୍ତି । ଟିମର ୪ ସଦସ୍ୟ ହେଲିକପ୍ଟର ଯୋଗେ ଘଟଣାସ୍ଥଳ ଅଭିମୁଖେ…
Read More...

ଆପୋଲୋ ହସ୍ପିଟାଲର ଅପରେସନ୍ ଥିଏଟରରେ ମନ୍ତ୍ରୀ ନବ ଦାସ । ଅବସ୍ଥା ଗୁରୁତର ଥିବା ସୂଚନା ।

କନକ ବ୍ୟୁରୋ: ଆପୋଲୋ ହସ୍ପିଟାଲର ଅପରେସନ୍ ଥିଏଟରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁଳିମାଡ ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ମିଳିଥିବା ସୂଚନା ମୁତାବକ, ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ତାଙ୍କର ଚିକିତ୍ସା…
Read More...

ନବ ଦାସଙ୍କୁ ଗୁଳିମାଡ: ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତଦନ୍ତ।

କନକ ବ୍ୟୁରୋ: ନବଦାସଙ୍କୁ ଗୁଳିମାଡ ଘଟଣାରେ ଗୁଳିମାଡସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ । ସେଠାରେ ଟିମର ସଦସ୍ୟ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତି । ପୋଲିସ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ସେପଟେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋରେ…
Read More...

ବାରମ୍ବାର ଛୁଟି ପାଇଁ ବାପା କହିଥିଲେ କିନ୍ତୁ, ତାଙ୍କୁ ଛୁଟି ମିଳିନଥିଲା: ଗୋପାଳଙ୍କ ପୁଅ

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ଗୁଳି ଚଳାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇଙ୍କ ପୁଅ । ସେ କହିଛନ୍ତି ବାପାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିଲା । ଗତ ୫ମାସ ଧରି ସେ ଛୁଟିପାଇଁ କହିଆସୁଥିଲେ । କିନ୍ତୁ, ଛୁଟି ମିଳିପାରିନଥିଲା । ବାରମ୍ବାର ଛୁଟି ପାଇଁ ସେ ଆବେଦନ କରୁଥିଲେ…
Read More...

ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଖରାପ ଥିଲା । ସେ ବହୁ ବର୍ଷ ଧରି ମେଡିସିନ୍ ଖାଉଥିଲେ । ବଡ ସୂଚନା ଦେଲେ ଏଏସଆଇଙ୍କ…

କନକ ବ୍ୟୁରୋ: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଛନ୍ତି ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ । ବ୍ରଜରାଜନଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇ ଗାଡିରୁ ଓହ୍ଲାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଛି । ତେବେ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ…
Read More...

ଗୁଳି ମାଡ ପରେ ଏୟାରଲିଫ୍ଟ । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ମନ୍ତ୍ରୀ ନବ ଦାସ ।

କନକ ବ୍ୟୁରୋ: ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁଳିମାଡ ପରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଗ୍ରୀନ କରିଡରରେ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି । ତେବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇସାରିଥିବାବେଳେ, ଏକ ସ୍ପେଶାଲ ଟିମ୍ ତାଙ୍କର…
Read More...

ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀ : ଗ୍ରୀନ କରିଡରରେ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲ ନିଆଯାଉଛି

କନକ ବ୍ୟୁରୋ : ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲ ନିଆଯାଉଛି । ଗ୍ରୀନ କରିଡରରେ ନବ ଦାସଙ୍କୁ ନିଆଯାଉଛି । ଆପୋଲୋରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ଅଛନ୍ତି । ପ୍ରଥମେ ୪ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର…
Read More...