Browsing Category

ନ୍ୟୁଜ୍

ପାକିସ୍ତାନରେ ଭୟଙ୍କର ସ୍ଥିତି : ମାତ୍ର ୨୦ଦିନ ପାଇଁ ମହଜୁଦ୍ ହୋଇ ରହିଛି ପେଟ୍ରୋଲ-ଡିଜେଲ୍

କନକ ବ୍ୟୁରୋ : ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଖାଇବା ପିଇବା ସାମଗ୍ରୀ ଦର ପାରିସ୍ତାନରେ ଆକଶ ଛୁଆଁ ହୋଇଥିବା ବେଳେ ଏବେ ତୈଳ ଦରକୁ ନେଇ ଚିନ୍ତା ବଢିଯାଇଛି । ପେଟ୍ରୋଲ-ଡିଜେଲ ସପ୍ଲାଏ ଜାରି ରଖିବା ପାକିସ୍ତାନ ପାଖରେ ଚ୍ୟାଲେଞ୍ଜ୍ ହୋଇପଡିଛି । ଏଭଳି ପରିସ୍ଥିତିରେ ପେଟ୍ରୋଲ…
Read More...

ଦରଦାମ୍ ବୃଦ୍ଧି, ବେରୋଜଗାର ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କ ବିରୋଧରେ ମହିଳା କଂଗ୍ରେସ୍ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଗର୍ଜିଛନ୍ତି ମହିଳା କଂଗ୍ରେସ କର୍ମୀ । ଦରଦାମ୍ ବୃଦ୍ଧି, ବେରୋଜଗାର ଓ ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କ ବିରୋଧରେ ମହିଳା କଂଗ୍ରେସ୍ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ଏହି ଅବସରରେ ହାତରେ ପ୍ଲାକାର୍ଡ ଧରି…
Read More...

ଋଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇଲା ବ୍ରିଟେନ । ସୁନକ କହିଲେ, ପୁଟିନଙ୍କ ଉପରେ ତୀବ୍ର ହେବ ଆର୍ଥିକ ପ୍ରଭାବ

କନକ ବ୍ୟୁରୋ : ବ୍ରିଟେନର ବିଦେଶ ସଚିବ ଜେମ୍ସ କ୍ଲେବରଲୀ ବୁଧବାର ଦିନ ଋଷ ସେନା ଓ କ୍ରେମଲିନ ଉପରେ ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିବା ପରେ ବ୍ରିଟେନ ତରଫରୁ ଋଷ ଉପରେ ଏଭଳି ପ୍ରତିବନ୍ଧକ…
Read More...

ତୁର୍କୀ ଓ ସିରିଆରେ ଭୂମିକମ୍ପ : ପ୍ରତି ମିନିଟରେ ଯାଉଛି ଜୀବନ; ଉଦ୍ଧାରକୁ ଅପେକ୍ଷା କରି ଅନେକ ଲୋକ ନେଉଛନ୍ତି ଶେଷ…

କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬ ହଜାର ଟପିସାରିଲାଣି । ଉଦ୍ଧାରକୁ ଅପେକ୍ଷା କରି ଅନେକ ଲୋକ ନେଉଛନ୍ତି ଶେଷ ନିଃଶ୍ୱାସ । ମୃତ୍ୟୁସଂଖ୍ୟା ୨୦ ହଜାର ଟପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି । ଅନ୍ୟପଟେ ଭାରତରୁ ଯାଇଥିବା ଏନଡିଆରଏଫ…
Read More...

ଚର୍ଚ୍ଚାରେ ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନ ସାର୍ : ଶିକ୍ଷାଦାନ ମହତ ଦାନ…ଶିକ୍ଷକତା ତାଙ୍କର ନିଶା; ବିନା…

କନକ ବୁରୋ : ଶିକ୍ଷାଦାନ ମହତ ଦାନ । ଶିକ୍ଷକତା, ତାଙ୍କର ପେଶା ନୁହେଁ, ନିଶା । ପରିଣତ ବୟସରେ ସେ ସ୍କୁଲ ଯାଇ ଶିକ୍ଷାଦାନ କରନ୍ତି, ତାହା ପୁଣି ବିନା ପାରିଶ୍ରମିକରେ । ଆମେ କହୁଛୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ଗାଁର ବନବିହାରୀ ଦାସଙ୍କ କଥା । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସେ…
Read More...

ଧାନ କ୍ଷେତରେ ଟ୍ରାକ୍ଟର ଚଲାଇଲେ ଧୋନୀ : ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଲେ, ‘ନୂଆ…

କନକ ବ୍ୟୁରୋ : ଧାନ କ୍ଷେତରେ ଧୋନୀ । ଟ୍ରାକ୍ଟର ଚଳାଇଲେ ମାହି । କ୍ୟାପଟେନ୍ କୁଲ ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବା କିଛି ବର୍ଷ ହେଲାଣି । ହେଲେ ତାଙ୍କର ଅଗଣିତ ଫ୍ୟାନ ଧୋନୀଙ୍କ ବିଷୟରେ ଜାଣିବାକୁ ସବୁବେଳେ ଆଗ୍ରହୀ ହୋଇ ରହିଛନ୍ତି । ଧୋନୀ ମଧ୍ୟ ମଝିରେ…
Read More...

ବାପାଙ୍କ ସ୍ମୃତି ସଭାରେ କାନ୍ଦିଲେ ଝିଅ : କହିଲେ… ମିଳିମିଶି ପୂରଣ କରିବା ବାପାଙ୍କ ଅଧୁରା ସ୍ୱପ୍ନ

କନକ ବ୍ୟୁରୋ : ବାପାଙ୍କୁ ମନେ ପକାଇ କାନ୍ଦିଲେ ଝିଅ ଦୀପାଲି, ଝାରସୁଗୁଡ଼ାରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଝରିଲା ଝିଅ ଦୀପାଲିଙ୍କ ଆଖିରୁ ଲୁହ । କାନ୍ଦି କାନ୍ଦି କହିଲେ, ଆତ୍ମାର କେବେ ମୃତ୍ୟୁ ହୁଏ ନାହିଁ, କାରଣ ମୋ ବାପା ଆମ ଗହଣରେ ଅମର ହୋଇ ରହିଛନ୍ତି । ମୁଁ ଏ ସ୍ମୃତି ସଭାରେ…
Read More...

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ତଥ୍ୟ ପ୍ରଘଟ କରିବା ମାମଲା, ଏନଏସଇର ପୂର୍ବ ପ୍ରବନ୍ଧ ନିର୍ଦ୍ଦେଶକ ଚିତ୍ରା ରାମକୃଷ୍ଣଙ୍କୁ…

କନକ ବ୍ୟୁରୋ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ଇଡି ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ତାଙ୍କୁ ଏନଏସଇର କର୍ମଚାରୀଙ୍କ ଫୋନ ଟ୍ୟାପିଂ ମାମଲାରେ ରାଓଜ ଏଭିନ୍ୟୁ କୋର୍ଟ ମଧ୍ୟ…
Read More...

ନବ ଦାସଙ୍କ ଦ୍ୱାଦଶାହ : ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 

କନକ ବ୍ୟୁରୋ : ଆଜି ନବ ଦାସଙ୍କ ଦ୍ୱାଦଶାହ । ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଆୟୋଜିତ ଏହି ଶୋକ ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାସ୍ଥଳିରେ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ନବ ଦାସଙ୍କ…
Read More...

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା : ୪୮ଘଣ୍ଟା ଭିତରେ ନିଲମ୍ବିତ ହେବେ ୬ବନ କର୍ମଚାରୀ, ପିସିସିଏଫଙ୍କ…

କନକ ବ୍ୟୁରୋ : ଆଠଗଡ ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ମାମଲା । ଗିରଫ ହୋଇଥିବା ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଗିରଫର ୪୮ଘଣ୍ଟାରେ କର୍ମଚାରୀମାନେ ନିଲମ୍ବିତ ହେବେ । ଏ ନେଇ ପିସିସିଏଫ୍ ସୂଚନା ଦେଇଛନ୍ତି । ତେବେ ରେଞ୍ଜରଙ୍କୁ ଛାଡି ଅନ୍ୟ ଅଭିଯୁକ୍ତଙ୍କୁ ଡିଏଫଓ…
Read More...