Browsing Category

ଖବର ୧୦୦ ଶବ୍ଦରେ

ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସର ଗିରଫଦାରୀ ଘଟଣା : ପ୍ରତିକ୍ରିୟା ରଖିଲେ ହତ୍ୟାକାଣ୍ଡର ଶିକାର ସତ୍ୟବ୍ରତ ନାୟକଙ୍କ…

କନକ ବ୍ୟୁରୋ : ମାନସ ଦାସ ଓ ପୁଅ ମନୋରଂଜନ ଦାସଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ସତ୍ୟବ୍ରତ ନାୟକଙ୍କ ପରିବାର । କହିଛନ୍ତି ଖୁସି ଅଛୁ, ହେଲେ ଭୟ ବି ଲାଗୁଛି । ବାହାରେ ବୁଲୁଛନ୍ତି ହତ୍ୟାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ । ଅଗଷ୍ଟ ୨ ତାରିଖ ରାତିରେ…
Read More...

ପୁରୀରେ କିନ୍ନର- ପୋଲିସ ମୁହାଁମୁହିଁ : ମୁଥ ମରାମରି ଓ ମାରପିଟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

କନକ ବ୍ୟୁରୋ : ପୁରୀରେ ପୋଲିସ ଓ କିନ୍ନର ମଧ୍ୟରେ ମୁହାଁମୁହିଁ । ପୁରୀ ସମୁଦ୍ର କୂଳ ଥାନା ସୁବାଷ ବୋଷ ଛକ ନିକଟରେ ଏଭଳି ଘଟଣା ଘଟିଛି । ସୋସିଆଲ ମିଡ଼ିଆରେ ଏହି ମାଡ଼ପିଟ୍ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ କିନ୍ନର ମାନେ ବୁଲୁଥିବା ବେଳେ ପୋଲିସ ଅଟକାଇଥିଲା ।…
Read More...

ରାଜ୍ୟରେ ପୁଣି ସାମ୍ନାକୁ ଆସିଲା ବଡ ଧରଣର ଜିଏସଟି ଠକେଇ : ଜାଲ ବିଲ ପ୍ରସ୍ତୁତ କରି ହୋଇଛି ୩୨୩ କୋଟି ଟଙ୍କାର ଠକେଇ, ୨…

କନକ ବ୍ୟୁରୋ : ରାଜ୍ୟରେ ପୁଣି ଗୋଟିଏ ବଡ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । ଏହାର ପର୍ଦାଫାସ କରିଛି ରାଜ୍ୟ ଜିଏସଟି ବିଭାଗ । ୧୮୧୯ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୩୨୩ କୋଟି ଟଙ୍କାର ଆଇଟିସି ଠକେଇ ହୋଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର । ୧୩ଟି ନକଲି  ଫାର୍ମ କରି ଠକେଇ…
Read More...

ବିରମହାରାଜପୁରରେ ୧୨ ଘଂଟିଆ ବନ୍ଦ ଡାକରା

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ୪ ଦଫା ଦାବି ନେଇ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ସହ ସହରକୁ ଏନଏସି ମାନ୍ୟତା ଦାବି,…
Read More...

ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ମାମଲା : ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ୍

କନକ ବ୍ୟୁରୋ : ଖୋର୍ଦ୍ଧା ବେଗୁନିଆରେ ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ମାମଲାରେ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ୍ । ଖୋର୍ଦ୍ଧା ବେଗୁନିଆର ଆତଙ୍କ ଖେଳାଇଥିବା ଗୁରୁଜୀ ମାନସ ଦାସଙ୍କ ସଂଗଠନର ସଦସ୍ୟ ମାନେ ସଂଗଠନରେ ସାମିଲ ହେବାକୁ ମନା କରିିବା ପରେ ବାପ-ପୁଅଙ୍କୁ…
Read More...

ଦୀର୍ଘଦିନ ପରେ ଖୋଲିଲା ଲିଙ୍ଗରାଜ ମନ୍ଦିର । ନେଗେଟିଭ୍ ରିପୋର୍ଟ ଦେଖାଇ ଦର୍ଶନ କଲେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : କରୋନା କଟକଣା ପରେ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କୋଭିଡ ନେଗେଟିଭ କିମ୍ବା ଡ଼ବଲ ଡୋଜ ଟିକାର ସାର୍ଟିଫକେଟ ଦେଖାଇ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କଟକଣା ପାଇଁ ୪ମାସ ହେବ ବନ୍ଦ ଥିଲା ମନ୍ଦିର । ମନ୍ଦିର ବାହାରୁ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିଲେ…
Read More...

କେନ୍ଦ୍ର ଦେଉନି ସାର, ସାରା ରାଜ୍ୟରେ ଚାଷୀ ହନ୍ତସନ୍ତ : ଆବଶ୍ୟକ ପରିମାଣ ସାର ଯୋଗାଇବା ଦାବିରେ ରାସ୍ତାକୁ ଓହ୍ଲାଇଲା…

କନକ ବ୍ୟୁରୋ : ସାର ଯୋଗାଇଦେବା ଦାବିରେ କେନ୍ଦ୍ର ବିରୋଧରେ ବିଜେଡ଼ିର ପ୍ରତିବାଦ । ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି କୃଷକ ମୋର୍ଚ୍ଚା । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଅନେକ ବିଧାୟକ ଓ ଦଳର ବରିଷ୍ଠ ନେତା । ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ବିରୋଧରେ…
Read More...

ମାନସ ଦାସ ବିରୋଧରେ ବଢ଼ିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ : ଖୋର୍ଦ୍ଧାରୁ ଅନୁଗୁଳ ଯାଏଁ ଥିଲା ମାନବବାଦୀ ସଂଗଠନ ମୁଖ୍ୟର…

କନକ ବ୍ୟୁରୋ : ଖୋର୍ଦ୍ଧା ବେଗୁନିଆରେ ବାପ, ପୁଅଙ୍କୁ ମାନବବାଦୀ ସଂଗଠନର ଅକଥନୀୟ ନିର୍ଯ୍ୟାତନା ଭିଡିଓ ସାମ୍ନାକୁ ଆସିବା ପରେ ସଂଗଠନର ମୁୁଖ୍ୟ ମାନସ ଦାସ ବିରୋଧରେ ଅଭିଯୋଗ ବଢ଼ିବାରେ ଲାଗିଛି । ସାମାଜିକ ସୁରକ୍ଷା ନ୍ୟାୟ ମଂଚ ନାଁରେ ସଂଗଠନ ଗଢ଼ି ଏହାର ସଦସ୍ୟଙ୍କ ଜରିଆରେ କିଭଳି ଆତଙ୍କ ରାଜ…
Read More...

ବିବାହ ମଣ୍ଡପରେ ଚାଲିଥିଲା ଜୁଆ ଖେଳ : ଚଢାଉ କଲା ପୋଲିସ, ପୁଳା ପୁଳା ଟଙ୍କା ସହ ୧୧ ଜଣ ଗିରଫ

କନକ ବ୍ୟୁରୋ : ବିବାହ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା । ଚଢାଉ କଲା ପୋଲିସ । ଘଟଣାରେ ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଚଂଳରେ ଥିବା ଏକ ବିବାହ ମଣ୍ଡପରେ ଚାଲିଥିଲା…
Read More...

ତିନି ଦିନ ଶ୍ରୀମନ୍ଦିର ବନ୍ଦ ପରେ ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ । କଟକଣା ପାଳନ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି…

କନକ ବ୍ୟୁରୋ : ତିନି ଦିନ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ସକାଳ ୭ଟାରୁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କୋଭିଡ୍ କଟକଣା ପାଳନ କରି ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ଗତକାଲି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି…
Read More...