Browsing Category

ଖବର ୧୦୦ ଶବ୍ଦରେ

ସାବଧାନ ! ଶୀତରେ ଆସିପାରେ ସେକେଣ୍ଡ ୱେଭ୍ ? ସଂଯମ ନହେଲେ ବଢିପାରେ କରୋନା ।

କନକ ବ୍ୟୁରୋ: ଶୀତରେ ବଢିପାରେ କରୋନା । ଅଧିକ ଶୀତ ହେଲେ ପୁଣି ଲେଉଟି ପାରେ କରୋନା ଲହଡି । ୨ୟ ଦଫା କରୋନା ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଆଜି ପୁଣି ସତର୍କ କରାଇଛନ୍ତି ଡାକ୍ତର । ସାବଧାନ ନହେଲେ ପୁଣି ହୋଇପାରେ କରୋନା । ଶୀତଦିନେ ପ୍ରଦୂଷଣ ବଢୁଥିବାରୁ ଶ୍ୱାସକ୍ରିୟା…
Read More...

କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ଭିଜିଲାନ୍ସ ରେଡ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ବଇଣ୍ଡାସ୍ଥିତ ସରକାରୀ ବାସଭବନ ଓ ନିଆଳିସ୍ତିତ ବାସଭବନରେ ଏକକାଳୀନ ବୁଧବାର ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ…
Read More...

ତାଳଚେରରେ ବିପୁଳ ପରିମାଣରେ ଜବତ ହେଲା ବାଣ : ବେଆଇନ୍ ଭାବେ ଗଛିତ ଥିବା ବେଳେ ପ୍ରଶାସନର ଚଢାଉ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ତାଳଚେରରୁ  ବିପୁଳ ପରିମାଣର  ବାଣ ଜବତ କରାଯାଇଛି । ବେଆଇନ ଭାବେ ଗଛିତ ଥିବା ବେଳେ ପ୍ରଶାସନ ପକ୍ଷରୁ ରେଡ କରାଯାଇ ଏହାକୁ ଜବତ କରାଯାଇଛି । ତାଳଚେର ବଜାର ନିକଟରେ ଟିମା ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ  ବେଆଇନ ଭାବେ ବି ବାଣ ମହଜୁଦ ଥିବା  ପ୍ରଶାସନ…
Read More...

ହାଣ୍ଡିଶାଳରେ ମହଙ୍ଗା ମାଡ : ପିଆଜ ପରେ କନ୍ଧାଇଲାଣି ଆଳୁ ଦର; ପିଆଜ କେଜିକୁ ୮୦, ଆଳୁ ଟପିଲା ୪୫ 

କନକ ବ୍ୟୁରୋ : ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ ଲାଗୁଛି ଡର । ଖାଉଟିଙ୍କୁ କନ୍ଦାଇଲାଣି ଆଳୁ ପିଆଜ ଦର ।   ହାଣ୍ଡିଶାଳରେ ମହଙ୍ଗାମାଡ ।  ପିଆଜ କିଲୋପ୍ରତି ଦର ୮୦ ଟଙ୍କା ଟପିଥିବାବେଳେ ଆଳୁ ଏବେ କିଲୋପ୍ରତି ହୋଇଛି ୪୫ ଟଙ୍କା । ଏକ ସପ୍ତାହ ଭିତରେ ୧୦ ଟଙ୍କା ବଢିଛି ଆଳୁଦର ।…
Read More...

ଇଞ୍ଜିନିୟରିଂ ନାମଲେଖା : ପ୍ରଥମ ରାଉଣ୍ଡରେ ୯୮୬୮ ସିଟ୍‌ ଆ‌ଲଟ୍‌ମେଣ୍ଟ

କନକ ବ୍ୟୁରୋ : ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ବି.ଆର୍କିଟେକ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ବି.ପ୍ଲାନ ପାଠ୍ୟକ୍ରମରେ ନାମଲେଖା ଲାଗି  ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି । ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନା‌ମଲେଖା ଲାଗି ରାଜ୍ୟରେ ପ୍ରାୟ ୩୪ ହଜାର ସିଟ୍‌ ରହିଛି । ତେବେ ନାମଲେଖା…
Read More...

ଧରାପଡିଲା ଗଞ୍ଜେଇ ଚାଲାଣର ବଡ ରାକେଟ୍ : ବିଏସଫ ଓ ମାଛକୁଣ୍ଡ ପୁଲିସର ମିଳିତ ଚଢାଉରେ ଧରାପଡିଲା ଗାଡି

କନକ ବ୍ୟୁରୋ : ଧରାପଡିଲା ଗଂଜେଇ ଚୋରା ଚାଲାଣର ବଡ ରାକେଟ୍ । ୮ କୁଇଁଟାଲ ଗଂଜେଇ ସହ ଗୋଟିଏ ମାଉଜର ଜବତ । ମାଛକୁଣ୍ଡ ପୋଲିସ, ମାଛକୁଣ୍ଡର ହାନୁମାଲ୍ ଗାଁ ନିକଟରେ ଗଂଜେଇ ଗାଡିକୁ ଜବତ କରିଛି । ହେଲେ ଖସି ଯାଇଛନ୍ତି ଗଂଜେଇ ମାଫିଆ । ଗଂଜେଇ ସହ ବୋଲେରୋ ଗାଡି ଜବତ ହୋଇଛି । ମାଲକାନଗିରିରୁ…
Read More...