Browsing Category

ଖବର ୧୦୦ ଶବ୍ଦରେ

ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି : ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀରେ ପିତୃପକ୍ଷଙ୍କୁ…

କନକ ବ୍ୟୁରୋ : ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିବପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତିର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଏନେଇ ଆଜି ସକାଳୁ ବିଭିନ୍ନ ତର୍ଥ…
Read More...

ରାଜ୍ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର କଲେ କୋର୍ଟ

କନକ ବ୍ୟୁରୋ: ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ମଞ୍ଜୁର ହୋଇଛି । ୫୦ ହଜାର ମୁଚାଲିକାରେ ଜାମିନ ମଞ୍ଜୁର କଲେ କୋର୍ଟ । ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଜାମିନ ମିଳିଛି । ମୁମ୍ବାଇର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିବା ସୂଚନା ମିଳିଛି ।…
Read More...

ଆନ୍ଧ୍ର ସାଲୁର ସରକାରୀ କଲେଜରେ ଚାଲିଛି କୋଟିଆ ଭୋଟ୍ ଗଣତି । ଓଡ଼ିଶାର ବିରୋଧ ସତ୍ତ୍ୱେ ଏପ୍ରିଲ ୮ରେ ପଡ଼ିଥିଲା ଭୋଟ । 

କନକ ବ୍ୟୁରୋ: ଆନ୍ଧ୍ରରେ ଚାଲିଛି କୋଟିଆ ଭୋଟ ଗଣତି । ଆନ୍ଧ୍ର ପ୍ରଦେଶ ସାଲୁର ଏକ ସରକାରୀ ଡିଗ୍ରୀ କଲେଜରେ କୋଟିଆ ପଞ୍ଚାୟତର ଭୋଟ ଗଣତି ହେଉଛି ।  ଓଡ଼ିଶାର ବିରୋଧ ସତ୍ତେ୍ୱ ଗତ ଏପ୍ରିଲ ୮ ତାରିଖରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଏବଂ ନରଡିସୱାଲାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ…
Read More...

ଲଗାଣ ବର୍ଷାରେ ପୁଣି ବେହାଲ ହେଲା ରାଜଧାନୀ । ଇସ୍କନ ସାମ୍ନାରେ ବୁଡିଲା କାର୍, ସ୍କୁଟି ।

କନକ ବ୍ୟୁରୋ: ଲଗାମ ବର୍ଷାରେ ପୁଣି ବେହାଲ ହୋଇଛି ରାଜଧାନୀ । ରାଜରାସ୍ତା ଉପରେ ଜମିଛି ପାଣି । ରବିବାର ଲଗାଣ ବର୍ଷା ପରେ ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ପୁଣି ଦେଖିବାକୁ ମିଳିଛି ସେହି ଅଭାବନୀୟ ଚିତ୍ର । ପାଣି ଭିତରେ ପୁଣି ବୁଡିଛି ସ୍କୁଟି ଏବଂ କାର । ଆଜି ବର୍ଷା ପରେ ରାଜଧାନୀର…
Read More...

ଅସଲ ଚରିତ୍ର ଦେଖାଉଛି ତାଲିବାନ । ବଦଳାଇଲା ମହିଳା ମନ୍ତ୍ରାଳୟର ନାମ । ଜାଣନ୍ତୁ, କଣ ରହିଲା ନୂଆ ନାଁ?

କନକ ବ୍ୟୁରୋ: ଇସଲାମ ଧର୍ମର କଠୋର ବାଖ୍ୟାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆଫଗାନିସ୍ତାନରେ ତାଲିବାନ ଶାସକ ମହିଳା ମନ୍ତ୍ରଣାଳୟର ନାଁକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି । ମହିଳା ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରି ‘ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ’ ମନ୍ତ୍ରଣାଳୟ ଭାବେ…
Read More...

ମାନବିକତାର ପରିଚୟ ଦେଲେ ପୋଲିସ ବାବୁ । ଶବକୁ କାନ୍ଧେଇ ପାହାଡ ତଳକୁ ଆଣିଲେ ଏସଆଇ ।

କନକ ବ୍ୟୁରୋ: କର୍ତ୍ତବ୍ୟନିଷ୍ଠ୍ୟ ଏବଂ ମାନବିକତାର ପରିଚୟ ଦେଇଛନ୍ତି ପୋଲିସ ଅଫିସର । ଏକ ହତ୍ୟା ମାମଲାରେ ଶବକୁ କାନ୍ଧ ଦେବାକୁ କେହି ନ ଥିବା ବେଳେ ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଶବକୁ କାନେ୍ଧଇ ପାହାଡ ତଳକୁ ଆଣିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରବିନ୍ଦ୍ରଙ୍କ କାର୍ଯ୍ୟକୁ ପ୍ରଂଶସା…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉପୂକଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ବିଭିନ୍ନ…
Read More...

ଦୁଇଟି ବିବାହ କରି ଫସିଲେ ଯୁବକ । ରାତି ସାରା ଅନିଦ୍ରା ହୋଇ ସକାଳୁ ବାନ୍ଧିଲା ପୋଲିସ।

କନକ ବ୍ୟୁରୋ: ଦୁଇଟି ବିବାହ କରି ଫସିଗଲେ ଯୁବକ । ହେଲେ ରୋଚକ କଥା ହେଉଛି ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ଯୁବକଙ୍କୁ ଗିରଫ କରିବାକୁ ଆସିଥିବା ଭଦ୍ରକ ପୋଲିସକୁ ହଟ୍ଟହଟ୍ଟା ହେବାକୁ ପଡିଛି । କାରଣ ଅଭିଯୁକ୍ତ, ଘର କବାଟ ନଖୋଲିବାରୁ ରାତି ଅନିଦ୍ରା ହୋଇ ଘର ବାହାରେ ଜଗି ରହିଥିଲା ଭଦ୍ରକ…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣି ହତ୍ୟା । ପୋଲିସ ଆଗରେ ଅଭିଯୁକ୍ତର ଘର ଜାଳିଦେଲେ ଗାଁ ଲୋକ ।

କନକ ବ୍ୟୁରୋ: ପୋଲିସ ଉପସ୍ଥିତିରେ ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଗାଁ ଲୋକ । ନିରୁପାୟ ହୋଇ ଚାହିଁ ରହିଲେ ପୋଲିସ କର୍ମଚାରୀ । ଏଭଳି ଅଭାବନୀୟ ଖବର ଆସିଛିି ଗଞ୍ଜାମ ଜିଲ୍ଲା କୋଦଳା ରେଞ୍ଜର ବଙ୍ଗଳା ସାହିରୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ।

କନକ ବ୍ୟୁରୋ: ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ୱର୍ଗଦ୍ଵାର ଠାରେ ସ୍ୱର୍ଗତା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ…
Read More...