Browsing Category

ଖବର ୧୦୦ ଶବ୍ଦରେ

ବରଗଡ଼ ପଦ୍ମପୁର ଅଂଚଳରେ ହାତୀ ଆତଙ୍କ : ଘର ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରଛନ୍ତି ଦୁଇଟି ବଣୁଆ ହାତୀ

କନକ ବ୍ୟୁରୋ : ବରଗଡ଼ ପଦ୍ମପୁର ଅଂଚଳରେ ହାତୀ ଆତଙ୍କ । ପଦ୍ମପୁର ଉପଖଣ୍ଡ ନୃସିଂହନାଥ ରେଂଜର ମିଠାପଲି ଅଂଚଳରେ ଆତଙ୍କ ଖେଳାଉଛନ୍ତି ହାତୀ । ଲୋକଙ୍କ ଧାନ ଜମିରେ ଫସଲ ନଷ୍ଟ କରିବା ସହ ପନିପରିବା ଚାଷ ମଧ୍ୟ କ୍ଷତି କରୁଛନ୍ତି । କିଛି ଦିନ ହେଲା ପାଇକମାଲ ଅଂଚଳରେ ଉପଦ୍ରବ କରୁଛନ୍ତି ହାତୀ ।…
Read More...

ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରସଙ୍ଗ : ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟୁଛି । ପଞ୍ଚାୟତ ନିର୍ବାଚନ ପାଇଁ  ସଂରକ୍ଷଣ ନେଇ ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି । ଏଥର ନିର୍ବାଚନ ପାଇଁ ସରଂକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।  ଆସନ୍ତା…
Read More...

ଖାକିରେ ଗଞ୍ଜେଇ ଦାଗ : ଗଞ୍ଜେଇ ଚୋରାଚାଲଣ ବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ

କନକ ବ୍ୟୁରୋ : ପୁଣି ଖାକିରେ ଲାଗିଲା ଦାଗ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ । ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଜୟପୁର ସଦର ଥାନା ପୋଲିସ । ୨ଟି ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ । ପୋଲିସ କର୍ମଚାରୀ ସହ ୫ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ ।
Read More...

୪ ଦିନ ହେଲା ଚାଲିଛି ଆଦିବାସୀ ଓ କମ୍ପାନୀ ଯୁଦ୍ଧ : ଆଜି ବି ହାତ ହତିଆର ଧରି ବିକ୍ଷୋଭ ପ୍ରଦର୍ଶନ କଲେ ଆଦିବାସୀ

କନକ ବ୍ୟୁରୋ : ଦୀର୍ଘ ୪ ଦିନ ହେଲା ସୁନ୍ଦରଗଡରେ ଚାଲିଛି ଆଦିବାସୀମାନଙ୍କ ଜୀବନ ପାଇଁ ଯୁଦ୍ଧ । ଗୋଟିଏ ପଟେ ଆଦିବାସୀ ମାନେ କଂପାନୀ କୁ ଜମି ଦେବା ପାଇଁ ଆଦୌ ରାଜିନଥିବା ବେଳେ ଯେକୌଣସି ମୋତେ ଜମି ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କୁତ୍ରାର ତେଲିଘଣା ରେ ଥିବା ଜେଏସଡବଲ୍ୟୁ ସିମେଂଟ…
Read More...

ସମ୍ବଲପୁର ଜିଲ୍ଲାରେ ଫେଲ ମାରିଛି ଗ୍ରୀନ ମହାନଦୀ ମିଶନ୍ : ଅଭିନବ ଉପାୟରେ ଚାଲିଛି ବନୀକରଣ

କନକ ବ୍ୟୁରୋ : ମହାନଦୀକୁ ବଂଚାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଗ୍ରୀନ ମହାନଦୀ ମିଶନ । ସମ୍ବଲପୁର ଜିଲ୍ଲାରେ ଗ୍ରୀନ ମହାନଦୀ ମିଶନ ଫେଲ ମାରିଛି । ଆଉ ଏହା ପରେ ଜନସାଧାରଣ ଅଭିନବ ଉପାୟରେ ଚଳାଇଛନ୍ତି ବନୀକରଣ । ଏହି ଯୋଜନାରେ ରିଂ ରୋଡରେ ବୃକ୍ଷରୋପଣ କରାଯାଇଥିଲା, ହେଲେ ସରକାରୀ…
Read More...

ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ , ଶ୍ରୀଜିଉଙ୍କୁ କଲେ ଦର୍ଶନ : ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି କ’ଣ ସବୁ ସମସ୍ୟା…

କନକ ବ୍ୟୁରୋ : ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ସେନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି କ’ଣ ସବୁ…
Read More...

ରାଜ୍ୟରେ କରୋନା ଟିକାକରଣରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ : ୫୦ ଲକ୍ଷ ଲୋକ ୨ ଡୋଜ ଟିକା ନେଇଥିବା ସୂଚନା ଦେଲା ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାକରଣରେ ଯାଡ଼ି ହେଲା ଆଉ ଏକ ଅଧ୍ୟାୟ । ୫୦ ଲକ୍ଷ ଲୋକ ୨ଟି ଡୋଜ ଟିକା ସମ୍ପୂର୍ଣ୍ଣ କରିଛନ୍ତି । ଗତ ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୮ ମାସରେ ଏହି ଲକ୍ଷ୍ୟ ପୂରଣ ହୋଇଛି । ରାଜ୍ୟରେ ସମୁଦାୟ ୨କୋଟି ୧୦ ଲକ୍ଷ ୬୨ ହଜାର ୫୧୭ ଡୋଜ…
Read More...

ରାଜଗାଙ୍ଗପୁରରେ ପ୍ରସ୍ତାବିତ ଜନ ଶୁଣାଣିକୁ ବିରୋଧ : ଗତକାଲି ବିରୋଧ ପରେ ଆଜି ପୁଣି ପୁଲିସ ଓ ସ୍ଥାନୀୟ ଲୋକେ…

କନକ ବ୍ୟୁରୋ : ସୁନ୍ଦରଗଡ କୁତ୍ରା ବ୍ଲକ ଖତକୁର ବାହାଲରେ ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ  । ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ସ୍ଥାନୀୟ ଲୋକେ  । ଖଣି ସଂପ୍ରସାରଣ ପାଇଁ କେଶରାମାଲ ଓ ଝଗରପୁର ପଂଚାୟତରେ ଆଜି ଜନ ଶୁଣାଣି ହେବାର ଅଛି  । ତେଣୁ ଉଭୟ ସ୍ଥାନରେ…
Read More...

ବହୁ ଚର୍ଚ୍ଚିତ ଓମ୍ ଦିପୁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ : ଦିଲୁକୁ ରାୟଗଡ଼ାରୁ ଗିରଫ କଲା କମିଶନରେଟ ପୋଲିସ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଓମ୍ ଦୀପୁ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗିରଫ ଅଭିଯୁକ୍ତ ଜଣକ ପ୍ରଦୀପ କୁମାର ସାହୁ…
Read More...

ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ମାନସ ମନ୍ଥନ : ବୈଠକରେ ଯୋଗ ଦେଲେନି କୋରାପୁଟ ଜିଲ୍ଲା ସଭାପତି…

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ମାନସ ମନ୍ଥନ । ଜିଲ୍ଲା ସଭାପତି ଓ ପଯ୍ୟବେକ୍ଷକଙ୍କ ବୈଠକ ଚାଲିଥିବା ବେଳେ ଯୋଗ ଦେଇନାହାନ୍ତି କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ହେଉଛନ୍ତି ମିନାକ୍ଷୀ ବାହିନୀପତି । ଆଗକୁ ଆସୁଥିବା ପଂଚାୟତ ଓ…
Read More...