Browsing Category

ଖବର ୧୦୦ ଶବ୍ଦରେ

ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ : ଜିଲ୍ଲା ପେସାଗ୍ରାମ ସଭା ପକ୍ଷରୁ ଦିଆଯାଇଛି ବନ୍ଦ ଡ଼ାକରା

କନକ ବ୍ୟୁରୋ : ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ । ଜିଲ୍ଲା ପେସାଗ୍ରାମ ସଭା ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ପୂଜା ପୀଠରେ ବେଆଇନ ପ୍ରବେଶକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାକୁ ନେଇ ଅଭିଯୋଗ ହେବା ପରେ ନ୍ୟାୟ ନ ମିଳିବାରୁ ପେସାଗ୍ରାମର କର୍ମକର୍ତା ବନ୍ଦ ଡ଼ାକରା ଦେଇଛନ୍ତି । ଏହା ସହ…
Read More...

ବିଏମସିର ବିଫଳତାକୁ ବହି ଆକାରରେ ପ୍ରକାଶ କଲା ବିଜେପି : ରାସ୍ତା, ଡ୍ରେନେଜ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କୁ…

କନକ ବ୍ୟୁରୋ : ବିଏମସିର ବିଫଳତାକୁ ବହି ଆକାରରେ ପ୍ରକାଶ କଲା ବିଜେପ । ରାସ୍ତା, ଡ୍ରେନେଜ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କୁ ସେଚତନ କରିବ ଦଳ । ସ୍ମାର୍ଟ ସିଟିର ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ମାଗିବ ଉତର । ବିଜେପି ପକ୍ଷରୁ କୁହାଯାଇଛି ସ୍ମାର୍ଟ ସିଟିକୁ କେବଳ ଘୋଷଣାରେ ସୀମିତ ।…
Read More...

ତୁଟିଲା କୋରାପୁଟ କଂଗ୍ରେସ କଳି : ଅଭିଯୋଗର ସ୍ୱର ନରମ କରି ତାରା କହିଲେ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୋ ବଡଭାଇ…

କନକ ବ୍ୟୁରୋ : ତୁଟିଲା କୋରାପୁଟ କଂଗ୍ରେସ କଳି । ଅଭିଯୋଗର ସ୍ୱର ନରମ କରି ତାରାପ୍ରସାଦ ବାହିନୀପତି କହିଛନ୍ତି, ପିସିସି ସଭାପତି ନିରଂଜନ ପଟ୍ଟନାୟକ ତାଙ୍କ ବଡଭାଇ ପରି । ଏବଂ ଗୋଟିଏ ପରିବାର ଏବଂ ତାଙ୍କୁ ଅଯୋଗ୍ୟ କହିବାର ନଥିଲା ବୋଲି କହିବା ସହ ଅଭିମାନରେ ମନ୍ତବ୍ୟ ଦେଇଥିଲେ ବୋଲି…
Read More...

ଅଳକା କଲେଜ ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ହତ୍ୟା । ସ୍କୁଟିରେ କ୍ଷୀର ଆଣିବାକୁ ଯିବାବେଳେ ହାଣିଦେଲେ…

କନକ ବ୍ୟୁରୋ : କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ଜଣେ ପାନ ଦୋକାନୀ କଟୁରିରେ ହାଣି ହତ୍ୟା କରିଛି । ‌ରବିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କନ୍ଦରପୁର ମେଡିକାଲ ରୋଡ୍‌ ମୁଣ୍ଡାସାହି ନିକଟରେ ଥିବା ଏକ ଚିକେନ୍ କାଉଣ୍ଟର୍‌ ନିକଟରୁ ସୁଦର୍ଶନଙ୍କୁ ରକ୍ତ ଜୁଡୁବୁଡୁ…
Read More...

ଧୁମ୍‌ଧାମ୍‌ରେ ପ୍ରଥମ ପାଳି ଖୁଦୁରୁକୁଣୀ ଓଷା : ଚାରିଟି ରବିବାର ଏହାକୁ ପାଳନ କରାଯିବ

କନକ ବ୍ୟୁରୋ : ‘ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀଙ୍କ ସଙ୍ଗାତ। ଲକ୍ଷ୍ମୀ ଦେବୀଙ୍କ ପ୍ରାଣ ନାହା, ଶୋଭିତ ଶଙ୍ଖଚକ୍ର ବାହା।।’ ରବିବାର ସଂଧ୍ୟା ହେଉ ହେଉ ସହରର ପ୍ରତିଟି ଗଳିକନ୍ଦି, ଆବାସିକ କଲୋନି, ହଷ୍ଟେଲ୍‌ ଓ ମେସ୍‌ରୁ ଭାସି ଆସୁଥିଲା ଏହି ପୁରାଣ। ଭାଦ୍ରବ ମାସ ଆସିଲେ ଏହି ଦୁଇ ପଦକୁ…
Read More...

ଆଜି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ : ଜାତୀୟ କ୍ରୀଡା ଦିବସରେ କଳିଙ୍ଗ ଷ୍ଟାଡିୟମରେ ହେଲା…

କନକ ବ୍ୟୁରୋ: ଆଜି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଟାଟା ନାଭାଲ ଏକାଡେମୀ ପକ୍ଷରୁ ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂର୍ବତନ ହକି ତାରକା ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଢେଙ୍କାନାଳ ଗସ୍ତ : ଲୋକଙ୍କ ଦାବି ଶୁଣିଲେ ଓ ସମସ୍ୟା ପଚାରି ବୁଝିଲେ

କନକ ବ୍ୟୁରୋ : ଦିନିକିଆ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିରିଡିମାଳି ସ୍ଥିତ ଜଳସେଚନ ବଙ୍ଗଳାରେ ଲୋକଙ୍କ ସମସ୍ୟା ଶୁଣିଥିଲେ । କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ସମ୍ପ୍ରସାରଣ କାମ ଚାଲୁଥିବା ବାଇସିଙ୍ଗାଠାରେ…
Read More...

ଫିଲ୍ମରେ ଦେଖିବାକୁ ମିଳିବ ସୁରଙ୍କ ଅଭିନୟ : ମନ ମୋର କାଗଜ ଡଙ୍ଗାରେ ଜଟଣୀ ବିଧାୟକ ସୁର କରିଛନ୍ତି ଅଭିନୟ

କନକ ବ୍ୟୁରୋ : ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନୂଆ ଅବତାର । ଗଣମାଧ୍ୟମରେ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ସୁର ଏବେ ଫିଲ୍ମରେ ଅଭିନୟ କରିଛନ୍ତି । ସୁମିତ୍ରା ଏଣ୍ଟରଟେନମେଣ୍ଟ ପ୍ରଡକ୍ସନର ଓଡିଆ ଫିଲ୍ମ ମନ ମୋର କାଗଜ ଡଙ୍ଗା ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ…
Read More...

ଲିଙ୍ଗରାଜ ମନ୍ଦିରର ସର୍ବେକ୍ଷଣ କଲେ ଏଏସଆଇ କର୍ତ୍ତୃପକ୍ଷ । ମନ୍ଦିର ଭିତରର ସ୍ଥିତି ଓ ପୁରରୁଦ୍ଧାର କିଭଳି ହେବ ବୁଲି…

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ସର୍ବେକ୍ଷଣ କଲେ ବିଏମସି କମିଶନର, ସେବାୟତ ଓ ଏଏସଆଇ କର୍ତୃପକ୍ଷ । ମନ୍ଦିର ଭିତରେ କ’ଣ କ’ଣ ଅସୁବିଧା ଅଛି ଏବଂ ମନ୍ଦିର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ହୋଇପାରିବ ଏନେଇ ଆଗକୁ ଆହୁରି ଆଲୋଚନା କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ସେବାୟତ…
Read More...

ଚନ୍ଦ୍ରଭାଗା ସମୁଦ୍ରରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା : ଜଣେ ନିଖୋଜ, ଅଳ୍ପକେ ବର୍ତ୍ତିଲେ ୫ଜଣ

କନକ ବ୍ୟୁରୋ : ଚନ୍ଦ୍ରଭାଗା ସମୁଦ୍ରରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା । ଜଣେ ନିଖୋଜ ଅଳ୍ପକେ ବର୍ତ୍ତିଲେ ୫ଜଣ । ନିଖୋଜ ଯୁବକ ଜଣଙ୍କ ହେଲେ ୨୩ ବର୍ଷିୟ ଅପେଲେ ରାଜୁ । ଆଜି ବଡ଼ି ଭୋରରୁ ମାଛ ଧରିବା ପାଇଁ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ସମୁଦ୍ରକୁ ଯାଉଥିଲେ ମତ୍ସ୍ୟଜୀବୀ । ଏକ ବଡ଼ ଲହଡ଼ିରେ ମାଡ଼ ହୋଇ…
Read More...