Browsing Category

କଂଗ୍ରେସ

ବିଜେପି ଗଡରେ ମୋଦିଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଆକ୍ରମଣ : କହିଲେ, ନେହେରୁ-ଇନ୍ଦିରାଙ୍କ କାମର ହିସାବ ମାଗୁଥିବା ନେତା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶ୍ନବାଣ । ୟୁପିର ଗାଜିଆବାଦରେ ଏହି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ନେହେରୁ ଓ ଇନ୍ଦିରାଙ୍କ କାମ ନେଇ ହିସାବ ମାଗୁଥିବା ନେତା ୫ ବର୍ଷରେ କଣ କରିଛନ୍ତି ତାହ ହିସାବ ଦିଅନ୍ତୁ । ଗତକାଲି…
Read More...

ପାଟନା ସାହିବରୁ କଂଗ୍ରେସ ଟିକେଟରେ ଲଢିବେ ଶତ୍ରୁଘ୍ନ ସିହ୍ନା ! ରବିଶଙ୍କର ପ୍ରସାଦଙ୍କ ସହ ହେବ କଡା ଟକ୍କର ।

କନକ ବ୍ୟୁରୋ : ପାଟନା ସାହିବ ଆସନରୁ ଏଥର କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇବେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା । ଆଜି ବିଧିବଦ୍ଧ ଭାବେ ସେ କଂଗ୍ରେସରେ ସାମିଲ ହେବା ପରେ, ଦଳ ପକ୍ଷରୁ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି ।  କଂଗ୍ରେସରେ ମିଶିବା ପରେ ସିହ୍ନା କହିଛନ୍ତି…
Read More...

ମହାରାଷ୍ଟ୍ରରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ ! ନିର୍ବାଚନ ପରେ ରାଫେଲ ଡିଲର ଯାଂଚ ହେବ, ଚୌକିଦାର ଭୋଗିବେ ଜେଲଦଣ୍ଡ

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜି ସାରିଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନଙ୍କ ସାଧାରଣ ସଭା, ରୋଡ଼ସୋ ଓ ରାଲି କରୁଛନ୍ତି ବଡ଼ ବଡ଼ ନେତା । ୨୦୧୯ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର । ପ୍ରଚାର ମୈଦାନରେ ବଡ଼ ବଡ଼ ନେତା । ନିର୍ବାଚନର ତାରିଖ ଯେେତେ ପାଖେଇ…
Read More...

ରାହୁଲ ଗାନ୍ଧୀଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧୫.୮୮ କୋଟି ! ୫ ବର୍ଷରେ ବଢ଼ିଛି ୬.୪୮ କୋଟି

କନକ ବ୍ୟୁରୋ : ରାହୁଲ୍ ଗାନ୍ଧୀଙ୍କ ସମ୍ପତ୍ତି ୧୫.୮୮ ଲକ୍ଷ ଟଙ୍କା । ୨୦୧୪ ନିର୍ବାଚନରେ ରାହୁଲଙ୍କ ସମ୍ପତ୍ତି ୯.୪ କୋଟି ଟଙ୍କା ଥିବାବେଳେ ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୬.୪ଲକ୍ଷ ଟଙ୍କା ବୃଦ୍ଧି ଘଟିଛି । ୱାୟନାଡ଼ରେ ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲ ତାଙ୍କ ସମ୍ପତ୍ତି ବିଷୟରେ…
Read More...

ୱାୟନାଡରୁ ନାମାଙ୍କନ ଭରିଲେ ରାହୁଲ ! ରୋଡ୍ ସୋ’ ପରେ ମୋଦିଙ୍କୁ କଲେ ଟାର୍ଗେଟ୍ । ସେପଟେ ପ୍ରିୟଙ୍କା କହିଲେ, ସବୁଠୁ…

କନକ ବ୍ୟୁରୋ : ଦ୍ୱିତୀୟ ଆସନ ଲାଗି କେରଳର ୱାୟନାଡରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ  । ଏହାସହ ଦକ୍ଷିଣରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ  । ୱାୟନାଡରୁ ପ୍ରାର୍ଥୀପତ୍ର ଦାଖଲ ବେଳେ ସାଂଗରେ ଥିଲେ ଭଉଣୀ ପ୍ରିୟଙ୍କା  । ୨ କିଲୋମିଟର ଧରି ମେଗା ରୋଡ ସୋ କରିଥିଲେ…
Read More...

କେରଳ ୱାଇନାଡ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ : ରାହୁଲଙ୍କ ସହିତ ଉପସ୍ଥିତ ଥିଲେ ତାଙ୍କ ଭଉଣୀ…

ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାଇନାଡ ଆସନରୁ ନାମାଙ୍କନ ଦାଖଲ କରିଦେଇଛନ୍ତି । ସେ ଉତ୍ତର ପ୍ରଦେଶରେ ନିଜ ପରମ୍ପରାଗତ ଅମେଠି ସିଟ୍ ବ୍ୟତୀତ ଏହି ସିଟ୍ ଏହି ସିଟରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି । ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କ ଭଉଣୀ ଓ ପୂର୍ବ…
Read More...

ଅମେଠିରେ ନିର୍ବାଚନ ପୂର୍ବରୁ ରାହୁଲଙ୍କୁ ଝଟକା : ପୂର୍ବତନ କଂଗ୍ରେସ ବିଧାୟକ ବିଜେପିରେ ସାମିଲ

ଉତ୍ତର ପ୍ରଦେଶର ଅମେଠିରେ ବଡ ମୁସଲିମ୍ ଚେହେରା ଭାବେ ଜଣାଶୁଣା ଡା. ମୋହମ୍ମଦ ମୁସଲିମ୍ ଏବେ ବହୁଜନ ସମାଜ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସର୍ବପ୍ରଥମେ ସେ କଂଗ୍ରେସ ଏବଂ ସପାର ଟିକେଟରେ ମଧ୍ୟ ବିଧାୟକ ରହିସାରିଛନ୍ତି । କିନ୍ତୁ ବିଧାନସଭା ନିର୍ବାଚନ ୨୦୧୭ ପୂର୍ବରୁ ସେ କଂଗ୍ରେସ…
Read More...

ମିଶନ ଦକ୍ଷିଣରେ ରାହୁଲ ଗାନ୍ଧୀ ! ୱାଇନାଡ଼ରୁ ଆଜି ଭରିବେ ନାମାଙ୍କନ ପତ୍ର, ପ୍ରିୟଙ୍କାଙ୍କ ସହ କରିବେ ମେଗା ରୋଡ଼ ସୋ’

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ । ଉତ୍ତରପ୍ରଦେଶରେ ନିଜର ପରଂପରାଗତ ଆମେଠି ବ୍ୟତୀତ କେରଳର ୱେୟାନାଡ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଆଜି ସାଢ଼େ ୧୧ଟାରେ ନିଜର ନାମାଙ୍କନ ଦାଖଲ କରିବେ ରାହୁଲ । ତେବେ…
Read More...

ଗରିବୀ ଉପରେ ପ୍ରହାର, କଂଗ୍ରେସ ସରକାର ? କଂଗ୍ରେସର ପ୍ରତିଶ୍ରୁତି ପତ୍ରକୁ କୁକୁଡା ଉପାଖ୍ୟାନ ସହ ତୁଳନା କଲା ବିଜେପି ।

କନକ ବ୍ୟୁରୋ : ଗରିବୀ ଉପରେ ପ୍ରହାର ୭୨ ହଜାର । ଏଥର କେନ୍ଦ୍ରରେ କଂଗ୍ରେସ ସରକାର ।  କଂଗ୍ରେସର ମିଶନ୍- ୨୦୧୯ । ପ୍ରତିଶ୍ରୁତି ପତ୍ର ଜରିଆରେ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଦଳ ତାର ଆଭିମୁଖ୍ୟ ସ୍ଥିର କରିସାରିଛି । କୃଷକ, ସେନା, ରୋଜଗାର ପରି ୫ଟି ବିନ୍ଦୁ ଉପରେ କଂଗ୍ରେସର ନିର୍ବାଚନୀ…
Read More...

ବିଜେପି ଉପରେ ବର୍ଷିଲେ ରାହୁଲ ! କହିଲେ, ଯେଉଁ ୪ ଜଣଙ୍କୁ ମୋଦି ଦେଉଛନ୍ତି ସୁରକ୍ଷା, ତାଙ୍କ ପକେଟରୁ ‘ନ୍ୟାୟ’ ଯୋଜନା…

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ପ୍ରଚାର ସେତିକି ବଢିବାରେ ଲାଗିଛି । ଗତ ୫ ବର୍ଷର ସଫଳତାକୁ ନେଇ ବିଜେପି, ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବାବେଳେ, ମୋଦି ସରକାରଙ୍କ ବିଫଳତାକୁ ମୁଦ୍ଦା କରିଛି କଂଗ୍ରେସ । ବୁଧବାର ଆସାମର ବୋକାଖାଟରେ ଆୟୋଜିତ ହୋଇଥିବା ନିର୍ବାଚନ…
Read More...