Browsing Category

କଂଗ୍ରେସ

ବାରାଣାସୀରେ ଏଥର ବଡ ଲଢେଇ ! ମୋଦିଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରନ୍ତି ପ୍ରିୟଙ୍କା ଗାନ୍ଧି ।

କନକ ବ୍ୟୁରୋ : ବାରାଣାସୀରେ ଚଳିତ ନିର୍ବାଚନରେ ଦେଖିବାକୁ ମିଳିପାରେ ବଡ ଟକ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଏଥର ମଇଦାନକୁ ଓହ୍ଲାଇପାରନ୍ତି କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧି । ଏହି ଆସନରୁ ଲଢିବା ନେଇ ପ୍ରିୟଙ୍କା ସ୍ଥିର…
Read More...

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁରେ ଲେଜର ଲାଇଟ୍, ଗୁମର ଖୋଲିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ଲେଜର ଲାଇଟ୍ ପଡ଼ିବା ଘଟଣାକୁ ଚର୍ଚ୍ଚା ହୋଇଥିଲା, ତାହା ଉପରୁ ପରଦା ଉଠିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳାୟ ତରଫରୁ ମିଳିଥିବା ସ୍ପଷ୍ଟୀ କରଣ ମୁତାବକ, ବିଧିବଦ୍ଧ ଯାଞ୍ଚ କରାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ…
Read More...

ପାରମ୍ପରିକ ଆସନ ଆମେଠି ପାଇଁ ନାମାଙ୍କନ ଭରିଲେ ରାହୁଲ ! ବିଶାଳ ରୋଡ଼ ସୋ’ରେ ଆସି ମାଆ ଓ ଉଭଣୀଙ୍କ ଉପସ୍ଥିତିରେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଆମେଠିରୁ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ । ମାଆ ଓ ଉଭଣୀଙ୍କ ଉପସ୍ଥିତିରେ ରାହୁଲ ତାଙ୍କର ପାରମ୍ପରିକ ଆସନ ଆମେଠରୁ ଭରିଛନ୍ତି ନାମାଙ୍କନ । କେରଳର ୱାଏନାଡା ଆସନ ପରେ ରାହୁଲ ଆମେଠିରୁ ଭରିଛନ୍ତି ନାମାଙ୍କନ ପତ୍ର । ପ୍ରଥମ ଥର ପାଇଁ ରାହୁଲ…
Read More...

ଆମେଠିରୁ ଆଜି ନାମାଙ୍କନ ଭରିବେ କଂଗ୍ରେସ ଅଧ୍ୟକ୍ଷ । ବିଶାଳ ରୋଡ ସୋ’ ପରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ରାହୁଲ

କନକ ବ୍ୟୁରୋ: ଉତରପ୍ରଦେଶ ଆମେଠିରୁ ଆଜି ନାମାଙ୍କନ ଭରିବେ କଂଗ୍ରେସ ଅଧ୍ୟକ୍ଷ । ଆମେଠିର ଗୌରିଗଂଜରେ ବିଶାଳ ରୋଡ ସୋ କରିବା ପରେ ରାହୁଲ ପ୍ରାର୍ଥୀ ପତ୍ର ଦାଖଲ କରିବେ । ଆଜି ଆମେଠିରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବେ । ରାହୁଲଙ୍କ ସହ ମା ସୋନିଆ ଗାନ୍ଧୀ ଓ ଭଉଣୀ ତଥା କଂଗ୍ରେସ ସାଧାରଣ…
Read More...

କଂଗ୍ରେସ ରାଲିରେ ହଙ୍ଗାମା ! ପିୟଙ୍କାଙ୍କ ରୋଡ୍ ଶୋରେ ମୋଦି ମୋଦି ନାରା ଲଗାଇଲେ ବିଜେପି କର୍ମୀ, ପ୍ରିୟଙ୍କା ଫୋପାଡିଲେ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କଂଗ୍ରେସ ରୋଡ଼ ଶୋରେ ହଙ୍ଗାମା । ରାଲିରେ ମୁହାମୁହିଁ ହେଲେ ବିଜେପି କଂଗ୍ରେସ କର୍ମୀ । ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ପ୍ରତ୍ୟେକ ଦଳ ନିଜ ନିଜ ପ୍ରଚାର ପ୍ରସାରରେ ଲାଗିପଡ଼ିଛି । ଆଜି ଉତ୍ତର ପ୍ରଦେଶ ବିଜନୌରରେ ରୋଡ଼ ଶୋ କରିଥିଲେ ପ୍ରିୟଙ୍କା ଗାନ୍ଧୀ…
Read More...

ଆମେଠି ଦେଖିବ ଆନୁଗତ୍ୟ ବନାମ ବାସ୍ତବ ସ୍ଥିତି ! ରାହୁଲଙ୍କୁ ଟକ୍କର ଦେଉଛନ୍ତି ସ୍ମୃତି, କଂଗ୍ରେସ ଗଡରେ ଏଥର କିଏ କରିବ…

କନକ ବ୍ୟୁରୋ : ଆମେଠି ଏଥର ଦେଖିବ ଆନୁଗତ୍ୟ ବନାମ ବାସ୍ତବ ସ୍ଥିତି । ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ପୁଣି ଥରେ ଟକ୍କର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସର ଗଡ କୁହାଯାଉଥିବା ଆମେଠିରେ ଗୋଟିଏ ପଟେ ରହିଛି ଆନୁଗତ୍ୟ…
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ସୋ’ରେ ମୋଦି-ମୋଦି ନାରା ! କଂଗ୍ରେସ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

କନକ ବ୍ୟୁରୋ : ସତ୍ତାକୁ ଆସିବା ପାଇଁ ପୁରା ଜୋର ଲଗେଇ ଦେଇଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ କଂଗ୍ରେସ ମହାସଚିବ ମାରାଥନ୍ ପ୍ରଚାର କରୁଛନ୍ତି । ଲୋକଙ୍କ ନିକଟତର ହେବା ପାଇଁ କଂଗ୍ରେସ ଜୋରଦାର ପ୍ରୟାସ ଚଳାଇଛି । ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ସୁଅ ଛୁଟୁଛି । ନିର୍ବାଚନୀ ବୈତରଣୀ…
Read More...

ବିଜେପି ସଙ୍କଳ୍ପ ପତ୍ର ନେଇ ରାହୁଲ ଗାନ୍ଧିଙ୍କ ଟୁଇଟ୍ । କହିଲେ ଲୋକଙ୍କ ମତ ନେଇ ପ୍ରସ୍ତୁତ ହୋଇଛି କଂଗ୍ରେସର ଇସ୍ତାହାର

କନକ ବ୍ୟୁରୋ: ବିଜେପି ସଙ୍କଳ୍ପ ପତ୍ର ନେଇ ଟୁଇଟ୍ କରି ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ କହିଛନ୍ତି ଲୋକଙ୍କ ସହ ଅଲୋଚନା କରାଯାଇ ପ୍ରସ୍ତୁତ କରାଯାଇଛି କଂଗ୍ରେସର ଇସ୍ତାହାର । ଏହା କୋଟି କୋଟି ଭାରତୀୟଙ୍କ ସ୍ୱର । ଏହା ବେଶ୍ ଶକ୍ତିଶାଳୀ । କିନ୍ତୁ ବିଜେପି…
Read More...

କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ଥାନାରେ ଅଭିଯୋଗ ! ଧର୍ମୀୟ ଭାବନାକୁ କୁଠାରଘାତ ଅଭିଯୋଗରେ ବିଜେପି…

କନକ ବ୍ୟୁରୋ : ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ଥାନାରେ ଅଭିଯୋଗ । ଧର୍ମୀୟ ଭାବନାକୁ କୁଠାରଘାତ ପହଂଚାଇଥିବା ଅଭିଯୋଗରେ ମୁମ୍ବାଇର ପୱଇ ଥାନାରେ ବିଜେପି ନେତା ସୁରେଶ ନଖୁଆ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ମନ୍ତବ୍ୟର ଅନ୍ୟ ଅର୍ଥ ବାହାର…
Read More...

ମହିଳାଙ୍କ ସହ କଂଗ୍ରେସ ଅଧ୍ୟକ୍ଷଙ୍କ ଫଟୋରେ ରହସ୍ୟମୟ ଅଙ୍ଗୁଳି ! ଟ୍ରୋଲ୍ ହେଉଛନ୍ତି ରାହୁଲ ଗାନ୍ଧୀ, ଫଟୋ ପଛର ରହସ୍ୟ…

କନକ ବ୍ୟୁରୋ : ନିର୍ବାଚନୀ ପାଣିପାଗ ସରଗରମ ଥିବାବେଳେ ଏକ ଫଟୋ ପାଇଁ କଂଗ୍ରେସ ଅଧ୍ୟକ୍ଷ ହରଡ଼ଘଣାରେ ପଡ଼ିଛନ୍ତି । ସୋମବାର ପ୍ରକାଶିତ ସବୁ ଖବର କାଗଜରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଛପିଛି । ଫଟୋରେ କଂଗ୍ରେସ ଅଧ୍ୟକ୍ଷ ଜଣେ ଗରିବ ମହିଳାଙ୍କୁ ଦରଦରେ ଆଲିଙ୍ଗନ କରିଥିବାର ଦେଖାଦେଇଛି । କଂଗ୍ରେସ…
Read More...