Browsing Category

କଂଗ୍ରେସ

ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗ ଦେବା ନେଇ ପ୍ରତିକ୍ରିୟା ରଖିଲେ ସୋନାକ୍ଷୀ ! କହିଲେ, ବିଜେପିରେ ବାପାଙ୍କୁ…

କନକ ବ୍ୟୁରୋ : ବିହାରର ପାଟନା ସାହିବ୍ ଆସନରୁ ଜିତି ଲୋକସଭା ସଦସ୍ୟ ହୋଇଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଆଗାମୀ ମାସ ୬ ତାରିଖରେ କଂଗ୍ରେସରେ…
Read More...

ଦ୍ୱିତୀୟ ଆସନରୁ ଛିଡା ହେବା ନେଇ ସଂକେତ ଦେଲେ ରାହୁଲ ! ସେପଟେ ପ୍ରିୟଙ୍କାଙ୍କ ଉପରେ ରଖିଲେ ବୟାନ, କହିଲେ ନିର୍ବାଚନକୁ…

କନକ ବ୍ୟୁରୋ : ଦ୍ୱିତୀୟ ଆସନରୁ ଲଢି ପାରନ୍ତି ରାହୁଲ ଗାନ୍ଧି । ଏଭଳି ସମ୍ଭାବନାକୁ ଏଡାଇ ଯାଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷ । ସଂବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି, କେରଳ ଓ କର୍ଣ୍ଣାଟକରେ ଦଳୀୟ କର୍ମୀ ଓ ନେତା ତାଙ୍କୁ ଲଢିବା ପାଇଁ ପ୍ରସ୍ତାବ…
Read More...

ଅଯୋଧ୍ୟାରେ ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ମହାସଚିବ ! କହିଲେ,ବିରିଆନୀ ଖାଇବାକୁ ପାକିସ୍ତାନ ଯାଇଥିଲେ ମୋଦି ।

ଲୋକସଭା ନିର୍ବାଚନରେ ପଡୋଶୀ ଦେଶ ପାକିସ୍ତାନର ବ୍ୟବହାର ମଧ୍ୟ ଆଗକୁ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ୍ ରେ କରାଯାଇଥିବା ଏୟାରଷ୍ଟ୍ରାଇକକୁ ନେଇ କହିଥିବା ବୟାନରେ କଂଗ୍ରେସ ସମେତ ବିପକ୍ଷ ଦଳର ନେତାଙ୍କ ଉପରେ ପାକ୍ ର ସପକ୍ଷ ନେବାର ଆରୋପ ଲଗାଇଛନ୍ତି । ଅନ୍ୟପକ୍ଷରେ ବିରୋଧି…
Read More...

ରାହୁଲ ଗାନ୍ଧିଙ୍କ ବଡ ଘୋଷଣା ! କହିଲେ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନୀତି ଆୟୋଗ, ପୁଣି ଫେରିବ ଯୋଜନା କମିଶନ । 

କନକ ବ୍ୟୁରୋ : ରାହୁଲ ଗାନ୍ଧିଙ୍କ ବଡ ଘୋଷଣା, କ୍ଷମତାକୁ ଆସିଲେ ନୀତି ଆୟୋଗକୁ ଉଚ୍ଛେଦ କରିବ କଂଗ୍ରେସ । ଏବଂ ଏହା ବଦଳରେ ପୂର୍ବପରି ଯୋଜନା କମିଶନ୍ ଅଣାଯିବ । ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେବା ସହ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ ଗାନ୍ଧି । କଡା ଟିପ୍ପଣୀ କରି ରାହୁଲ…
Read More...

ଲୋକସଭା ନିର୍ବାଚନ ଲଢ଼ିପାରିବେନି ହାର୍ଦ୍ଦିକ ପଟେଲ ! ନିର୍ଦ୍ଦେଶ ଦେଲେ ଗୁଜରାଟ ହାଇକୋର୍ଟ

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେନି ହାର୍ଦ୍ଦିକ । କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରିବେ ନାହିଁ । ଗୁଜରାଟ ହାଇକୋର୍ଟ ଦଙ୍ଗା ଭିଆଇବା ମାମଲାରେ ହାର୍ଦ୍ଦିକଙ୍କୁ ସଜା କାଟିବା ପାଇଁ ମନା କରିଦେଇଛନ୍ତି । ହାର୍ଦ୍ଦିକଙ୍କୁ ମେହସଣାର ବିସନଗରରେ ଦଙ୍ଗା କରାଇଥିବା…
Read More...

ଅଯୋଧ୍ୟାର ଆଦିଲପୁରରୁ ପ୍ରିୟଙ୍କାଙ୍କ ନିର୍ବାଚନୀ ତୀର ! ମୋଦି ସରକାରଙ୍କୁ ମିଛ ଓ ପ୍ରଚାର ସର୍ବସ୍ୱ ବୋଲି କହିଲେ…

କନକ ବ୍ୟରୋ : ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ନେତା । ଭୋଟରଙ୍କୁ ସାଧିବା ପାଇଁ ତଥା ଲୋକଙ୍କ ନିକଟତର ହେବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି ରାଜନେତା । ଏହି କ୍ରମରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଅଯୋଧ୍ୟା ଫୈଜାବାଦ ଗସ୍ତରେ…
Read More...

ରାହୁଲ ଗାନ୍ଧିଙ୍କୁ ଭେଟିଲେ ଶତ୍ରୁଘ୍ନ ସିହ୍ନା ! କହିଲେ, ପରିସ୍ଥିତି ଯାହା ବି ହେଉ, ପାଟନା ସାହିବରୁ ହିଁ ଲଢିବେ…

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର ଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ଆଉ ରାହୁଲଙ୍କ ସହ ସାକ୍ଷାତ ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଖୁବଶିଘ୍ର ସେ କଂଗ୍ରେସରେ ସାମିଲ ହେବେ । ଏବଂ ନିର୍ବାଚନ ଲଢିବା…
Read More...

ଆଜି କଂଗ୍ରେସରେ ଯୋଗ ଦେବେ ବିଜେପିର ‘ଶତ୍ରୁ’ : ପାଟନା ସାହିବରୁ ଲଢ଼ି ପାରନ୍ତି ନିର୍ବାଚନ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଆଜି ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେଉଥିବାର ସୂଚନା ମିଳିଛି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବେ । ଏଠାରେ ସୂଚନାଯୋଗ୍ୟ, ଯେ ଭାଜପା ଟିକେଟ ନଦେବା ପରେ…
Read More...

ଭାଇଙ୍କ ଗଡ ବଂଚାଇବାକୁ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ । ବୁଥ କର୍ମକର୍ତାଙ୍କୁ ଦେଲେ ବିଜୟର ମନ୍ତ୍ର : କହିଲେ, ଦଳ…

କନକ ବ୍ୟୁରୋ : ଭାଇଙ୍କ ଗଡ ବଂଚାଇବାକୁ ଦିନ ରାତିକୁ ଏକ କରିଦେଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧି । ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚାର କରିଛନ୍ତି ପ୍ରିୟଙ୍କା । କର୍ମୀଙ୍କ ସହ ଦଳୀୟ ସ୍ଥିତି ନେଇ ଆଲୋଚନା କରିବା ସହ ପ୍ରଚାରକୁ ଜୋରଦାର କରିଛନ୍ତି…
Read More...

ଭାଇ ରାହୁଲଙ୍କ ଗଡରେ ପ୍ରିୟଙ୍କା ଗାନ୍ଧୀ ! ଆମେଠିରେ ଭାଇ ସପକ୍ଷରେ ଭୋଟ ମାଗୁଛନ୍ତି କଂଗ୍ରେସ ମହାସଚିବ

କନକ ବ୍ୟୁରୋ : ଭାଇ ରାହୁଲଙ୍କ ଗଡରେ ଭଉଣୀ ପ୍ରିୟଙ୍କାଙ୍କ ଶକ୍ତି ପ୍ରଦର୍ଶନ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରିୟଙ୍କା ଆମେଠି ଓ ରାୟବରେଲି ଗସ୍ତରେ ରହିବେ । ତେଗେ ଗସ୍ତର ପ୍ରଥମ ଦିନରେ ପ୍ରିୟଙ୍କା ଆମେଠିରେ ରୋଡ ଶୋ କରୁଛନ୍ତି । ଦୀର୍ଘ କିଲୋମିଟର ରୋଡ ଶୋ କରିବାର କାର୍ଯ୍ୟକ୍ରମ…
Read More...