Browsing Category

କଂଗ୍ରେସ

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କୁ ଟିକେଟ ଦେଲାନି କଂଗ୍ରେସ ! ବାଜି ମାରିନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ ବଂଶଲ 

କନକ ବ୍ୟୁରୋ : ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଲାନି କଂଗ୍ରେସ । ଚଣ୍ଡୀଗଡ଼ ଲୋକସଭା ଆସନରୁ ପତ୍ନୀଙ୍କ ପାଇଁ ଟିକେଟ ମାଗିଥଇଲେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଏହି ଲୋକସଭା ସିଟରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ ନବଜୋର କୌର । ପତ୍ନୀଙ୍କ ପାଇଁ କଂଗ୍ରେସ…
Read More...

ରୋଜଗାର ଉପରେ ରାହୁଲ ଗାନ୍ଧୀଙ୍କ ଫୋକସ୍ ! କ୍ଷମତାକୁ ଆସିଲେ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୨୨ ଲକ୍ଷଙ୍କୁ ନିଯୁକ୍ତି ସୁଯୋଗ

କନକ ବ୍ୟୁରୋ : ଦିଲ୍ଲୀ ଗାଦି ହାସଲ କରିବା ପାଇଁ କିଏ କେତେ ଘୋଷଣା କରୁଛନ୍ତି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଦେଉଛନ୍ତି ନେତା । ଏହି କ୍ରମରେ ଚଳିତ ନିର୍ବାଚନ ପାଇଁ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଇସ୍ତାହାର ନାଁ କଂଗ୍ରେସ ‘ଜନ ଆୱାଜ’ ରଖିଛି…
Read More...

ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ ! କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଂଟି, ଋଣ ନସୁଝିଲେ ଚାଷୀଙ୍କୁ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ସତ୍ତାକୁ ଆସିବା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମୋଦି ସରକାର ଅର୍ଥାତ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ ଲଗାତାର ପ୍ରତିଶ୍ରୁତିର ସୁଅ ଛୁଟାଇବାରେ ଲାଗିଛି । ଆଉ ଆଜି କଂଗ୍ରେସ…
Read More...

ଆଜି କଂଗ୍ରେସ ଘୋଷଣା କରିପାରେ ନିର୍ବାଚନ ଇସ୍ତାହାର । ସକାଳ ୧୧ଟାରେ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଘୋଷଣା…

କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ପ୍ରତିଶୃତି ମଧ୍ୟ ବଢିବାରେ ଲାଗିଛି । ନିଜ ଦଳ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ନେତାମାନେ ପ୍ରତିଶୃତିର ପାହାଡ ଛିଡା କରୁଛନ୍ତି । କ୍ଷମତାରେ ଥିବା ଦଳ ପୁଣି ଥରେ କ୍ଷମତାକୁ ଆସିବା ପାଇଁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି…
Read More...

ରାହୁଲଙ୍କୁ ନିର୍ବାଚନୀ ଥୋପ ! କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ନିର୍ବାଚନୀ ଯୁଦ୍ଧ । ସାରା ଦେଶରେ ଏବେ ନିର୍ବାଚନୀ ମଳୟ ବହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । କଳେବଳେ କୌଶଳେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି…
Read More...

ଉତ୍ତରରୁ ଦକ୍ଷିଣ, ଦୁଇଟି ଆସନରୁ ଲଢ଼ିବେ ରାହୁଲ ! କେରଳର ୱାଏନାଡ୍ ଆସନରୁ ହେବେ ପ୍ରାର୍ଥୀ, ଶାହା କହିଲେ, ପରାଜୟ ଭୟରେ…

କନକ ବ୍ୟୁରୋ : ଦୁଇଟି ଆସନରୁ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ । ଆମେଠି ସହିତ ଦକ୍ଷିଣ ଭାରତରୁ ଗୋଟିଏ ଆସନରୁ ଏଥର ଲୋକସଭା ନିର୍ବାଚନ ଲଢିବେ ରାହୁଲ । ଆମେଠି ସହିତ କେରଳର ୱାଏନାଡ୍ ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ  । କଂଗ୍ରେସର ଏପରି ଘୋଷଣା ଦକ୍ଷିଣ ଭାରତରେ କଂଗ୍ରେସର ଭୋଟ୍ ହାରକୁ ବଢାଇବ ବୋଲି…
Read More...

ନିର୍ବାଚନୀ ଋତୁରେ ଆରୋପ ପ୍ରତ୍ୟାରୋପର ପର୍ବ ଜୋର ! ୫ ବର୍ଷରେ ମୋଦି ସରକାର କୌଣସି ପ୍ରତିଶ୍ରୁତି ପାଳନ କରିପାରିଲେନି…

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନୀ ମଳୟ ବହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । କଳେବଳେ କୌଶଳେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି ଓ ସବୁ ରାଜନୈତିକ ଦଳ ଏବେ ସଭା ସମିତି…
Read More...

ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ ! ୟୁପି ଆମେଥି ଓ କେରଳର ୱାଇନାଡ଼ରୁ ହେବ ଭାଗ୍ୟପରୀକ୍ଷା

କନକ ବ୍ୟୁରୋ : ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ପାରମ୍ପାରିକ ସିଟ ଆମେଥି ବ୍ୟତୀତ କେରଳର ୱାଇନାଡ଼ରୁ ନିର୍ବାଚନ ଲଢ଼ିବେ ରାହୁଲ । ଲୋକସଭା ନିର୍ବାଚନରେ ଦୁଇଟି ସ୍ଥାନରୁ ଏକ ସଙ୍ଗେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ…
Read More...

ବଦଳୁଛି ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ ! ବାରାଣାସୀ ବିଜୟ ପାଇଁ କଂଗ୍ରେସର ଷ୍ଟାଟେଜି, ମୋଦିଙ୍କ ବିପକ୍ଷରେ ନିର୍ବାଚନ…

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ମୁହୂର୍ତ୍ତକେବଦଳିଯାଉଛି ରାଜନୀତି ପାଣିପାଗ । ମୋଦିଙ୍କୁ ଟକ୍କର ଦେବାପାଇଁ କଂଗ୍ରେସ ରଣନୀତି ବଦଳାଉଛି । ଗୋଟିଏପଟେ ୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଲାଣି ପ୍ରଚାର । ଜନତାଙ୍କ ହୃଦୟ ଜିତିବା ପାଇଁ…
Read More...

ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗ ଦେବା ନେଇ ପ୍ରତିକ୍ରିୟା ରଖିଲେ ସୋନାକ୍ଷୀ ! କହିଲେ, ବିଜେପିରେ ବାପାଙ୍କୁ…

କନକ ବ୍ୟୁରୋ : ବିହାରର ପାଟନା ସାହିବ୍ ଆସନରୁ ଜିତି ଲୋକସଭା ସଦସ୍ୟ ହୋଇଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଆଗାମୀ ମାସ ୬ ତାରିଖରେ କଂଗ୍ରେସରେ…
Read More...