Browsing Category

ମନୋରଞ୍ଜନ

‘ଡନ୍’ଙ୍କ ପାଇଁ ନଥିଲା ‘ଖାଇକେ ପାନ୍ ବନାରସ୍ ବାଲା’! ଜାଣନ୍ତୁ କେଉଁ ସିନେମା ପାଇଁ ଲେଖାଯାଇଥିଲା ଏହି ସୁପରହିଟ୍ ଗୀତ

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ‘ଡନ୍’ ବଲିଉଡ ଜଗତର ଏକ ସୁପରହିଟ୍ ସିନେମା । ଏହି ସିନେମାର ଡାଇଲଗ୍, ଦୃଶ୍ୟ ଓ କାହାଣୀ ଆଜି ବି ଦର୍ଶକଙ୍କ ମନେ ଅଛି । ଫିଲ୍ମର କ୍ରେଜ୍ ଏତେ ଯେ ବଲିଉଡ୍ ବାଦଶାହା ଶାହରୁଖ ଖାନ୍ ମଧ୍ୟ ଏହାର ରିମେକରେ କାମ କରି ସାରିଛନ୍ତି । ତେବେ ଏହି ସିନେମାରେ ଥିବା…
Read More...

ଓସ୍କାର’ରେ ବି ଡୋନାଲ୍ଡ ଟ୍ରମ୍ଫଙ୍କ ଭୟ ! ଆୱର୍ଡ ନେବା ପାଇଁ ମଂଚ ଉପରକୁ ଗଲେନି ଇରାନର ସିନେମା ନିର୍ଦ୍ଦେଶକ

ଓସ୍କାର ଆୱର୍ଡରେ ଇରାନର ସିନେମା ନିର୍ଦ୍ଦେଶକ ଅସଗର ଫରହାଦୀଙ୍କ ସିନେମା ‘ଦ ସେଲ୍ସସ୍ ମ୍ୟାନ’କୁ ସର୍ବଶ୍ରେଷ୍ଠ ବିଦେଶୀ ସିନେମାର ଆଖ୍ୟା ଦିଆଯିବା ସହ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଛି । କିନ୍ତୁ ଟ୍ରମ୍ଫଙ୍କ ନୀତିକୁ ଭୟ କରି ଅସଗର ଫରହାଦୀ ସମାରୋହକୁ ଯାଇ ଏହି ପୁରସ୍କାର ନେବାକୁ…
Read More...

ଆଧ୍ୟାତ୍ମିକ ପରିବାରରେ ଆଧୁନିକତାର ଛାପ ! ବିକିନି ଫଟୋ ସେୟାର୍ କରି ଚର୍ଚ୍ଚାରେ ରମାନନ୍ଦ ସାଗରଙ୍କ ନାତୁଣୀ

ବିଗ୍ ବି ଅଭିତାଭ୍ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀଙ୍କ ପରେ ସୋସିଆଲ୍ ମିଡିଆରେ ନିଜ ହଟ୍ ଫଟୋ ସେୟାର୍ କରି ଏବେ ଆଉ ଜଣେ ଷ୍ଟାର୍ କିଡ୍ ଚର୍ଚ୍ଚାରେ । ସେ ହେଉଛନ୍ତି ରାମାୟଣର ନିର୍ଦ୍ଦେଶକ ରମାନନ୍ଦ ସାଗରଙ୍କ ନାତୁଣୀ ସାକ୍ଷୀ ଚୋପଡା । ସାକ୍ଷୀଙ୍କ ହଟ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା…
Read More...

ନାୟିକାଙ୍କୁ ବେଶ୍ୟା କହି ବିବାଦରେ ଆୟେସାଙ୍କ ସ୍ୱାମୀ ଫରହାନ !

ବଲିଉଡ୍ ଅଭିନେତ୍ରୀ ଆୟେସା ଟାକିଆ ଆଜି କାଲି ନିଜର ଓଠ ସର୍ଜରୀ ପାଇଁ ଚର୍ଚ୍ଚାରେ । ଏହାଛଡା ଆୟେସାଙ୍କ ପରିବାର ମଧ୍ୟ କିଛି କମ୍ ନୁହେଁ । ଅନେକ ସମୟରେ ଆୟେସାଙ୍କ ଶାଶୂଘର କଥା ମଧ୍ୟ କଂଟ୍ରୋଭର୍ସିର ସବୁଠାରୁ ଶୀର୍ଷରେ ଥାଏ । ତେବେ ସମାଜବାଦ ପାର୍ଟିର ଜଣେ ଚର୍ଚ୍ଚିତ ନେତା ଅବୁ ଆଜମୀଙ୍କ ପୁଅ…
Read More...

“ବାହୁବଲୀ ୨’ ପାଇଁ ମଇଦାନ ଛାଡିଲେ ଭାଇଜାନ ! “ଟ୍ୟୁବଲାଇଟ’ ପାଇଁ ପ୍ରଚାର କରିବେନି…

ଆମେ ସବୁବେଳେ ଦେଖି ଆସିଛନ୍ତି ସିନେମା ରିଲିଜ ହେବା ପୂର୍ବରୁ ପ୍ରମୋଶନ ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି ତାରକରମାନେ । ରିଲିଜ ହେବା ପୂର୍ବରୁ କୌଣସି ବି ସିନେନିର୍ମାତା କିମ୍ବା ତାରକା ମାନେ ସିନେମାକୁ ନେଇ ରିସ୍କ ନେବାକୁ ଚାହାନ୍ତି ନାହିଁ । ସମସ୍ତେ ନିଜର ପରିଶ୍ରମର ପୁରା ଫଳ ଚାହାନ୍ତି…
Read More...

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ସହ ଦେଖିଲେ ସିନେମା ‘ପିଙ୍କ’

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ତାପସୀ ପନ୍ନୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ସେମାନଙ୍କ ଅଭିନୀତ ସିନେମା ‘ପିଙ୍କ’ ଦେଖିଛନ୍ତି । ଅନିରୁଦ୍ଧ ରାୟ ଚୌଧରୀ ଦ୍ୱାରା ନିର୍ଦ୍ଦେଶିତ ଏହି ସିନମାକୁ ଦେଖିବା ପାଇଁ ‘ପିଙ୍କ’ର ସବୁ କଳାକାରଙ୍କୁ ରାଷ୍ଟ୍ରପତି ଭବନକୁ…
Read More...

ସଫଳତାର ନାହିିଁ ସଟକଟ୍ ! ଦେଖନ୍ତୁ କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ପ୍ରଥମ ଅଡିସନ୍

ଆମେ ଯେତେବେଳ କୌଣସି ବି ବଡ ତାରକାକୁ ଦେଖୁ ତୁରନ୍ତ କହୁ ଭାଗ୍ୟ ଭଲ ଥିବାରୁ ଏତେ ସଫଳତା ହାସଲ କରିଛି । କୁହାଯାଏ ସିନେ ତାରକାଙ୍କ ପିଲାମାନେ ଜନ୍ମ ହେବା ପରେ ହିଁ ଷ୍ଟାର ହୋଇ ଯାଆନ୍ତି, ମିଡିଆ ମଧ୍ୟ ସୋମାନଙ୍କ ବ୍ୟକ୍ତିଗତ ଜୀବନକୁ ସେହି ପ୍ରକାରେ ଚିତ୍ରଣ କରିଥାଏ । କିନ୍ତୁ ଆପଣ ଜାଣନ୍ତି…
Read More...

କ୍ରିସ’ର ନାୟକ ଏବେ ଅସୁସ୍ଥ! ଚିକିତ୍ସା ପାଇଁ ଯିବେ ଜର୍ମାନୀ

ବଲିଉଡ ଅଭିନେତା ତଥା କ୍ରିସ'ର ନାୟକ ଏବେ ଅସୁସ୍ଥ । କିଛି ଦିନ ହେଲା ହ୍ରିତିକ୍ ଶାରୀରିକ ଅସୁସ୍ଥତା ଅନୁଭବ କରୁଥିବା ଶୁଣିବାକୁ ମିଳିଛି ଆଉ ଏଥିପାଇଁସେ ଚିକିତ୍ସା ପାଇଁ ବିଦେଶ ଯିବେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, କିଛି ଦିନ ହେଲା ହ୍ରିତିକ୍ ମାନସିକ ଚିନ୍ତାରେ ରହୁଥିବା…
Read More...

ଓସ୍କାର ସମାରୋହରେ ସାମିଲ ହେବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା !

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ୮୯ ତମ ଓସ୍କାର ବାର୍ଷିକ ପୁରଷ୍କାର ସମାରୋହରେ ସାମିଲ ହେବା ପାଇଁ ପ୍ରସ୍ତୁତ । ଏହି କଥା ନିଜେ ପ୍ରିୟଙ୍କା ଚୋପ୍ରା ସ୍ଫଷ୍ଟ କରିଛନ୍ତି । ‘କ୍ୱାଣ୍ଟିକୋ’ର ଏହି ତାରକା ଗତ ବର୍ଷ ଓସ୍କାରରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ…
Read More...

ମହଙ୍ଗା ପଡିଲା ସୁନ୍ଦରୀ ହେବାର ନିଶା! ଚେହେରା ସର୍ଜରୀ କରି ନାମ ନେଲେ ୱାଂଟେଡ’ର ନାୟିକା

ନିଜ ରୂପକୁ ସୁନ୍ଦର କରିବାପାଇଁ କିଛି ମହିଳା ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି । କିନ୍ତୁ ବେଳେବେଳେ ଏହି ପ୍ଲାଷ୍ଟିକ ସର୍ଜରୀ ପରେ ସୁନ୍ଦର ଦିଶିବା ବଦଳରେ ଅଧିକ ଅସୁନ୍ଦର ଦେଖାଯାଅନ୍ତି । ଆଉ ଯାହାର ଶିକାର ହୋଇଛନ୍ତି ୱାଂଟେଡ’ର ନାୟିକା ଆୟେସା ଟାକିଆ । ସୂଚନା ଅନୁସାରେ, ନିକଟରେ ଆୟେସା…
Read More...