Browsing Category

ମନୋରଞ୍ଜନ

ଐଶଙ୍କ ପାଇଁ କଟକଣା ! ସୋସିଆଲ ମିଡିଆଠାରୁ ଦୂରେଇ ରହିବାକୁ ବାରଣ କଲେ ଅଭିଷେକ

ବର୍ତ୍ତମାନ ଯୁଗରେ ଯେଉଁଠି ସିନେମା ଜଗତର ସମସ୍ତ ଛୋଟମଟ କଳାକାର ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ ବଚ୍ଚନ ପରିବାର ଦେଖାଦେଇଛି ବ୍ୟତିକ୍ରମ । ଅର୍ଥାତ୍ ଅଭିଷେକ ବଚ୍ଚନ ପତ୍ନୀ ଐଶୋର୍ଯ୍ୟା ରାୟ ବଚ୍ଚନଙ୍କୁ ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ବାରଣ କରିଛନ୍ତି । ଯଦିଓ ଐଶଙ୍କୁ…
Read More...

ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଲା ‘ରଙ୍ଗୁନ୍’ ! ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ସୈଫ୍ ଏବଂ ସାହିଦଙ୍କ ସହ କଙ୍ଗନା

ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ ହୋଇଛି ବଲିଉଡ୍ ସିନେମା ‘ରଙ୍ଗୁନ’ । ଏଥିରେ ଦେଖିବାକୁ ମିଳିଛି ଦ୍ୱିତୀୟ ବିଶ୍ୱଯୁଦ୍ଧର କାହାଣୀ । ତେବେ ସିନେମାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସୈଫ ଅଲି ଖାନ, ସାହିଦ କପୁର ଓ କଙ୍ଗନା ରଣାୱତ । ‘ରଙ୍ଗୁନ’ର ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ଭରଦ୍ୱଜ ।…
Read More...

ସଫଳ ଅଭିନେତାଙ୍କ ଅସଫଳ ସନ୍ତାନ ! ସିନେମା ଜଗତରେ ନିଜ ବାପାଙ୍କ ଭଳି ନାଁ କମାଇବାରେ ବିଫଳ ହୋଇଛନ୍ତି ଏହି ନାୟକମାନେ

ଯେବେ କଥା ଉଠେ ବଲିଉଡର ଆଉ ସେ ପୁଣି କିଛି ନାମୀଦାମୀ କଳାକାରଙ୍କ ପିଲାଙ୍କ ସଂପର୍କରେ, ଯେଉଁମାନେ କି ସିନେମା ଜଗତରେ ନିଜ ବାପାଙ୍କ ଭଳି ନାଁ କମାଇବାରେ ବିଫଳ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ପ୍ରଥମେ ଦୁଇ ଜଣ ଅଭିନେତାଙ୍କ କଥା ଉଠିଥାଏ । ସେ ହେଲେ ଉଦୟ ଚୋପ୍ରା ଏବଂ ଆଭିଷେକ ବଚ୍ଚନ ।…
Read More...

ମୁମ୍ବାଇର ଏକ ଷ୍ଟେଜ୍ ଶୋ’ରେ ନଜର ଆସିବେ ପପ୍ ଷ୍ଟାର ଜଷ୍ଟିନ ବିବର ! ଯାହାର ଟିକେଟ ମୂଲ୍ୟ ରହିଛି ପାଖାପାଖି ୭୬ ହଜାର…

ପ୍ରଖ୍ୟାତ ଆନ୍ତରାଷ୍ଟ୍ରିୟ ପପ୍ ଷ୍ଟାର ଜଷ୍ଟିନ ବିବର ମୁମ୍ବାଇର ଏକ ଷ୍ଟେଜ ଶୋ’ରେ ସାମିଲ ହେବାକୁ ଯାଉଛନ୍ତି । ଆଉ ଏହି କାର୍ଯ୍ୟକ୍ରମଟି ଆସନ୍ତା ୧୦ ମଇକୁ ଅନୁଷ୍ଠିତ ହେବାକୁ ଯାଉଛି । ସବୁଠାରୁ ବିଶେଷ କଥା ହେଲା, କି ଏହି କାର୍ଯ୍ୟକ୍ରମରେ ଟିକେଟର ମୂଲ୍ୟ ରହିଛି ପାଖାପାଖି ୭୬,୭୯୦ ଟଙ୍କା ।…
Read More...

ତଳିପାଦରେ ସ୍ୱସ୍ତିକ ଚିହ୍ନର ଟାଟୁ ତିଆରି କଲେ ଅଭିନେତ୍ରୀ ! ଏନେଇ ସୋଫିଆଙ୍କ ବିରୋଧରେ ପୋଲିସରେ ଅଭିଯୋଗ 

ବଲିଉଡ ଅଭିନେତ୍ରୀରୁ ନନ ବନିଥିବା ସୋଫିଆ ହୟାତ ନିଜର ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏଥର ସେ ଏମିତି ହରକତ କରିଛନ୍ତି ଯାହା ବହୁତ ଆଶ୍ଚର୍ଯ୍ୟକର । ସୋଫିଆ ନିଜ ତଳିପାଦରେ ସ୍ୱସ୍ତିକର ଏକ ଟାଟୁ କରିଛନ୍ତି ଏବଂ ତାର ଫଟୋ ମଧ୍ୟ ସୋସିଆଲ…
Read More...

ରିଲିଜ ପୂର୍ବରୁ ସିନେମା ‘ରଙ୍ଗୁନ’ରୁ କଟିଲା ୭୦ ଟି ଦୃଶ୍ୟ ! ସେନସର ବୋର୍ଡର ନିଷ୍ପତି ପରେ ସିନେମାର ଅବଧି ୧୩ ମିନିଟ୍…

ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ସିନେମା ‘ରଙ୍ଗୁନ’ର ରିଲିଜ ପୂର୍ବରୁ ବହୁତ ବଡ ପରିବର୍ତ୍ତନ କରାଯାଇଛି । ଏଥିଯୋଗୁଁ ସିନେମାର ଅବଧି ପ୍ରାୟ ୧୩ ମିନିଟ କମ ହୋଇ ଯାଇଛି । ଡିଏନଏର ଏକ ଖବର ଅନୁସାରେ ସିନେମାରୁ ପାଖାପାଖିି ୭୦ଟି ଦୃଶ୍ୟ ହଟାଇଦିଆଗଲା ପରେ ସେନସର ବୋର୍ଡ ଏହି ସିନେମାକୁ…
Read More...

ସିନେମା ମୋତେ ମଜଭୁତ କରିଛି ! କହିଲେ, ଅଭିନେତ୍ରୀ ଶୃତି ହାସନ

କୁହାଯାଏ ଗ୍ଲାମରର ଛିଲମିଲ୍ ଭରା ଦୁନିଆ କେସଣସି ବି ବ୍ୟକ୍ତିକୁ ବଦଳାଇ ଦିଏ, କିନ୍ତୁ ଅଭିନେତ୍ରୀ ଶୃତି ହାସନ ଏସବୁରୁ ବହୁତ ଦୂରରେ । ତାଙ୍କ କହିବା ଅନୁସାରେ ସିନେମା ତାଙ୍କୁ ମଜଭୁତ କରିବାରେ ସହାୟକ ହୋଇଛି । ଏହାସହ ଶୃତି କହିଛନ୍ତି ପୂର୍ବେ ସେ ଯେପରି ଥିିଲେ ଏବେ ବି ସେମିତ ଅଛନ୍ତି ।…
Read More...

ବଡକୁହାପଣ ପାଇଁ ଫଶିଗଲେ ବଲିଉଡ କୁଇନ! କଙ୍ଗନାଙ୍କ ସହ ଏକାଠି କାମ କରିବାକୁ ମନା କଲେ କିଙ୍ଗ୍ ଖାନ

କଙ୍ଗନା ରାଣାୱତ ତାଙ୍କର ବଡକୁହାପଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏମିତିରେ ସିନେ ଜଗତରେ କଙ୍ଗନାଙ୍କ ଅଧିକ ବନ୍ଧୁ ନାହାନ୍ତି, ତାଙ୍କର ଏହି ବଡକୁହାପଣ ପାଇଁ ଏବେ ତାଙ୍କ ପେଶାଦାର ଜୀବନ ଉପରେ ପ୍ରଭାବ ପଡିବାରେ ଲାଗିଛି । ସୂଚନା ଅନୁସାରେ ନିକଟରେ ଜଣେ ସୁପରଷ୍ଟାର କଙ୍ଗନାଙ୍କ ସହ…
Read More...

ଔଷଧ ପାଇଁ ପାଖରେ ନଥିଲା ଟଙ୍କା ! ଜାଣନ୍ତୁ ଏହି ଲୋକପ୍ରିୟ ନାୟିକାଙ୍କ ଶେଷ ଜୀବନର ଅକୁହା କଥା

ଯେତେବେଳେ ବଲିଉଡର ସର୍ବଶ୍ରେଷ୍ଠ ଡ୍ୟାନ୍ସର ମାନଙ୍କର କଥା ଉଠେ ସେତେବେଳେ ହେଲେନ୍ ଓ ବୈଜୟନ୍ତି ମାଲାଙ୍କ ଭଳି ସଦାବାହାର୍ ନାୟିକା ମାନଙ୍କ ନାଁ ସାମ୍ନାକୁ ଆସେ । ହେଲେ ଏମାନଙ୍କ ପୂର୍ବରୁ ଆଉ ଜଣେ ନାୟିକା ଥିଲେ ଯାହାଙ୍କ ଡ୍ୟାନ୍ସ ସିନେମା ଦୁନିଆଁରେ ହଲଚଲ୍ ସୃଷ୍ଟି କରିଥିଲା । ସେ…
Read More...

ଦେଶୀ ଗର୍ଲଙ୍କ ବିଦେଶୀ ଚୁମ୍ବନ ! ଭାଇରାଲ୍ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ‘କ୍ୱାଣ୍ଟିକୋ ୨’ର ଦୃଶ୍ୟ

ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ଟେଲିଭିଜନ ସୋ ‘କ୍ୱାଣ୍ଟିକୋ’ ସିଜିନ ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ‘କ୍ୱାଣ୍ଟିକୋ’ର ଯେଉଁ ଏପିସଡ ପ୍ରସାରଣ ହୋଇଥଲା ସେଥିରେ ପ୍ରିୟଙ୍କା ବହୁତ ହଟ୍ ଅବତାରେ ଦେଖାଦେଇଛନ୍ତି । ଏହି ଏପିସୋଡରେ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଜ୍ୟାକ…
Read More...