Browsing Category

ମନୋରଞ୍ଜନ

ଦିନ ଥିଲା ବହି ଖଣ୍ଡେ କିଣିବା ପାଇଁ କିଙ୍ଗ ଖାନଙ୍କ ପାଖରେ ନଥିଲା ଟଙ୍କା !

ବଲଉଡ କିଙ୍ଗ ଖାନ ଶାହାରୁଖ ଖାନଙ୍କ ପାଖରେ ଏବେ ଅସୁମାରୀ ଧନଦୌଲତ ଅଛି । ତାଙ୍କୁ ଏବେ ନଜାଣେ କିଏ, ଲକ୍ଷ ଲକ୍ଷ ଲୋକ ତାଙ୍କର ପ୍ରଶଂସକ । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ବାଦଶାହା ଦିନ ଥିଲା କମିକ ପୁସ୍ତକ କିଣିବା ପାଇଁ ଅନ୍ୟ ଠାରୁ ଉଦ୍ଧାରରେ ଟଙ୍କା ଆଣୁଥିଲେ । ନିକଟରେ…
Read More...

ବଲିଉଡ ଅଭିନେତ୍ରୀ ଆଲିଆ ଓ ତାଙ୍କ ପରିବାରକୁ ହତ୍ୟା ଧମକ : ଅଜଣା ଫୋନ ନମ୍ବରରୁ ମହେଶ ଭଟ୍ଟଙ୍କୁ ଫୋନକଲ

କନକ ବ୍ୟୁରୋ : ବଲିଉଡ୍ ଫିଲ୍ମ ନିର୍ମାତା ଓ ନିଦ୍ଦେଶକ ମହେଶ ଭଟ୍ଟ ଓ ତାଙ୍କ ପରିବାରକୁ ହତ୍ୟା ଧମକ । ୫୦ ଲକ୍ଷ ଟଙ୍କା ନଦେଲେ ମହେଶ ଓ ତାଙ୍କ ପତ୍ନୀ ସୋନି ରାଜଦାନଙ୍କ ସମେତ ଝିଅ ତଥା ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି । ତାଙ୍କ ମୋବାଇଲ ଫୋନରେ ଜଣେ…
Read More...

ରିଲିଜ୍ ହେଲା ଫିଲ୍ମ ‘ସର୍କାର ଥ୍ରୀ’ର ଟ୍ରେଲର : ଏଥିରେ ଆଙ୍ଗ୍ରି ଲୁକରେ ନଜର ଆସିବେ ବିଗ୍ ବି

କନକ ବ୍ୟୁରୋ : ରିଲିଜ୍ ହେଲା ଫିଲ୍ମ ‘ସର୍କାର ଥ୍ରୀ’ର ଟ୍ରେଲର । ପ୍ରଥମେ ଇରୋସ ଏବଂ ପରେ ୟୁଟ୍ୟୁବକୁ ଆସିଛି ଫିଲ୍ମର ବହୁ ପ୍ରତୀକ୍ଷିତ ଟ୍ରେଲର । ସରକାର ସିରିଜର ଏହା ତୃତୀୟ ଫିଲ୍ମ । ସବୁଥର ପରି ଏଥିରେ ମଧ୍ୟ ବିଗ ବି ଅମିତାଭଙ୍କ ଦମଦାର ଡାଏଲଗ ରହିଛି । ଆଂଗ୍ରି ଲୁକରେ ନଜର ଆସିଛନ୍ତି…
Read More...

କପିଲଙ୍କ ସୋ’କୁ କାହିଁକି ଆସୁନାହାଁନ୍ତି ସଚିନ୍ ତେନ୍ଦୁଲକର୍ ! କମେଡି କିଙ୍ଗ୍ ନିଜେ କଲେ ଖୁଲାସା

କପିଲ୍ ଶର୍ମାଙ୍କ କମେଡି ସୋ’ ‘ଦ କପିଲ୍ ଶର୍ମା ସୋ’ ଦେଶରେ ଖୁବ୍ ଲୋକପ୍ରିୟ । କପିଲ୍ ନିଜ ସୋ’କୁ ବଲିଉଡ୍ ତାରକାଙ୍କ ଠାରୁ ଆରମ୍ଭ କରି ସ୍ପୋର୍ଟ୍ସ ପର୍ସନ୍ ଏବଂ ବଡ ବଡ ନେତାଙ୍କୁ ମଧ୍ୟ ଗେଷ୍ଟ୍ କରି ଆଣି ସାରିଛନ୍ତି । ହେଲେ ଆଜି ଯାଏଁ କମେଡି କିଙ୍ଗ୍ ନିଜ ସୋ’କୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ…
Read More...

ପରଲୋକରେ ପଦ୍ମଶ୍ରୀ ତାରକ୍ ମେହତା ! ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ପରଲୋକରେ ପଦ୍ମଶ୍ରୀ ତାରକ୍ ମେହତା । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାରକ୍ ମେହତା ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ତେବେ ଲୋକପ୍ରିୟ ସିରିୟଲ୍ ‘ତାରକ୍ ମେହତା କା ଉଲଟା ଚଷମା’ର ଲେଖକ ତାରକ୍ ମେହତା ଦେଶର ଜଣେ ପ୍ରସିଦ୍ଧ ନାଟ୍ୟକାର ମଧ୍ୟ । ତାରକ ମେହତାଙ୍କ ଦ୍ୱାରା ଲିଖିତ ଏହି…
Read More...

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ! ପୁଣି ଥରେ ଏକାଠି ନଜର ଆସିବେ ଐଶ୍ ଓ ଅଭିଷେକ

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ସିନେମାରେ ପୁଣି ଥରେ ଏକାଠି ଦେଖିବାକୁ ପାଇବେ ଐଶ୍ ଓ ଅଭିଙ୍କୁ । ତେବେ ଦୀର୍ଘ ୭ ବର୍ଷ ପରେ ସିଲଭରସ୍କ୍ରିନରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ସୂଚନା ମୁତାବକ, ନିର୍ଦ୍ଦେଶକ ତିନୋ ଦୋସୀଙ୍କ ଅପକମିଂ…
Read More...

ବରିଷ୍ଠ ଅଭିନେତା କାଦର ଖାନ ଅସୁସ୍ଥ ! ଗୋଡ ଜନିତ ସମସ୍ୟା କାରଣରୁ ପୀଡିତ ଅଛନ୍ତି

ବଲିଉଡର ବରିଷ୍ଠ କଳାକାର କାଦର ଖାନ ଅସୁସ୍ଥ । ଚିକିତ୍ସା ପାଇଁ କାଦର କାନାଡା ଯାଇଥିବା ଜଣାପଡିଛି ବେଶ କିଛି ଦିନ ଧରି ଗୋଡ ଜନିତ ସମସ୍ୟା ପାଇଁ ସେ ଅସୁସ୍ଥ ରହିଛନ୍ତି । ବିଭିନ୍ନ ଚିକିତ୍ସା ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ସେ କାନାଡା ଯାଇଥିବା କହିଛନ୍ତି କାଦରଙ୍କ…
Read More...

ମନ କଥା କହିଲେ ସୁପରଷ୍ଟାର କିଶୋର କୁମାର ! କହିଲେ ଯୋଗୀତା ବାଲିଙ୍କ ସହ ବିବାହ ଥିଲା କେବଳ ଏକ ବୁଝାମଣା

ଯୋଗୀତା ବାଲି ୭୦ ଏବଂ ୮୦ ଦଶକର ଜଣେ ଏଭଳି ନାୟିକା ଥିଲେ ଯାହାଙ୍କର ନା କେବଳ ଅଭିନୟ ଲୋକଙ୍କୁ ଆକୃଷ୍ଟ କରିଥିଲା । ତାହା ନୁହେଁ ତାଙ୍କ ସୁନ୍ଦରତା ମଧ୍ୟ ଲୋକଙ୍କୁ ଆହୁରୀ ଆକର୍ଷିତ କରିଥିଲା । ଏପରିକି ସୁପରଷ୍ଟାର କିଶୋର କୁମାର ମଧ୍ୟ ତାଙ୍କ ପ୍ରେମରେ ପଡିଯାଇଥିଲେ । କିନ୍ତୁ ଏବେ ପ୍ରଶ୍ନ…
Read More...

ମା’ହେବା ପରେ ପୁଣି ପରଦାକୁ ଫେରିବେ ରାଣୀ ମୁଖାର୍ଜୀ

ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଅନେକ ଦିନର ବିରତି ପରେ ପୁଣି ଫେରିବେ ପରଦାକୁ । ନିଜର ପ୍ରିୟ ଦର୍ଶକଙ୍କୁ ଦେଖେଇବେ ଅନୁଭବୀ ଅନୁଭବର କରିସ୍ମା । ମା ହେବା ପରେ ପୁଣି ସେ ଫେରିବାର ସଙ୍କେତ ଦେଇଛନ୍ତି । ସିଦ୍ଧାର୍ଥ ପି ମଲହୋତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ହିଚକି ’ରେ ନଜର…
Read More...

ଗୁଜବ ପରେ ବାବୁସାନ ବଦନାମ୍ ! ଚକଲେଟ୍ ବୟ ମାଡ ଖାଇଥିବା ନେଇ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

କନକ ବ୍ୟୁରୋ : ଓଲିଉଡର ଚକଲେଟ୍ ବୟଙ୍କୁ ମାଡ ମାରି ଲହୁଲୁହାଣ । ରିଲ୍ ଲାଇଫରେ ମାଡ ମାରୁଥିବା ବାବୁ ରିଅଲ ଲାଇଫରେ ବି ମାଡ ଖାଇ ଘାଇଲା । ମାତ୍ର କେଇ ମିନଟ ଭିତରେ ସାରା ରାଜ୍ୟରେ ଚହଳ ପକେଇ ଦେଇ ଏହି ଘଟଣା । ଚନ୍ଦକା ଥାନା ଅଧିନ ମଳିପଡାରେ ଏହି ଓଲିଉଡ ହିରୋ ବାବୁସାନଙ୍କୁ ମାଡ ମରାଯାଇଥିବା…
Read More...