ଦିଲ୍ଳୀକୁ ଫେରିଲା ଲକଡାଉନ : ୬ଦିନିଆ କଟକଣା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆଜି ରାତି ୧୦ଟାରୁ ସୋମବାର ସକାଳ ୬ଟ ପର୍ଯ୍ୟନ୍ତ ହେବ ଲାଗୁ; ଅରବିନ୍ଦ କେଜ୍ରିୱାଲ କହିଲେ, ସୀମାରେ ପହଁଚି ଯାଇଛି ସ୍ୱାସ୍ଥ୍ୟବ୍ୟବସ୍ଥା, ଅଧିକ ହେଲେ, ଭୁଷୁଡି ଯିବା ଆଶଙ୍କା

9