କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ବର୍ତମାନ ଯାଏଁ ଦୂର ହୋଇନାହିଁ ବିପଦ, ଆତ୍ମସନ୍ତୋଷ ନୁହେଁ ଅଧିକ ସତର୍କତା ଜରୁରୀ; ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର, ଗରିବଙ୍କ ନିକଟରେ ପହଂଚିଛି ୨ହଜାର ୪କୋଟିର ସହାୟତା

14