ଦେଶରେ ଅକ୍ସିଜେନ ଅଭାବରୁ କାହାରି ହୋଇନାହିଁ ମୃତ୍ୟୁ : ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ଉତରକୁ ନେଇ ଝଡ, ବିରୋଧୀ କହିଲେ ମିଛ କହୁଛନ୍ତି ମୋଦୀ ସରକାର; କେନ୍ଦ୍ରର ସଫେଇ, ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ଉତର ରଖିଛନ୍ତି ମନ୍ତ୍ରୀ

38