ଏସିଏଫ ସୌମ୍ୟ ରଂଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପୋଲିସ ଓ କ୍ରାଇମବ୍ରାଂଚ ଜେରା : ଅଫିସ ଆସିବା ପୂର୍ବରୁ ସୁରକ୍ଷା ଲୋଡିଥିଲେ ଡିଏଫଓ; ସେପଟେ ଆମ୍ବୁଲାନ୍ସ ଡ଼୍ରାଇଭରକୁ ବି ପଚରା ଉଚରା, ଗୁରାଣ୍ଡି ଥାନା ଅଧିକାରୀଙ୍କୁ ବି ହୋଇପାରେ ପଚରାଉଚରା

7