ଏପ୍ରିଲ ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ନିଆଯିବ ନିଷ୍ପତି : ଗଣଶିକ୍ଷାମନ୍ତ୍ରୀ କହିଲେ, ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ସରକାର ଇଛୁକ କିନ୍ତୁ କରୋନା ସ୍ଥିତି ଉପରେ ରହିଛି ନଜର; ସ୍ଥିତି ସମୀକ୍ଷା ପରେ ପରବର୍ତୀ ନିଷ୍ପତି

9