ନିଅଂଟିଆ ଟିକା ଭିତରେ ଟିକାଉତ୍ସବକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ସୁଶାନ୍ତ ସିଂ : କହିଲେ ଟିକା ବଂଟନରେ କରାଯାଉଛି ପାତର ଅନ୍ତର, ବିଜେପି ଶାସିତ ରାଜ୍ୟକୁ ଦିଆଯାଉଛି ଅଧିକ ଟିକା; ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ଟିକା ଅଭାବ ଯୋଗୁଁ ୯ଶହ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ

9