ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡରେ ଅବକାରୀ ବିଭାଗ : ସାଲିହା ସାହିରେ ଚଢାଉ କରି ୧୦ ହଜାର ଲିଟର ପୋଚ, ହଜାରେ ଲିଟର ଦେଶୀ…

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ଆକ୍ସମ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ପ୍ରସ୍ତୁତ ହେଉଥିବା ମଦ ଉପରେ ଛାପା ମାରିଛି ଅବକାରୀ ଥାନା । ସାଲିଆ ସାହୀରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ…

ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ : ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସପ୍ତମୀ ପୂଜା; ଦର୍ଶନ ପାଇଁ…

କନକ ବ୍ୟୁରୋ : ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ…

ଆସନ୍ତା ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର : ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ରିଲିଜ ଜାରି

କନକ ବ୍ୟୁରୋ : ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ । ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ…

ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ : ୨୩ ବେଳକୁ ନେଇପାରେ ଅବପାତର ରୂପ; ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ । ୨୩ ବେଳକୁ ନେଇପାରେ ଅବପାତର ରୂପ । ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳ ଭାଗରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖ ସକାଳ ବେଳକୁ ଏହାର ପ୍ରଭାବରେ…

ଚମକୁଛି ଝାରପଡା ଓ ଷ୍ଟେସନ ବଜାର ପୂଜା ମଣ୍ଡପ : କାରିଗରଙ୍କ କଳାକୃତିରେ ଝଲସୁଛି ତୋରଣ

କନକ ବ୍ୟୁରୋ : ମା'ଙ୍କ ଆଗମନ ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ପୂଜାମଣ୍ଡପ ଓ ତୋରଣକୁ ଭିନ୍ନ ଭିନ୍ନ ଥିମରେ ପ୍ରସ୍ତୁତ କରାଯାଇଛି । ଆଉ କୁଶଳୀ କାରିଗରୀଙ୍କ କଳାକୃତିରେ ଝଲସୁଛି ସୁସଜ୍ଜିତ ତୋରଣ । ଭୁବନେଶ୍ୱର ଝାରପଡା…

ବିଶ୍ୱକପରେ ଭାରତର କ୍ରମାଗତ ଚତୁର୍ଥ ବିଜୟ : ୭ ୱିକେଟରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ବିଶ୍ୱକପରେ ଲଗାତର ଦମଦାର ପ୍ରଦର୍ଶନ ସହ ପ୍ରଥମ ତିନିଟି ମ୍ୟାଚ୍ ଜିତି ସାରିଥିବା ଟିମ୍ ଇଣ୍ଡିଆ ଯେତେବେଳେ ବାଂଲାଦେଶ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲେ, ଭାରତୀୟ ଦର୍ଶକଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ, ଟିମ୍ ଇଣ୍ଡିଆ ଜିତିବ । ହେଲେ ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ଠାରୁ ଇଂଲଣ୍ଡ…