୧୪ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ : ଗାଜାରେ ପ୍ରବେଶ କରିବ ଇସ୍ରାଏଲ ସେନା; ଖୋଜି ଖୋଜି ହମାସ ଆତଙ୍କୀଙ୍କୁ ନିପାତ୍ କରିବ…

କନକ ବ୍ୟୁରୋ : ୧୪ ଦିନରେ ପହଞ୍ଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଆଉ ଯୁଦ୍ଧଭୂମି ଗାଜାରେ ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଏବେ କୌଣସି ବି ମୁହୂର୍ତ୍ତରେ ଗାଜା ସହର ଭିତରେ ପ୍ରବେଶ କରି ପାରନ୍ତି ଇସ୍ରାଏଲ ସେନା । ଆଉ ଘର ଘର ବୁଲି ହମାସ ଆତଙ୍କୀଙ୍କୁ ନିପାତ କରିବ । ଏଭଳି ସୂଚନା…

ରାଜ୍ୟରେ ଗଡ଼ୁନି ଘରୋଇ ବସ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ; ଏପଟେ ଧର୍ମଘଟରେ ସାମିଲ ହୋଇନି ବାଲେଶ୍ୱର ସଂଘ

କନକ ବ୍ୟୁରୋ : ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ…

ବଡ଼ ଧରଣର ଆନ୍ତଃରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦ୍ଦାଫାଶ : ୩ ଠକଙ୍କୁ ଗିରଫ କଲା ଏସଟିଏଫ; ବିଭିନ୍ନ ଲୋକଙ୍କ…

କନକ ବ୍ୟୁରୋ : ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ । ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ ଶେଖ ଜାମିରୁଦ୍ଦିନଙ୍କୁ ଗିରଫ କରିଛି ଏସଟିଏଫ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଅନ୍ୟ…

ବସ୍ ଧର୍ମଘଟରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ନିବେଦନ : କହିଲେ ଆଲୋଚନା କଲେ ବାହାରିବ ସମାଧାନର ବାଟ; ପାର୍ବଣରେ ଲୋକେ…

କନକ ବ୍ୟୁରୋ : ଧର୍ମଘଟରୁ ଓହରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆନ୍ଦୋଳନ ନୁହେଁ ଆଲୋଚନା ଜରିଆରେ ସମାଧାନ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ପାର୍ବଣରେ ବସ ଚଳାଚଳ ବନ୍ଦ ରହିଲେ ସାଧାରଣ ଯାତ୍ରୀ ହଇରାଣ ହେବେ । ତେଣୁ ଲୋକଙ୍କ ସ୍ୱାର୍ଥକୁ…

ଆଜି ରାଜ୍ୟରେ ଗଡୁନି ଘରୋଇ ବସ୍ : ଜିଦରେ ଅଟଳ ବସ୍ ମାଲିକ ସଂଘ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ଗଡୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଛି । ଆଜି ରାଜ୍ୟବ୍ୟାପୀ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ । ଘରୋଇ…

ବସ୍ ଧର୍ମଘଟ ପ୍ରସଙ୍ଗ : ଘରୋଇ ବସ ମାଲିକ ସଂଘର ବୈଠକ ଶେଷ, ବାହାରି ପାରିଲାନି ନିଷ୍କର୍ସ

କନକ ବ୍ୟୁରୋ : ବସ ଧର୍ମଘଟ ପ୍ରସଙ୍ଗ । ବୈଠକ ସରିଲା , ଆସିଲାନି ନିଷ୍କର୍ସ । ଘରୋଇ ବସ ମାଲିକ ସଂଘର ବୈଠକ ଶେଷ ହୋଇଛି । ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନି ।ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ…