Daily Archives

April 26, 2024

ତାତିରୁ କେବେ ମିଳିବ ତ୍ରାହି । ୩୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ସାଢେ ୨ଟା ସୁଦ୍ଧା ଝାରସୁଗୁଡା…

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ…

ପାଖେଇ ଆସୁଛି ମତଦାନ ତାରିଖ, ଜମୁଛି ପ୍ରଚାର । କାକଟପୁରରେ ତୁଷାକାନ୍ତି ବେହେରା ଓ ନିମାପଡାରେ ସିଦ୍ଧାର୍ଥ ରାଉତରାୟଙ୍କ…

କନକ ବ୍ୟୁରୋ : ପୁରୀ ଜିଲ୍ଲାର ସବୁଠୁ ଚର୍ଚ୍ଚିତ କାକଟପୁର ସଂରକ୍ଷିତ ବିଧାନସଭା ଆସନ ପାଇଁ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ପୁଣି ଭରସା କରିଛି ବିଜେଡି । ତୁଷାରକାନ୍ତିଙ୍କ ନାଁ ଘୋଷଣା ହେବା ପରେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ । ଗୁରୁବାର ୧୦ହଜାକରୁ ଅଧିକ…

‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’, ଜାଣନ୍ତୁ ମମତାଙ୍କ ଗଡରେ ଏଭଳି କାହିଁକି କହିଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭା କରିଥିଲେ । ଏହି ଜନସଭା ମଞ୍ଚରୁ ପ୍ରଧାନମନ୍ତ୍ରୀ ତୃଣମୂଳ କଂଗ୍ରେସ ଓ ମାମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାସହ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଆପଣମାନେ ମୋତେ ଏତେ…

ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛନ୍ତି ଠିକାଦାର ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲଂଘନ କରି ଡହଡହ ଖରାରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସୁରକ୍ଷା ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ବାଙ୍କୀ…

ତାତିରୁ ନିସ୍ତାର ନାହିଁ । ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ…

୨୮ରେ ଓଡିଶାରେ ହେବ ବଡ ଲଢେଇ । ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଶ୍ଚିନ୍ତକୋଇଲିରେ ରାହୁଲ ଗାନ୍ଧୀ…

କନକ ବ୍ୟୁରୋ: ଆସନ୍ତା ୨୮ରେ ଓଡିଶା ପ୍ରଚାର ମଇଦାନରେ ହେବ ବଡ ଲଢେଇ । ଦିନକ ପରେ ଦିଲ୍ଲୀରୁ ଓଡିଶା ଆସିବେ ବିଜେପି ଓ କଂଗ୍ରେସର ଦୁଇ ଟାଣୁଆ ନେତା । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ…