Daily Archives

January 30, 2024

କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । ୧୨ ପ୍ଲଟ ସମେତ…

କନକ ବ୍ୟୁରୋ: ବାବୁଙ୍କ ଉଭା ଯେତେ, ପୋତା ସେତେ । ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ମାଲକାନଗିରି ଭଳି ପଛୁଆ ଜିଲ୍ଲାର ଏହି କୋଟିପତି ଅଫିସର ବେଆଇନ ଭାବେ କୋଟି କୋଟି ସଂପତି ଠୁଳ କରିଥିବା ଅଭିଯୋଗ ହୋଇଛି ।…

ଖଡଗେଙ୍କ ଗସ୍ତ ପରେ ଉତ୍ସାହିତ କଂଗ୍ରେସ ଶିବିର । ଜୋସରେ ଦଳୀୟ ନେତା । ପଞ୍ଚସୂତ୍ରୀ ଫର୍ମୁଲା ଅନୁସାରେ ଆଗକୁ ବଢ଼ିବ ଦଳ

କନକ ବ୍ୟୁରୋ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତା ଓ କର୍ମୀଙ୍କୁ ୫ସୁତ୍ରୀ ବିଜୟ ଫର୍ମୁଲା ଦେବା ପରେ ଜୋସରେ କଂଗ୍ରେସ କର୍ମୀ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ନୂଆ ମୁହଁକୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଖଡଗେ । କୁହାଯାଉଛି, ୫୦କୁ ୬୦ ବିଧାନସଭା ଆସନରେ…

ଦିଲ୍ଲୀ ଯିବା ପାଇଁ ରେସରେ କିଏ? ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନବୀନ ଦେବେ କି…

କନକ ବ୍ୟୁରୋ: କିଏ ଯିବ ରାଜ୍ୟସଭା? ରାଜ୍ୟରେ ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ଲଡୁ କିଏ ପାଇବ ସେ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ଥିବାବେଳେ କୁହାଯାଉଛି, ଏଥର ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ । ରାଜ୍ୟସଭା…

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ । ସମ୍ବଲପୁରରେ ଓଡିଶା ପାଇଁ ୨୪ ନିର୍ବାଚନୀ ବିଗୁଲ ବଜାଇବେ…

କନକ ବ୍ୟୁରୋ: ନିର୍ବାଚନ ଋତୁ ପାଖେଇ ଆସିଲାଣି । ଆଉ କେନ୍ଦ୍ରୀୟ ନେତାଙ୍କ ରାଜ୍ୟ ଗସ୍ତ ବି ଆରମ୍ଭ ହେଲାଣି । ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିଥିଲେ, ଆସନ୍ତା ଶନିବାର ଦିନ ଓଡିଶା ଆସିବେ ମୋଦି । କୁହାଯାଉଛି ଏଠାରେ ଓଡିଶା ପାଇଁ ବିଜେପିର ନିର୍ବାଚନୀ ବିଗୁଲ…

ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି । ନିର୍ବାଚନ ପୂର୍ବରୁ ଆସିଲା ଲାଭ ଯୋଜନା । ଆଦିବାସୀଙ୍କ ଭାଷା ସଂରକ୍ଷଣ ଓ ପ୍ରଚାର…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୋକସରେ ଆଦିବାସୀ । ରାଜ୍ୟରେ ରହୁଛନ୍ତି ୨୨ ପ୍ରତିଶତରୁ ଅଧିକ ଆଦିବାସୀ । ଆଉ ଆସନ୍ତା ନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ତେଣୁ ଆଦିବାସୀଙ୍କୁ ଖୁସି କରିବାକୁ କସରତ ଆରମ୍ଭ କରିଛି ବିଜେଡି । କ୍ୟାବିନେଟ ବୈଠକରେ ଲୋଭନୀୟ ସ୍କିମ…

କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ବାରମ୍ବାର ସମନ, ପଚରାଉଚୁରା ପାଇଁ ଡାକରା ଓ ନାଟକୀୟ ଭାବେ ଅର୍ନ୍ତଧ୍ୟାନ ପରେ ପୁଣି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ବିଶେଷକରି ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ସ୍ଥିତ ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ…