Daily Archives

January 7, 2024

କାନ୍ଧରେ ପରିବାରର ବୋଝ: ୮୪ ବର୍ଷ ବୟସରେ ବି ବେଳାଭୂମିରେ କରୁଛନ୍ତି ଖେଳଣା ବେପାର

କନକ ବ୍ୟୁରୋ: କାନ୍ଧରେ ପରିବାରର ବୋଝ । ତେଣୁ ସେ ୮୪ ବର୍ଷ ବୟସରେ ବି ବେଳାଭୂମିରେ ଖେଳଣା ବେପାର କରୁଛନ୍ତି । ମାନସିକ ଭାରସାମ୍ୟ ହରାଇ ପୁଅ କୁଆଡେ ଚାଲିଯାଇଛନ୍ତି । ଘରେ ବୋହୂ ଓ ୨ ନାତି । ସେମାନଙ୍କ ମୁହଁରେ ଆହାର ଦେବାକୁ ନାଚିୟ ମଉସା ଏ ବୟସରେ ବି ପଣ କରିଛନ୍ତି, ଆଉ ସଂଘର୍ଷ ଜାରି…

କାହିଁକି ଗଲା ଦନ୍ତାର ଜୀବନ? ମାତ୍ରାଧିକ ନିଶ୍ଚେତକ ନା’ ଅସୁରକ୍ଷିତ ପରିବହନ?

କନକ ବ୍ୟୁରୋ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଯାଇଛି ଆଉ ଏକ ହାତୀର ଜୀବନ ଯାଇଛି । ଶନିବାର ହାତୀକୁ ଏଠାକୁ ଅଣାଯାଇଥିଲା ବେଳେ ରବିବାର ତାର ମୃତ୍ୟୁ ହୋଇଛି । ୨ ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିଥିଲା ବୌଦ୍ଧ ବନବିଭାଗ ।…

ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ: ନୂଆ ବିମାନ ବନ୍ଦରରେ ଉଡାଣର ହେଲା ଟ୍ରାଏଲ ରନ୍

କନକ ବ୍ୟୁରୋ: ଉପାନ୍ତରୁ ଉଡ଼ିଲା ବିମାନ । ଆଜି ବିଧିିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ନିୟମିତ ମାଲକାନଗିରିରୁ ଉଡିବ ବିମାନ । ଗମନାଗମନରେ ଯୋଡି ହେବ ଆଉ ଏକ ଅଧ୍ୟାୟ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ…

ବୁଝି ହେଉନି ଡାକ୍ତରଙ୍କ ପ୍ରେସକ୍ରିପ୍ସନ: ସ୍ପଷ୍ଟ ହସ୍ତାକ୍ଷର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ଡାକ୍ତର ଲେଖୁଥିବା ପ୍ରେସକ୍ରିପ୍ସନ ପଢ଼ିବା ଏତେ ସହଜ ହୋଇନଥାଏ । କେବଳ ଔଷଧ ଦୋକାନୀ ହିଁ ଏହି ଚିଠାକୁ ଦେଖି ଔଷଧ ଦେଇଥାନ୍ତି । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ…

ସରକାରୀ ଖାତାରେ କିଏ ମୃତ କିଏ ଜୀବିତ? ହାଇଟେକ୍ ହାଇଡ୍ରାମା ପରେ ପୁଅର ଶବକୁ ଅନାଇ ବସିଛି ମା’

କନକ ବ୍ୟୁରୋ: ହାଇଟେକ ହସ୍ପିଟାଲର ହାଇଡ୍ରାମା ଜଣେ ମାଆର ଦୁଃଖକୁ ବଢ଼ାଇଦେଇଛି । ପ୍ରଥମେ କୁହାଗଲା ପୁଅର ମୃତ୍ୟୁ ହୋଇସାରିଛି । ଶବ ନେଇ ସକ୍ରାର କରିବା ପରେ ହସ୍ପିଟାଲ କହିଲା, ପୁଅ ବଂଚିଛି । ପୁଅକୁ ଦେଖିବାର ଆଶା ନେଇ ହସ୍ପିଟାଲକୁ ଧାଇଁ ଆସିଥିବା ମାଆକୁ ପୁଣି ଖବର ମିଳିଲା ପୁଅ ଆଉ ନାହିଁ…

ଚୋର ଧରିବାକୁ ପୋଲିସର ପୋଷ୍ଟର: ସୂୂଚନା ଦେଲେ ୧୦ ହଜାର ପୁରସ୍କାର

କନକ ବ୍ୟୁରୋ: ଚୋରଙ୍କୁ ଧରାଅ, ପୁରସ୍କାର ପାଅ । ଚୋର ଧରାଇଲେ ମିଳିବ ୧୦ ହଜାର ଟଂକା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି । ପୋଲିସ୍ ପକ୍ଷରୁ ସାର୍ବଜନୀନ ସ୍ଥାନରେ ଲୁଟେରାଙ୍କ ଫଟୋ ମରାଯାଇଛି । ଆଉ ଏମାନଙ୍କ ବିଷୟରେ…