Daily Archives

December 23, 2023

୨୪ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବଡ଼ ଦଳ ଭାବେ ଉଭା ହେଉଛି ବିଜେପି, ରାଜ୍ୟର କୋଟିଏ ଘରେ…

କନକ ବ୍ୟୁରୋ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜୟରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ମୋଦି ଗ୍ୟାରେଂଟି । ଏବେ ଏହି ଗ୍ୟାରେଂଟିକୁ ଓଡିଶାରେ ଆପଣାଇବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି  । ଏ ନେଇ  ଜାତୀୟ ସଭାପତି.ଜେ.ପି.ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ବିଧାୟକା  ଏକ କୋଟି ଘରେ…

ମୋଦୀଙ୍କ ‘ରାମ’ ବନାମ ନୀତୀଶଙ୍କ ‘ସୀତା’ ଏଥର ନିର୍ବାଚନରେ ଶ୍ରୀରାମଙ୍କୁ ଟକ୍କର ଦେବେ ମାଆ ଜାନକୀ?

କନକ ବ୍ୟୁରୋ : ଲୋକସଭା ନିିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଚାଲ ଖେଳିଛନ୍ତି । ନିର୍ବାଚନୀ ମଇଦାନରେ ଶ୍ରୀରାମଙ୍କ ବଦଳରେ ମାଆ ସୀତାଙ୍କୁ ପ୍ରସଙ୍ଗ କରିଦେଇଛନ୍ତି । ଯାହା ହିନ୍ଦୁତ୍ୱ କାର୍ଡ ଖେଳୁଥିବା ବିଜେପିକୁ ଦେଇଛି ଶକ୍ତି ଧକ୍କା । ଆଉ କିଛି ଦିନରେ…

ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭୋଟ୍ ମାଗିଲେ ପାଣ୍ଡିଆନ୍ । ବିରୋଧୀଙ୍କ ଉପରେ ବି ପୁଣି ବର୍ଷିଲେ ।

କନକ ବ୍ୟୁରୋ: ୨୦୧୯ରେ ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ବହୁଥିବାବେଳେ ଜୟପୁର ବିଧାନସଭା ଆସନରେ ବିଜେଡିକୁ ମାତ ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି । ସେହିପରି କୋରାପୁଟ ଲୋକସଭା ଆସନ ବି ଖସି ଯାଇଥିଲା । ହେଲେ, ୨୦୨୪ ନିର୍ବାଚନରେ କେମିତି…

ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ…

କନକ ବ୍ୟୁରୋ : ଦିଲ୍ଲୀରେ ବସିଥିବା ବିଜେପିର ପଦାଧିକାରୀ ବୈଠକ ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବୈଠକ କରୁଛି ଦଳ । ନୂଆଦିଲ୍ଲୀରେ ୨ ଦିନିଆ ରୁଦ୍ଧଦ୍ୱାର ବୈଠକରେ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ଦଳ ପାଇଁ…

କ୍ରେଡିଟ୍ କାର୍ଡ ଠକେଇର ବଡ ଖୁଲାସା । ୮କୋଟି ଟଙ୍କା ଚୁନା ଲଗେଇଥିଲେ ଠକ । ୬ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ ।

କନକ ବ୍ୟୁରୋ: ପ୍ରାଇଭେଟ ହସ୍ପିଟାଲରେ ମହାଦୁର୍ନୀତି! ଟଙ୍କା ଲୁଟୁଛନ୍ତି ବିଲିଂ ଏଜେଣ୍ଟ ! ମାଳ ମାଳ କ୍ରେଡିଟ କାର୍ଡ ସାଙ୍ଗକୁ ପୁଳା ପୁଳା ଟଙ୍କା । ଗଦାଗଦା ଚେକବୁକ ଓ ପାସବୁକ ସାଙ୍ଗକୁ କାର୍ଡ ସ୍ୱାଇପ ମେସିନ । ସାଇବର ଥାନା ପୋଲିସ ଠକଙ୍କ ଠାରୁ ଜବତ କରିଛି ସାମଗ୍ରୀ । ଲକ୍ଷେ କି ଦୁଇ…

୩ ରାଜ୍ୟର ପରାଜୟ ପରେ କଂଗ୍ରେସର ମାନସମନ୍ଥନ । ବଦଳିଲେ ଏହି ସବୁ ପ୍ରଦେଶର ପ୍ରଭାରୀ

କନକ ବ୍ୟୁରୋ : ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ଅଭିନାଶ ପାଣ୍ଡେଙ୍କୁ…