Daily Archives

December 18, 2023

କେରଳରେ କୋଭିଡ ଆତଙ୍କ: ଭୟ ବଢ଼ାଉଛି ନୂଆ ସବ୍ ଭ୍ୟାରିଆଂଟ ‘ଜେଏନ୍ ଡଟ୍ ୱାନ’

କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ମୁଣ୍ଡ ଟେକିଛି କରୋନା ଭୟ । ଓମିକ୍ରନର ଉପପ୍ରଜାତି ଜେଏନ ଡଟ ୱାନକୁ ନେଇ ଡର ବଢ଼ୁଛି । ୨୪ଘଂଟା ଭିତରେ କେରଳରୁ ୪ଜଣ ଓ ଉତରପ୍ରଦେଶରୁ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ରହିଛି । ସେପଟେ କର୍ଣ୍ଣାଟକ ସରକାର ବୟସରଙ୍କ ମାସ୍କ ବ୍ୟବହାର…

ଶସ୍ତାରେ ଦାମୀ କାର ଦେବାକୁ କହି ଚୁନା ଲଗାଇଲେ ୪୦ କୋଟି: ୩ ଜଣଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ: ଶସ୍ତାରୁ ହୀନସ୍ତା । କମ ଟଙ୍କାରେ ଦାମୀ ଗାଡି ଚଢିବାର ନିଶା ଅନେକଙ୍କ ଧୂଳିସାତ ହୋଇଛି । ଡିସକାଂଉଟରେ କାର ଦେବାକୁ କହି ସ୍ୱାମୀ, ସ୍ତ୍ରୀ ଓ ଅନ୍ୟଜଣେ ୪୦ କୋଟି ଟଙ୍କା ଠକି ନେଇଛନ୍ତି । ଅକ୍ଷୟ ଗୌଡ ଉଷାରାଣୀ ବାରିକ, ସ୍ତ୍ରୀ ଶିବରାମ ଗୌଡ ଏହି ୩ ଜଣଙ୍କ ନାଁରେ ଆସିଛି…

୨୪ ହୋଇପାରେ ହେଭିୱେଟଙ୍କ ପାଇଁ ଅନ୍ତିମ ନିର୍ବାଚନ । ଶେଷ ଲଢ଼େଇ ପାଇଁ ଆଶା ବାନ୍ଧିଛନ୍ତି ରାଜ୍ୟର ପୁରୁଖା ନେତା

କନକ ବ୍ୟୁରୋ : ହେଭିୱେଟଙ୍କ ଶେଷ ମ୍ୟାଚ୍ । ୨୪ ନିର୍ବାଚନ ହେବ ଅନ୍ତିମ ପରୀକ୍ଷା । ପ୍ରସନ୍ନ ଆଚାର୍ଯ୍ୟ, ନରସିଂହ ମିଶ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ଦେବୀ ମିଶ୍ର. ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା ଓ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲିକ ଓ ନୃସିଂହ ସାହୁ । ଓଡିଶା…

ଆଜିଠୁ ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ…

କନକ ବ୍ୟୁରୋ : ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସର ଅଭିଯାନ ଆରମ୍ଭ । ‘ଦେଶ ପାଇଁ ଦାନ’ ଜରିଆରେ ସଂଗ୍ରହ ହେବ ପାଣ୍ଠି । ପ୍ରଥମେ ଅନଲାଇନ ପରେ ଘରକୁ ଘର ଯିବ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆରମ୍ଭ କରୁଥିବା ଏହି ଅଭିଯାନର ନାଁ ହେଉଛି, ଦେଶ ପାଇଁ ଦାନ । ପାଣ୍ଠି ସଂଗ୍ରହ ପାଇଁ…

ଗଞ୍ଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ । କଲେ ବିକାଶ କାମର ସମୀକ୍ଷା, ବ୍ରାହ୍ମଣୀ ନଦୀ ଉପରେ ଏକମାଣିଆ…

କନକ ବ୍ୟୁରୋ : ଗଞ୍ଜାମ ପରେ କେନ୍ଦ୍ରାପଡା ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ରାଜନୀତିରେ ଯୋଗ ଦେବା ପରେ କେନ୍ଦ୍ରାପଡାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାବେଳେ ସେ ସେଠାରେ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡା ତିନିମୁହାଣି ଛକରୁ ଶ୍ରୀ ବଳଦେବ ଜୀଉ…

ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

କନକ ବ୍ୟୁରୋ: ପାର୍ଲାମେଂଟ ଇତିହାସରେ ପ୍ରଥମ ଘଟଣା । ହଙ୍ଗାମା କାରଣରୁ ପାର୍ଲାମେଂଟରୁ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।…