Daily Archives

November 22, 2023

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ

କନକ ବ୍ୟୁରୋ : ପତଞ୍ଜଳୀକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଏବେ ଏନେଇ ସାମ୍ବାଦିକ ସମ୍ମିଳୀନରେ ସଫେଇ ରଖିଛନ୍ତି ଯୋଗ ଗୁରୁବାବା ରାମଦେବ । ରାମଦେବ କହିଛନ୍ତି ପତଞ୍ଜଳୀ ନିକଟରେ ସେହି ସବୁ ଅଭିଜ୍ଞତା ଓ ଅନୁଭୂତି ରହିଛି ଯାହା ଦ୍ୱାରା ସାରାବିଶ୍ୱରେ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା…

ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ…

କନକ ବ୍ୟୁରୋ : ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ । ଆରମ୍ଭ ହେବ ବରଗଡ ଧନୁଯାତ୍ରା । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର । ବିଶ୍ୱର ବଡ ମୁକ୍ତାକାଶ…

ଚିକ୍କଣ କଥା କହି ଟଙ୍କା ଚଳୁ! ମୋଟିଭେସନାଲ ସ୍ପିକର ଲୁଟିନେଲେ କୋଟି କୋଟି

କନକ ବ୍ୟୁରୋ : ନିିତିନ ମୋହନ ଲାଲ , ମୋଟିଭେସନାଲ ସ୍ପିକର । ଦିଲ୍ଲୀରେ ଅଫିସ । ନିତିନ ନିଜ ଅଫିସ ଜରିଆରେ ଜଣେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସମସ୍ୟାର ସମାଧାନ କରିଦିଅନ୍ତି ବୋଲି ଦାବି କରିଥାନ୍ତି । ବିଭିନ୍ନ ଅନଲାଇନ ଆପ୍ଲିକେଶନରେ ସକ୍ରିୟ ରହିଥାନ୍ତି । କିନ୍ତୁ ଏହି…

ରାଜଧାନୀ ରାସ୍ତାରେ ବସ୍ତିବାସିନ୍ଦା । ଜମିପଟ୍ଟା ଦାବିରେ ରାସ୍ତାଜାମ

କନକ ବ୍ୟୁରୋ : ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ରାଜଧାନୀରେ ତେଜିଛି ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇ ଗର୍ଜ୍ଜନ କରିଛନ୍ତି ଭୁବନେଶ୍ୱର ସାଲିଆ ସାହି ବସ୍ତିବାସିନ୍ଦା । ଶହ ଶହ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବିଧାନସଭା ଘେରାଉ ପାଇଁ ବିଶାଳ…

ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୧୯ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ନିଜ ରିସର୍ଚ୍ଚ ପେପର ଉପସ୍ଥାପନ କରିବେ…

କନକ ବ୍ୟୁରୋ: ଝାରସୁଗୁଡାର ଜେଡିଏସ୍ ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ହୋମିଓପାଥ୍ ଡକ୍ଟର ଦେଓଶ୍ଲୋକ ଶର୍ମାଙ୍କ ପୁଅ ଡକ୍ଟର ଜିତେଶ ଶର୍ମା, ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୨୪ ନଭେମ୍ବର ୨୦୨୩ରେ ୧୯ ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ଏକ ଭୂମିପୂଜନ ଅନୁସନ୍ଧାନ…

କିଛି ପେଟ୍ରୋଲ ପମ୍ପ ନାମରେ ସାଂଘାତିକ ଅଭିଯୋଗ । ତେଲର ମାନ ଓ ମାପକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାହକ

କନକ ବ୍ୟୁରୋ : ଗାଡ଼ିରେ ପକାଉଥିବା ପେଟ୍ରୋଲ୍ର ମାନ ଠିକ୍ ଅଛି ତ? ଯେଉଁ ପରିମାଣର ପେଟ୍ରୋଲ ପକାଉଛନ୍ତି, ପ୍ରକୃତରେ ସେତିକି ମିଳୁଛି ତ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ଏବେ ସାବଧାନ ହୋଇଯାଆନ୍ତୁ, କାରଣ କିଛି ପେଟ୍ରୋଲ ପମ୍ପରେ ହେଉଛି ବ୍ୟାପକ ହେରଫେର । ବିଧାନସଭାରେ ବିଭାଗୀୟ…