Daily Archives

July 15, 2023

ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ : ଜାଣନ୍ତୁ କସ୍ମେଟିକ୍ ସର୍ଜରୀର ଲାଭ ଓ କ୍ଷତି

କନକ ବ୍ୟୁରୋ : ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଥରେ ଭାବନ୍ତୁ ଯଦି ଆପଣ ସବୁଦିନ ସେମିତି ସୁନ୍ଦର ଦେଖା ଯାଉଥିବେ । ତେବେ ସବୁବେଳେ ଜଣେ ସୁନ୍ଦର ଦେଖାଯିବା କଣ ସମ୍ଭବ । କାରଣ ବୟସ ବଢିବା ସହ ମଣିଷର ସୌନ୍ଦର୍ଯ୍ୟ ହ୍ରାସ ପାଏ । କିନ୍ତୁ ଚିକିତ୍ସା ବିଜ୍ଞାନ ଚିରକାଳ ସୁନ୍ଦର ରଖିବାରେ…

ରାଫେଲ୍ ଡିଲ୍ ଦେଇଛି ମୋଦୀଙ୍କୁ ବାଷ୍ଟିଲ ଡେ ପରେଡ୍ ଟିକେଟ୍ । ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟୁଇଟରରେ ଟାର୍ଗେଟ କଲେ…

କନକ ବ୍ୟୁରୋ: ଦୁଇଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କର ଏହି ଗସ୍ତରେ ସେ ଫ୍ରାନ୍ସରେ ସହିତ ଏକାଧିକ ଚୁକ୍ତି କରିଥିବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିଲେ । ଏପରିକି ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଇଥିଲେ ଭାରତର ପ୍ରଧାନମନ୍ତ୍ରୀ । ଏହି…

ଲକ୍ଷାଧିକ ଟଙ୍କାର ଚାକିରୀ ଛାଡି ଡ୍ରାଇଭର ହେଲେ । ବଖାଣିଲେ କମ୍ପାନୀର ସିଇଓ ପଦ ଛାଡିବାର କାରଣ

କନକ ବ୍ୟୁରୋ: ଲକ୍ଷାଧିକ ଟଙ୍କାର ଚାକିରୀ ଛାଡିଲେ । ସିଇଓରୁ ବନିଗଲେ ଟ୍ରକ୍ ଡ୍ରାଇଭର ଆଜିକା ଦିନରେ ଚାକିରିଟେ ପାଇଁ ଘଣ୍ଟା ଘଣ୍ଟା ଗୋଡ ଭାଙ୍ଗି ଛିଡା ହେଉଛନ୍ତି ଲୋକେ । ପୁଣି ସାମାନ୍ୟ ଚପରାଶି ଚାକିରୀ ପାଇଁ ଆବେଦନ କରୁଛନ୍ତି ବିଟେକ୍ , ପିଏଚଡି କରିଥିବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ।…

ଓଟିଟି ପ୍ଳାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ଡେବ୍ୟୁ ‘ଦ ଜେଙ୍ଗାବୁରୁ କର୍ସ’ । ଓଡିଶା ଖଣି ରାଇଜ ଷଡଯନ୍ତ୍ର ବିରୋଧରେ…

କନକ ବ୍ୟୁରୋ: ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ ୨୦୨୩ରୁ କେବଳ…

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ : ବୁଲୁଛନ୍ତି ୨୩ ଟିକିଆ ହାତୀପଲ; ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଗାଁ ଆଖପାଖ ଅଞ୍ଚଳରେ ବୁଲୁଛନ୍ତି ୨୩ଟି ହାତୀ । କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଥିବା ୨୩ ଟିକିଆ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ବି ଫେଲ ମାରିଛନ୍ତି ବନବିଭାଗ । ହାତୀପଲ କୁଜିଆମ ଗାଁରେ ଜଣଙ୍କ ଘର ଭାଙ୍ଗିବା ସହ…

ଢେଙ୍କାନାଳରେ ମେଣ୍ଢା ମଡକ : ଗୋଟିଏ ରାତିରେ ୪୦ଟି ମେଣ୍ଡାଙ୍କ ମୃତ୍ୟୁ

କନକ ବ୍ୟୁରୋ : ଢେଙ୍କାନାଳ ଆରଦା ଗାଁରେ ମେଣ୍ଢା ମଡକ । ଗୋଟିଏ ରାତିରେ ୪୦ ଟି ମେଣ୍ଡାଙ୍କ ମୃତ୍ୟୁ । ସୂଚନା ଅନୁଯାଯୀ ମେଣ୍ଢାମାନଙ୍କର ବେକରେ କ୍ଷତଚିହ୍ନ ରହିଛି । କୌଣସି ଅଜଣା ଯନ୍ତୁ ରକ୍ତ ଶୋଷି ମେଣ୍ଢାମାନଙ୍କୁ ମାରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା…