Daily Archives

July 15, 2023

ମାନହାନୀ ମାମଲା : ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ରାହୁଲ ଗାନ୍ଧୀ , ଆବେଦନ…

କନକ ବ୍ୟୁରୋ : ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦଣ୍ଡବିଧାନ କରିଥିଲେ ସୁରଟ କୋର୍ଟ । କୋର୍ଟଙ୍କ ଦଣ୍ଡ ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ସହ ତାଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ସୁରଟ କୋର୍ଟ । ସୁରଟ…

ୟୁସିସିକୁ ନେଇ ବିଜେପିର ହାତ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ, ପିଏମକେ କହିଲା ଏହା ରାଷ୍ଟ୍ରୀୟ ଏକତା ବିରୋଧୀ…

କନକ ବ୍ୟୁରୋ : ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା କଥା କହୁଥିବା ବିଜେପି ଏବେ ଏହି ମାମଲାରେ ଏକା ପଡିଯାଇଥିବା ନଜରକୁ ଆସିଛି । ୟୁସିସିକୁ ନେଇ ସାରା ଦେଶରେ ବିରୋଧୀଦଳମାନେ ବିରୋଧ କରୁଥିବା ବେଳେ ବିଜେପିର ସହଯୋଗୀ ଦଳମାନେ ବି ଏବେ ସେମାନଙ୍କ ସ୍ୱରରେ ସ୍ୱର ମିଳାଇବା ଆରମ୍ଭ…

ମଦ୍ୟପଙ୍କ ପାଇଁ ଏହି ଦେଶରେ କଠୋର ଆଇନ: ଏଠି ମଦ ପିଇଲେ ମିଳିଥାଏ ଫାଶୀ ଦଣ୍ଡ!

କନକ ବ୍ୟୁରୋ: ମଦ୍ୟପାନ କରିବାକୁ ଅନେକ ଲୋକ ନିଜ ସୌକ ବୋଲି ଭାବିଥାନ୍ତି । ଜନ୍ମଦିନ, ବିବାହ ଏମିତି ଅନେକ ପାର୍ଟିରେ ମଦ୍ୟପାନ କରି ଉତ୍ସବ ପାଳନ କରନ୍ତି ଲୋକେ । ଏହା କେବଳ ଭାରତରେ ନୁହେଁ ବରଂ ଏମିତି ଅନେକ ଦେଶରେ ଦେଖିବାକୁ ମିଳେ । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ଦେଶ କଥା କହିବୁ…

ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ । ଅଭୟାରଣ୍ୟ ନିକଟ ଗାଁରେ ପୁଲିସର ଚଢାଉ, ମାରଣାସ୍ତ୍ର ଜବତ

କନକ ବ୍ୟୁରୋ: ଲଗାତାର ଭାବେ ଶିମିଳିପାଳ କମ୍ବିଂ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା । ଆଜି ଅପରେସନ ବେଳେ ମୟୂରଭଞ୍ଜ ସ୍ପେଶାଲ ସ୍କ୍ୱାଡ ହାତରେ ଲାଗିଛି ୩ ବେଆଇନ୍ ଦେଶୀ ବନ୍ଧୁକ । ଘଟଣାରେ ୩ ଶିକାରୀ ଗିରଫ କରାଯାଇଛି । ଆଜି ଶିମିଳିପାଳ ସଂଲଗ୍ନ ବଡସାହି ଥାନା ନିକଟରେ ଥିବା ରେଂଟାସାହି,…

ଆଇସିସିର ଐତିହାସିକ ନିଷ୍ପତ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁରୁଷ କ୍ରିକେଟ ଟିମ୍ ଭଳି ମହିଳା କ୍ରିକେଟ ଟିମକୁ ମିଳିବ…

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି କି ଆଇସିସି ଟୁର୍ଣ୍ଣାମେଣ୍ଟରେ ଏବେ ପୁରୁଷ ଓ ମହିଳା ଉଭୟ କ୍ରିକେଟ ଟିମକୁ ସମାନ ପୁରସ୍କାର ରାଶି ମିଳିବ । ଏହା ଆଗାମୀ ଟି-୨୦ ବିଶ୍ୱକପରୁ ଆରମ୍ଭ ହୋଇପାରେ । ମହିଳା କ୍ରିକେଟ ଟିମ୍ ପାଇଁ ଆଇସିସିର ଏହା ଐତିହାସିକ…

କଂଗ୍ରେସରୁ ନିଲମ୍ବିତ ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । ଏଆଇସିସି ଶୃଙ୍ଖଳା କମିଟି କଲା ନିଲମ୍ବିତ । 

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ…