Daily Archives

July 5, 2023

ବୁର୍ଲା ମେଡିକାଲ ଗଣ୍ଡଗୋଳ ପଛରେ କିଏ? ଏମକେସିଜି ଛାତ୍ରଙ୍କ ବସ ଭିତରକୁ କିଏ ଛାଡିଥିଲା ଧୂଆଁ?

କନକ ବ୍ୟୁରୋ: ବୁର୍ଲା ମେଡିକାଲ କଲେଜ ଆଗରେ ଏମକେସିଜି ଛାତ୍ରଙ୍କ ବସ ଭିତରକୁ ଧୂଆଁ ଛାଡିଦେଲେ । କିଏ ଛାଡିଲା ଅଗ୍ନିନିର୍ବାପକ ଧୂଆଁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏବେ ଏହି ଘଟଣାରେ ଭୀମସାର ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ଏତଲା ରୁଜୁ ହୋଇଛି । ୫ ଛାତ୍ରଙ୍କ ବୟାନ ରେକର୍ଡ କରିଛି…

ସରଳ ଉପାୟ ଆପଣାଇଲେ ୧୫ଟଙ୍କାରେ ମିଳିପାରିବ ଗୋଟିଏ ଲିଟର ପେଟ୍ରୋଲ । ଗୁରୁମନ୍ତ୍ର ଦେଇ ଇଥାନଲ ଓ ବିଦ୍ୟୁତ ଚାଳିତ ଗାଡି…

କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଘାଇଲା କରୁଛି ମହଙ୍ଗାମାଡ଼ । ପେଟ୍ରୋଲ ଲିଟରପିଛା ଶହେରୁ ଅଧିକ ଟଙ୍କା ଦେଇ କିଣିବା ଜନତାଙ୍କ ପକେଟକୁ ଭାରି ପଡୁଛି । ଏବେ କେମିତି ଏଥିରୁ ତ୍ରାହୀ ମିଳିବ ତାର ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡକରୀ । ସରଳ ଉପାୟ ଆପଣାଇଲେ ଲିଟର…

ବନ କର୍ମଚାରୀଙ୍କୁ ମିଳିଲା ବଳ: ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ

କନକ ବ୍ୟୁରୋ: ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ…

ମହାରାଷ୍ଟ୍ର ମହାନାଟକ ଭିତରେ ବିହାର ରାଜନୀତିରେ ହଲଚଲ । କର୍ଣ୍ଣାଟକରେ ବିଜେପି ଓ ଜେଡିଏସ ମେଣ୍ଟ ଉପରେ ଖୁବ ଶିଘ୍ର…

କନକ ବ୍ୟୁରୋ : ଗୋଟେପଟେ ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ଅନ୍ୟପଟେ ବିହାରରେ ଦେଖାଗଲାଣି ହଟଚମଟ । ବିହାରରେ ମହାରାଷ୍ଟ୍ର ସ୍ଥିତି ଦେଖାଯିବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଏବେ ଘାରିଛି ଦଳ ଭିତରେ ଫାଟ ଆଶଙ୍କା । ତେଣୁ ଲଗାତାର ୩ଦିନ ଭିତରେ…

ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର: ଅନଗୁଳ ଜିଲ୍ଲା ଝିଲିମୁଣ୍ଡା ଓ ସୁନ୍ଦରଗଡ଼ ଜିଲ୍ଲା…

କନକ ବ୍ୟୁରୋ: ଅଳ୍ପକେ ବର୍ତିଗଲା କୁନି କୁନି ପିଲାଙ୍କ ଜୀବନ । ଅଙ୍ଗନୱାଡି ଛାତରୁ ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀଙ୍କ ସମେତ ୫ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଖୁଂଟଗାଁ ହାଇସ୍କୁଲରେ ପିଲାଙ୍କ…

ଭୁବନେଶ୍ୱରରୁ ନିଖୋଜ, ଟିଟିଲାଗଡ଼ରୁ ଠାବ: ଚର୍ଚ୍ଚାରେ ଦୁଇ ସ୍କୁଲ ଛାତ୍ରଙ୍କ ଅପହରଣ ଘଟଣା

କନକ ବ୍ୟୁରୋ: ରାଜଧାନୀରେ ହଜିଲେ, ଟିଟିଲାଗଡରେ ମିଳିଲେ । ଆଜି ଦିନସାରା ରାଜଧାନୀରେ ୨ ନାବାଳକ ଛାତ୍ର ନିଖୋଜ ହେବା ପରେ ଠାବ ହେବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ…