Daily Archives

July 5, 2023

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଦିନାୟକ ଭାବେ ଚୟନ କରାଯାଇଛି । ଏହି ସିରିଜରେ ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମାଙ୍କୁ ସୁଯୋଗ…

ଦିଲ୍ଲୀ ତିସ୍ ହଜାରୀ କୋର୍ଟ ପରିସରରେ ଫୁଟିଲା ଗୁଳି । ଉଗ୍ର ରୂପ ନେଲା ଦୁଇ ଓକିଲ ଗୋଷ୍ଠୀଙ୍କ କଳି

କନକ ବ୍ୟୁରୋ : ଦିଲ୍ଲୀ ତିସ୍ ହଜାରୀ କୋର୍ଟ ପରିସରରେ ଆଜି ଲଙ୍କାକାଣ୍ଡ ହୋଇଛି । ଓକିଲମାନଙ୍କ ଦୁଇଗୋଷ୍ଠୀ ମଧ୍ୟରେ କଳି ଏବେ ବିବାଦ ଭିତରକୁ ଚାଲିଯାଇଥିଲା କି କୋର୍ଟ ପରିସରରେ ଦିନ ଦ୍ୱିପ୍ରହରେ ଗୁଳି ଚଳାଇଥିଲେ ଗୋଟିଏ ଗୋଷ୍ଠୀ । ଦୁଇ ଓକିଲ ଗୋଷ୍ଠୀ ମଧ୍ୟରେ କୈାଣସି କଥାକୁ ନେଇ ପାଟିତୁଣ୍ଡ…

ଦଳିତଙ୍କ ଉପରେ ପରିସ୍ରା କରି ବନ୍ଧା ହେଲେ ମଧ୍ୟପ୍ରଦେଶର ପ୍ରଭେଶ ଶୁକ୍ଳା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁଲଡୋଜର…

କନକ ବ୍ୟୁରୋ : ଦଳିତ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତ ପ୍ରବେଶ ଶୁକ୍ଲାକୁ ଗିରଫ କରାଯାଇଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନଏସଏ ବା…

ମୌସୁମୀ ବର୍ଷା ଆରମ୍ଭରୁ ଦେଶର ଅଧିକାଂଶ ଜିଲ୍ଲାରେ ବନ୍ୟା, କେରଳରେ ରାସ୍ତା ପାଲଟିଛି ନଦୀ, ଗୁରୁଗ୍ରାମରେ ଗଳିରେ…

କନକ ବ୍ୟୁରୋ : ମୈାସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ଦେଖାଦେଇଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ରାସ୍ତାଘାଟ, ଘରବାଡ଼ି ସବୁଆଡ଼େ ପାଣି ଭରି ରହିଥିବାବେଳେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନଜର ପକାନ୍ତୁ ଗୁରୁ ଗାଁର ଏହି…

ଜୁନ ମାସରେ ରାଜ୍ୟରେ ୨୨ ପ୍ରତିଶତ ନିଅଂଟିଆ ବର୍ଷା: ଜୁନ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ସ୍ୱାଭାବିକ ତୁଳନାରେ ୩୧…

କନକ ବ୍ୟୁରୋ: ଆଷାଢ ଯାଇ ଶ୍ରାବଣ ଆସିଲା , କିନ୍ତୁ ବର୍ଷାର ଦେଖାନାହିଁ । ମୌସୁମୀ ଲୁଚକାଳି ଖେଳୁଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଦୁର୍ବଳ ମୌସୁମୀ ଯୋଗୁଁ ବର୍ଷା ଦିନେ କାଁ ଭାଁ ବର୍ଷା ହେଉଛି । ଫଳରେ ଚାଷ କାମ ଠପ୍ ହୋଇଯାଇଛି । ଖରାରେ ତଳି ପୋଡି ନଷ୍ଟ ହୋଇଗଲାଣି । ତେବେ…

ପରିବା ଦରରେ ଲାଗିଲା ନିଆଁ । ଅଦା କେଜିକୁ ୪ଶହ ଟଙ୍କା, ୧୩୦ଟଙ୍କା କିଲୋରେ ମିଳୁଛି ରସୁଣ, ସେପଟେ ନାଲି ଆଖି ଦେଖାଉଛି…

କନକ ବ୍ୟୁରୋ : ଆପଣ ବଜାରକୁ ଯାଉଛନ୍ତି । ଚିନ୍ତା କରୁଛନ୍ତି ବ୍ୟାଗ ଭର୍ତି ପନିପରିବା କିଣିବେ । ହୁଏତ ଯେତିକି ଟଙ୍କା ପକେଟରେ ରହିଛି ସେତିକିରେ ସବୁ କିଛି ହୋଇଯିବ । କିନ୍ତୁ ଏବେ ଏହି କଥା କେବଳ କଥାରେ ରହିଯାଉଛି । କାରଣ ପରିବା ବଜାରରେ ଲାଗିଛି ଦରଦାମ ବୃଦ୍ଧିର ନିଆଁ। ହଠାତ ପନିପରିବା…