Monthly Archives

June 2023

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୁତ୍ୟୁ ମୁଖରୁ ବଞ୍ଚିଲା ଜୀବନ, ମାତ୍ର ୩୫ ସେକେଣ୍ଡ ବିଳମ୍ବ ହୋଇଥିଲେ ୧୫୦…

କନକ ବ୍ୟୁରୋ : କୁହାଯାଏ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ମୃତ୍ୟୁକୁ ଅତି ପାଖରୁ ଦେଖି ସାରିଥିଲେ ଲୋକେ । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ୧୫୦ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲା । ୨୦୦୯ ମସିହା ଜାନୁୟାର ୧୫ ତାରିଖର ଏହି ଘଟଣା ସବୁବେଳେ ମନେ ପଡ଼ିଯାଏ । ୟୁଏସର ଏୟାରୱେସ ୧୫୪୯…

‘ମୋଦୀଙ୍କୁ ହରାଇବାକୁ ଭ୍ରଷ୍ଟାଚାରୀ ଏକାଠି ହେଉଛନ୍ତି’: ଉଦୟପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ

କନକ ବ୍ୟୁରୋ:ଉଦୟପୁର ରାଲିରେ ଜନସଭାକୁ ସମ୍ବାଧନ କରିବା ସମୟରେ ମୋଦୀ ସରକାରଙ୍କ ସ୍ୱଚ୍ଛ ଶାସନର ଗୁଣଗାନ କରିବା ସହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମୋଦୀ ସରକାର ୯ ବର୍ଷର ଶାସନ ଭିତରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକ ବିକାଶମୂଳକ କାମ କରିଛନ୍ତି ।…

ମଣିପୁର ହିଂସା : ରିଲିଫ୍ କ୍ୟାମ୍ପରେ ଅସହାୟ ଲୋକଙ୍କୁ ଭେଟିବେ ରାହୁଲ ଗାନ୍ଧୀ । ଲୋକଙ୍କ ଦୁଃଖ ଶୁଣିଲେ, ଆଖିରୁ ଲୁହ…

କନକ ବ୍ୟୁରୋ : ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ମହାସଚିବ କେ.ସି ଭେଣୁଗୋପାଳ ବି ମଣିପୁର ଗସ୍ତରେ ଅଛନ୍ତି । ଆଜି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହିଂସା ନିୟନ୍ତ୍ରଣ ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବିରେନ ସିଂ ଯଦି ଇସ୍ତଫା ଦିଅନ୍ତି, ତେବେ…

ଆତିଶୀ ମାର୍ଲେନାଙ୍କ ହାତରେ ୧୦ ମନ୍ତ୍ରାଳୟ ଦାୟିତ୍ବ

କନକ ବ୍ୟୁରୋ: ଦିଲ୍ଲୀ କ୍ୟାବିନେଟ୍‌ ବଡ ପରିବର୍ତ୍ତନ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଦାୟିତ୍ବରେ ୧୦ଟି ବିଭାଗ ରହିବ। ଉପରାଜ୍ୟପାଳ ସମ୍ମତି ଦେବା ପରେ ଆତିଶୀଙ୍କୁ ରାଜସ୍ବ, ଯୋଜନା ଓ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉପରାଜ୍ୟପାଳ ଆତିଶୀଙ୍କୁ ଅତିରିକ୍ତ…

ତାପମାତ୍ରା ବୃଦ୍ଧି ଯୋଗୁଁ ବଢୁଛି ଅପରାଧ ଓ ହିଂସା , ଇଣ୍ଟରନ୍ୟାସନାଲ ଷ୍ଟଡିରେ ପ୍ରକାଶ ପାଇଲା ଭୟାନକ ତଥ୍ୟ

କନକ ବ୍ୟୁରୋ: ବଢୁଛି ତାପମାତ୍ରା, ବଢୁଛି ଅପରାଧ । କେବଳ ଭାରତରେ ନୁହେଁ ନେପାଳ, ପାକିସ୍ତାନ ସହିତ ଅଧିକାଂଶ ଦକ୍ଷିଣ ଏସୀୟ ଦେଶରେ ଦେଖାଯାଉଛି ଏହି ସମସ୍ୟା । ଗ୍ଲୋବାଲ ୱାର୍ମିଙ୍ଗ ପ୍ରଭାବରେ ସବୁଠୁ ପ୍ରଭାବିତ ହେଉଛି ବ୍ୟକ୍ତିଗତ ସମ୍ପର୍କ ଏବଂ ବଢୁଛି ଘରୋଇ ହିଂସା । ଆଗକୁ ଏହି ସମସ୍ୟା…

ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’: ମୁଖ୍ୟ ଭୂମିକାରେ ନଜର ଆସିଲେ ଅମ୍ଲାନ ଓ ଏଲିନା

କନକ ବ୍ୟୁରୋ : ପବିତ୍ର ବାହୁଡ଼ାରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ । ଝିଲିକ ମୋସନ୍ ପିକଚର୍ସର ଏହା ହେଉଛି ଚତୁର୍ଥ ସିନେମା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ସାହୁ ଥିଲା ବେଳେ ଅଭିନେତା ଅମ୍ଲାନ ଦାସ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ…