Daily Archives

June 7, 2023

ମମତାଙ୍କ ପରେ ଅଭିଯୋଗ ଆଣିଲେ ନୀତୀଶ ସରକାର: ବିହାରର ୮୮ ଜଣ ନିଖୋଜ ଥିବା କଲେ ଦାବି

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଂଗର ୩୧ଜଣ ନିଖୋଜ ଥିବା ମମତା ବାନାର୍ଜୀ କହିବାର ଦିନକ ପରେ, ବିହାର ସରକାରର ମନ୍ତ୍ରୀ ଶାହନୱାଜ୍ ଆଲମ ସମାନ ଅଭିଯୋଗ ଆଣିଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ବିହାରର ୪୩ଜଣଙ୍କର ମୃତ୍ୟୁ ହୋଇଛି । ୪୪ଜଣ ଆହତ ହୋଇଥିବାବେଳେ ୮୮ଜଣ ନିଖୋଜ…

ଟ୍ରେନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କୁୁ ୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା

କନକ ବ୍ୟୁରୋ: ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ…

ଖରିଫ ଫସଲ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ବର୍ଷ ୨୦୨୩-୨୪ ପାଇଁ ଖରିଫ ଶସ୍ୟ ଉପରେ ଏମ୍ଏସପି ବା…

କନକ ବ୍ୟୁରୋ : ଡାଲିର ବଢୁଥିବା ଦରଦାମକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ନେଇଛନ୍ତି । ଖରିଫ ଫସଲ ଶସ୍ୟ ଉପରେ ଏମ୍ଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍…

୪୮ ଘଂଟାରେ କେରଳ ଛୁଇଁପାରେ ମୌସୁମୀ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ…

କନକ ବ୍ୟୁରୋ : ୪୮ ଘଂଟାରେ କେରଳ ଛୁଇଁପାରେ ମୌସୁମୀ । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ସାଧାରଣତ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ୭ ସୁଦ୍ଧା ବି…

ବାଲେଶ୍ୱର ବାହାନଗା ରେଳଦୁର୍ଘଟଣାପରେ ପୁଣି ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ । କୋଲକାତା ସାଲିମାରରୁ ଚେନ୍ନାଇ ସେଂଟ୍ରାଲକୁ…

କନକ ବ୍ୟୁରୋ : ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଏବେ ବି ମନରୁ ଲିଭିନି । ଟ୍ରେନ ଦୁର୍ଘଟଣା କଥା ଭାବିଲେ ଛାତିଥରି ଉଠୁଛି । ତେବେ ଦୁର୍ଘଟଣାର ୬ ଦିନ ପରେ ପୁଣି ସ୍ୱାଭାବିକ ହୋଇଛି କରମଣ୍ଡଳ ଏକ୍ସପ୍ରେସ ଚଳାଚଳ । ଦୁର୍ଘଟଣା ପରେ ପଶ୍ଚିମବଙ୍ଗର ସାଲିମାରରୁ ଚେନ୍ନାଇକୁ ଗଡ଼ିଛି କରମଣ୍ଡଳ…

କ୍ଷତିପୂରଣ ନୁହେଁ ଚାକିରି ଦିଅ… ଟ୍ରେନ ଦୁର୍ଘଟଣାରେ ରୋଜଗାରିଆ ଲୋକଙ୍କୁ ହରାଇ ଥିବା ପରିବାରକୁ ଚାକିରି…

କନକ ବ୍ୟୁରୋ: ଆଖିରୁ ଲୁହ ଶୁଖୁନି । ଆପଣାର ଲୋକ ଆଉ ଫେରିବେନି ଭାବି ଥରି ଉଠୁଛନ୍ତିି ଆତ୍ମୀୟ ସ୍ୱଜନ । କୁନି ଝିଅ ବାପାକୁ ଖୋଜୁଛି । ଛୋଟ ଝିଅଟିକୁ, ଉତ୍ତର ଦେଇପାରୁନାହାନ୍ତି, ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଖଇରା ବ୍ଲକ ସିଙ୍ଗିପୁର ଗାଁର ବିକ୍ଷିପ୍ତ ପ୍ରଧାନଙ୍କ ପତ୍ନୀ…