Daily Archives

May 10, 2023

କେହି କାହାକୁ ପାଟି ଖୋଲି ପ୍ରେମ ଇଜହାର୍ କରିନାହାଁନ୍ତି । ଓଠ ଖୋଲି ପ୍ରେମ ଜତେଇ ନାହାଁନ୍ତି । ହାତର ଠାରରୁ ଆରମ୍ଭ…

କନକ ବ୍ୟୁରୋ: କୁହନ୍ତି, ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରିହୁଏନା । ସଚ୍ଚା ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ଲୋଡା ବି ପଡେନା । ଇଏ ହେଉଛି ସେମିତି ଗୋଟେ ପ୍ରେମ । ଆଉ ଏମାନେ ହେଉଛନ୍ତି ସେଇ ନୀରବ ପ୍ରେମର ଦୁଇ ନୀରବ ପ୍ରେମ ପକ୍ଷୀ । ଶୁଭଶ୍ରୀ ଆଉ ସୌମ୍ୟରଞ୍ଜନ । କିଏ କାହାକୁ…

କପିଳେଶ୍ୱର ମନ୍ଦିର ସଂରକ୍ଷଣ ପ୍ରସଙ୍ଗ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ତାତ୍ସଲ୍ୟ। 

କନକ ବ୍ୟୁରୋ :  କପିଳେଶ୍ୱର ମନ୍ଦିର ସଂରକ୍ଷଣ ଏଏସଆଇକୁ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅପରାଜିତାଙ୍କ ଠାରୁ ଧର୍ମେନ୍ଦ୍ର କାମ ଶିଖନ୍ତୁ ।…

ବାଗେଶ୍ୱର ଧାମରୁ ନିଖୋଜ ହେଉଛନ୍ତି ଲୋକ, ୪ମାସ ମଧ୍ୟରେ ୨୧ ଜଣ ନିଖୋଜ ନେଇ ଥାନାରେ ମାମଲା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ଥିବା ବାଗେଶ୍ୱର ଧାମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଦେଶ ବିଦେଶରୁ ଲୋକମାନେ ସେମାନଙ୍କୁ ଗୁହାରୀ ନେଇ ଦୈନିକ ବାଗେଶ୍ୱର ଧାମରେ ପହଂଚୁଛନ୍ତି । ଏଠାରେ ସପ୍ତାହର ମଙ୍ଗଳବାର ଓ ଶନିବାର ଦିନ ଭକ୍ତମାନଙ୍କର ଅଧିକ ଭିଡ ଦେଖିବାକୁ…

ତାମିଲନାଡୁ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ, ସିଏମ ଏମକେ ଷ୍ଟାଲିନଙ୍କୁ ବଦନାମ କରିବାର…

କନକ ବ୍ୟୁରୋ : ତାମିଲନାଡୁ ସରକାର ପ୍ରଦେଶର ବିଜେପି ଅଧ୍ୟକ୍ଷ କେ ଆନ୍ନମଲାଇଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ତାଙ୍କ ବିରୋଧରେ ଡିଏମକେ ଫାଇଲ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ବଦନାମ କରିବାର ଅଭିଯୋଗ ଲାଗିଛି । ଆନ୍ନାମଲାଇ ନିକଟରେ ଅଭିଯୋଗ ଲଗାଇ…

ଝାରସୁଗୁଡା ଉପନିର୍ବାଚନ: ଅପରାହ୍ନ ୩ଟା ଯାଏ ୫୫.୨୦ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରିରହିଛି । ସିଇଓଙ୍କ ସୂଚନା ଅନୁସାରେ ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରିରହିଥିବା ବେଳେ ଏବେ ମଧ୍ୟ ଅନେକ ଜଣ ଲମ୍ବା ଲାଇନରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି…

ସେନା ୟୁନିଫର୍ମ ପାଇଁ ବଡ ନିଷ୍ପତ୍ତି । ବ୍ରିଗେଡିୟର ରାଙ୍କ୍ ଉପରେ ସମସ୍ତଙ୍କ ପାଇଁ ହେବ ସମାନ ବର୍ଦ୍ଦି

କନକ ବ୍ୟୁରୋ: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ୟୁନିଫର୍ମ । ଏଣିକି ବ୍ରିଗେଡିୟର ଓ ତାଙ୍କଠାରୁ ଉପର ପଦସ୍ଥ ଅଧିକାରୀଙ୍କ ବର୍ଦ୍ଦି ଏକାଭଳି ହେବ । ଏହି ନିୟମ ଆସନ୍ତା ଅଗଷ୍ଟ ମାସଠାରୁ ଲାଗୁ ହେବ । ହେଲେ କର୍ଣ୍ଣଲ ଏବଂ ତାଙ୍କ ତଳ ପଦସ୍ଥ…