Daily Archives

April 6, 2023

ଦେଶରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୫ ହଜାର ଟିପଲା ଦୈନିକ ସଂକ୍ରମଣ

କନକ ବ୍ୟୁରୋ : ଦେଶରେ ପୁଣି ଥରେ ହୁ ହୁ ହୋଇ ବଢିଚାଲିଛି କରୋନା ମାମଲା । ବୁଧବାର ଦୈନିକ ସଂକ୍ରମଣ ୪ ହଜାର ଟପିଥିବା ବେଳେ ଗୁରୁବାର ୫ ହଜାର ଅତିକ୍ରମ କରିଛି ଏହି ସଂଖ୍ୟା   । ଗତ ୨୪ ଘଂଟାରେ ୫ ହଜାର ୩୩୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ସଂକ୍ରମଣ ୨୦ ପ୍ରତିଶତ…

ସରିଲା ସଂସଦର ବଜେଟ୍ ଅଧିବେଶନ । ଶାସକ-ବିରୋଧୀ ହଙ୍ଗାମା ମଧ୍ୟରେ ଚାଲିପାରିଲାନି ଉଭୟ ଗୃହ, ଶେଷ ଦିନରେ ତ୍ରିରଙ୍ଗା…

କନକ ବ୍ୟୁରୋ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ବି ସୁରୁଖୁରୁରେ ଚାଲିପାରିଲାନି ଗୃହ । ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା, ଯାହା ପରେ ଲୋକସଭାର ପ୍ରକ୍ରିୟା ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବିରୋଧୀ ତଥା ଶାସକ ଦଳର ହଙ୍ଗାମା…

୪୪ ବର୍ଷରେ ଭାରତୀୟ ଜନତା ପାର୍ଟି । ୨ରୁ ୩୦୩ ଲୋକସଭା ଆସନ ଜିତିବା ଯାତ୍ରା ଥିଲା ସଂଘର୍ଷମୟ

କନକ ବ୍ୟୁରୋ : ରାଜନୀତିରେ କୌଣସି ଫୁଲଷ୍ଟପ୍ ବା ଶେଷ ନଥାଏ । ୨୦୧୪ରେ ପ୍ରଥମଥର କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକଥା କହିନଥିଲେ ବରଂ ଏହାକୁ ପ୍ରମାଣିତ ମଧ୍ୟ କରି ଦେଖାଇଥିଲେ । ଏହି କାରଣରୁ ୨୦୧୪ ଲୋକସଭା ନିର୍ବାଚନରୁ ଚାଲିଆସିଥିବା ମୋଦୀ ଲହର ଆଜି ପର୍ଯ୍ୟନ୍ତ…

ବିଜେପି ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର । ବିରୋଧୀଙ୍କ ଉର୍ଦ୍ଦେଶ୍ୟରେ…

କନକ ବ୍ୟୁରୋ : କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଉପରେ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀ ଦଳଗୁଡ଼ିକର ସଂସ୍କୃତି ପରିବାରବାଦ, ବଂଶବାଦ, ଜାତିବାଦ ଓ ଆଂଚଳିକାବାଦ ଭିତରେ ସୀମିତ ହୋଇ ରହିଛି । ହେଲେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ହେଉଛି ବିଜେପିର ରାଜନୈତିକ…

ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ, ଅବୋଲି ସୁନିଲ ନରୱଣେଙ୍କୁ ମିଳିଲା ଦାୟିତ୍ୱ

କନକ ବ୍ୟୁରୋ:ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ବର୍ତ୍ତମାନର ଜିଲ୍ଲାପାଳ ସରୋଜ ସାମଲଙ୍କ ସ୍ଥାନରେ ଆଇଏଏସ ଅବୋଲି ସୁନିଲ ନରୱଣେଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ସୁବର୍ଣ୍ଣପୁରର ଜିଲ୍ଲାପାଳ ଅଛନ୍ତି । ତୁରନ୍ତ ତାଙ୍କୁ ଦାୟିତ୍ୱନେବାକୁ…

ମୃତ ପୁଅକୁ ନ୍ୟାୟ ଦେବା ପାଇଁ ୭ ବର୍ଷ ହେବ ସଂଘର୍ଷ କରୁଛନ୍ତି ମାଆ । ଅଭିଯୋଗ ଶୁଣୁନାହାନ୍ତି କେହି

କନକ ବ୍ୟୁରୋ: ମୃତ ପୁଅକୁ ନ୍ୟାୟ ଦେବା ପାଇ ୭ ବର୍ଷ ହେବ ସଂଘର୍ଷ କରୁଛନ୍ତି ମାଆ । ହେଲେ ତାଙ୍କ ଅଭିଯୋଗ କେହି ଶୁଣୁନାହାନ୍ତି । ନ୍ୟାୟ ଟିକିଏ ପାଇଁ ଅଭିଯୋଗ ଫର୍ଦ୍ଦ ଧରି ଅନେକ ଜାଗା ବୁଲିଛନ୍ତି ଉଦଳା ଏନଏସିରେ ରହୁଥିବା ନାଗପାଳର ସୁବାସିନୀ ବେହେରା । ପରିଣତ ବୟସରେ ଆଜି ବି ପୁଅ ମୃତ୍ୟୁର…