Daily Archives

February 4, 2023

ଯୋଶୀମଠ ପରେ ଡୋଡାରେ ଧସିଲା ମାଟି। ୨୦ ଘରେ ଫାଟ ସୃଷ୍ଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର।

କନକ ବ୍ୟୁରୋ: ଗତ କିଛି ଦିନ ତଳେ ଉତ୍ତରାଖଣ୍ଡ ଯୋଶୀମଠର ବିିଭିନ୍ନ ଅଞ୍ଚଳରେ ମାଟି ଧସିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଯୋଶୀମଠ ପରେ ଏବେ ଜାମ୍ମୁ କଶ୍ମୀରର ଡୋଡ଼ା ଅଞ୍ଚଳରେ ମାଟି ଧସିବା ସହ ଘର ଗୁଡ଼ିକରେ ଫାଟ ଦେଖିବାକୁ ମିଳିଛି । ଡୋଡାର ଥାଥରୀ ନଗରପାଳିକାର ନୂଆ ବସ୍ତିରେ ଲୋକଙ୍କ ଘର,…

ସଞ୍ଜ ନଇଁ ରାତି ହେଲେ ଝୁମୁଛି ଖଣ୍ଡଗିରି । ରଙ୍ଗୀନ ଆଲୁଅରେ ଝଲସୁଛି ଯାତ୍ରା ପେଣ୍ଡାଲ୍ । ମଞ୍ଚର ଅଭିନୟ, ଦର୍ଶକଙ୍କୁ…

କନକ ବ୍ୟୁରୋ: ସଞ୍ଜ ନଇଁ ରାତି ହେଲେ ଝୁମୁଛି ଖଣ୍ଡଗିରି । ରଙ୍ଗୀନ ଆଲୁଅରେ ଝଲସୁଛି ଯାତ୍ରା ପେଣ୍ଡାଲ୍ । ମଞ୍ଚର ଅଭିନୟ, ଦର୍ଶକଙ୍କୁ ମତୁଆଲା କରିଦେଉଛି । କଳାକାରଙ୍କ ଅଭିନୟ ଓ ସଂଳାପ ଦର୍ଶକଙ୍କୁ ବାନ୍ଧି ରଖୁଛି । ତେବେ ପୂର୍ବଭଳି ଯାତ୍ରା ମେଲୋଡ଼ିରେ ଅଶ୍ଳିଳତା ଦେଖିବାକୁ ମିଳୁନି ।…

ଆଦାନୀ ଗ୍ରୁପ୍ ମାମଲାରେ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ। କହିଲେ, ପ୍ରଭାବିତ ହୋଇନି ଦେଶର ଅର୍ଥନୀତି।

କନକ ବ୍ୟୁରୋ: ଲଗାତାର ଭାବେ ଖସିବାରେ ଲାଗିଛି ଆଦାମୀ ଗ୍ରୁପ୍ କମ୍ପାନୀ ଗୁଡିକର ସେୟାରମୂଲ୍ୟ । ୨୪ ଜାନୁଆରୀରୁ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ଘାଟା ଆଦାନୀ ଗ୍ରୁପକୁ ହୋଇସାରିଲାଣି । ଏଭଳି ସ୍ଥିତିରେ ସାମ୍ନାକୁ ଆସି…

ପାକିସ୍ତାନରେ ଘୋର ଆର୍ଥିକ ସଙ୍କଟ। ବିବାଦୀୟ ବୟାନ ଦେଉଛନ୍ତି ରାଜନେତା।

କନକ ବ୍ୟୁରୋ: ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ । ଦେଶର ଦାରିଦ୍ର୍ୟତା କଥାକୁ ବି ସ୍ୱୀକାର କରିଛନ୍ତି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ । ହେଲେ ଏଭଳି କାଙ୍ଗାଳିଆ ପରିସ୍ଥିତି ଭିତରେ ବି ସେଠାକାର ଲୋକ ଓ ନେତାଙ୍କର ଚିନ୍ତାଧାରା ବଦଳିନି । ନିକଟରେ ଜଣେ ପାକ୍…

ଆସାମରେ ବାଲ୍ୟବିବାହ ନେଇ ବଡ କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେଣି ୨୨୧୧।

କନକ ବ୍ୟୁରୋ: ବାଲ୍ୟବିବାହ ବିରୋଧକୁ ନେଇ ଆକ୍ସନ ମୋଡ଼ରେ ଆସାମ ସରକାର । ବାଲ୍ୟ ବିବାହ କରୁଥିବା କିମ୍ବା ଏଥିରେ ସମ୍ପୃକ୍ତ ଥିବା ୨ ହଜାର ୨୧୧ ଜଣକୁ ଗିରଫ କରାଯାଇଛି । ଶୁକ୍ରବାର ବାଲ୍ୟ ବିବାହ କରୁଥିବା ବ୍ୟକ୍ତି ବା ଏଥିରେ ସମ୍ପୃକ୍ତ ଥିବା ୧୮ଶହରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା ।…

କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ । ୭୮ବର୍ଷ ବୟସରେ ଦେହାନ୍ତ । ଅନେକ ଓଡିଆ ଗୀତ ସହ ପ୍ରାୟ ୧୦ହଜାର ଗୀତରେ କରିଛନ୍ତି…

କନକ ବ୍ୟୁରୋ: ପରଲୋକରେ ପ୍ରସିଦ୍ଧ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ବାଣୀ ଜୟରାମ । ୭୮ ବର୍ଷ ବୟସରେ ତାଙ୍କ ଚେନ୍ନାଇରେ ପରଲୋକ ହୋଇଯାଇଛି । ମୃତ୍ୟୁର କାରଣ ସମ୍ପର୍କରେ ଏ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ନିକଟରେ ସେ ଜଣେ ସଫଳ ଗାୟିକା ଭାବେ ୫୦ ବର୍ଷ ପୂରଣ କରିଥିଲେ । ତେବେ କଳା କ୍ଷେତ୍ରରେ ଅବଦାନ…