Daily Archives

February 3, 2023

ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ୫୦ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଦେଲେ ସୂଚନା।

କନକ ବ୍ୟୁରୋ: ଆସାମରେ ଆୟୋଜିତ ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମର ବାରପେଟଠାରେ ଥିବା କୃଷ୍ଣଗୁରୁ  ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ମୋଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛି । ଏଥିରେ ବିଭିନ୍ନ…

ସରିବାକୁ ବସିଲାଣି ପାକିସ୍ତାନର ବିଦେଶୀ ପାଣ୍ଠି। ଅତିରିକ୍ତ ସହାୟତା ପାଇଁ ଆଇଏମ୍ଏଫକୁ ଗୁହାରୀ 

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଅର୍ଥ ସହାୟତା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ସହ ଆଲୋଚନା ଚାଲିଛି । ଆଇଏମଏଫ, ବେଲଆଉଟ୍ ପ୍ୟାକେଜ୍ ସହାୟତା ପାଇଁ ଯେଉଁ ସବୁ ସର୍ତ ରଖିବ ସେ ବିଷୟରେ କଳ୍ପନା ବି ନାହିଁ । ମାତ୍ର ପାକିସ୍ତାନ ପାଖରେ ଆଉ…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ, ମୂଳ ଡକ୍ୟୁମେଣ୍ଟାରୀର କାଗଜପତ୍ର ଦାଖଲ…

କନକ ବ୍ୟୁରୋ: ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଦେଖାଦେଇଥିବା ବିବାଦ ଉପରେ ସୁପ୍ରିମକୋଟଙ୍କ ଶୁଣାଣି । ମୂଳ ଡକ୍ୟୁମେଣ୍ଟାରୀର କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ କେନ୍ଦ୍ରକୁ ତିନି ସପ୍ତାହ ଦିଆଯାଇଛି । ତେବେ ଭାରତ ସରାକାର ଏହି ଡକ୍ୟୁମେଣ୍ଟାରୀକୁ…

୫ ଦିନ ବିତିଗଲା, ହେଲେ ଜଣାପଡିଲାନି ନବ ଦାସଙ୍କ ହତ୍ୟା ପଛର ରହସ୍ୟ: ଏପଟେ ନିରବତା ଭାଙ୍ଗିଲେ ପୋଲିସ ଡିଜି

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ? କାହିଁକି ମାରିଲେ ଗୋପାଳ? ହତ୍ୟାକାଣ୍ଡ ପଛରେ କିଛି ଷଡଯନ୍ତ୍ର ଲୁଚିଛି କି? ଗୋପାଳକୁ ଆଉ କିଏ ସହଯୋଗ କରିଥିଲେ କି? ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଏମିତି ଏକାଧିକ ପ୍ରଶ୍ନ ଉଠୁଥିବାବେଳେ ପ୍ରେସମିଟ୍ କରି ପ୍ରଥମ ଥର ପାଇଁ ମୁହଁ…

ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ ସେୟାର। ଧନୀ ତାଲିକାରେ ୨୨ ନମ୍ବର ସ୍ଥାନକୁ ଖସିଲେ ଆଦାନୀ।

କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟ ପରେ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ୍ର ସେୟାର ମୂଲ୍ୟ । ଯାହାର ପ୍ରଭାବ ଆଦାନୀ ଗ୍ରୁପର ମୋଟ୍ ଆୟରେ ବି ପରିଲକ୍ଷିତ ହୋଇଛି । ଶୁକ୍ରବାର ଆସିଥିବା ଏକ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପର ମୋଟ ଆୟ ଏବେ ୮ ଲକ୍ଷ କୋଟିକୁ ଖସିଥିବା…

ପିଏସଓ ଫେରାଇ ଦେଲେ ବିରୋଧୀ ଦଳ ନେତା: କହିଲେ, ଓଡ଼ିଶା ପୁଲିସ ଉପରେ ନାହିଁ ଆସ୍ଥା, ଭରସା

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରେ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିବା ଜୟନାରାୟଣ ମିଶ୍ର, ଏବେ ସିଧାସଳଖ ରାଜ୍ୟ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ଛିଡ଼ା କରିଛନ୍ତି । ଓଡ଼ିଶା ପୁଲିସ ଉପରେ ତାଙ୍କ ଭରସା ନାହିଁ ଏବଂ ତାଙ୍କୁ ଦିଆଯାଇଥିବା ପିଏସ୍ଓ ବା…