Daily Archives

January 26, 2023

ନୀତୀଶ ବନାମ ଉପେନ୍ଦ୍ର କୁଶୱା, ତେଜିଲା ବିବାଦ।

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଜେଡିୟୁ ସଂସଦୀୟ ବୋର୍ଡର ମୁଖ୍ୟ ଉପେନ୍ଦ୍ର କୁଶୱାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଉପେନ୍ଦ୍ର କୁଶୱା ଖୁବଶୀଘ୍ର କୁଶୱା ଜେଡିୟୁ ଛାଡ଼ି ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ଏହାରି ଭିତରେ ପ୍ରତିକ୍ରିୟା…

କେରଳ ସରକାରଙ୍କ ନୂଆ କଟକଣା, ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ।

କନକ ବ୍ୟୁରୋ: କେରଳ ସରକାରଙ୍କ ନୂଆ କଟକଣା । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ । ରାଜ୍ୟରେ ଦିନକୁ ଦିନ ମଦପାନ ଜନିତ ଦୁର୍ଘଟଣା ଓ ଅପରାଧ ବୃଦ୍ଧିକୁ ଦୂରେଇବା ପାଇଁ ମୁଖ୍ୟମନ୍ତ୍ରୀ ପି,ବିଜୟନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି । ଏଥିସହ ରାଜ୍ୟରେ କିଭଳି…

ବିଶ୍ୱ ଦେଖିଲା ଭାରତର ଶକ୍ତି। କର୍ତ୍ତବ୍ୟପଥ ଦମ୍ ଦେଖାଇଲା ସ୍ୱଦେଶୀ ଯୁଦ୍ଧାସ୍ତ୍ର।

କନକ ବ୍ୟୁରୋ: ବିଶ୍ୱ ଦେଖିଲା ଭାରତର ସ୍ୱଦେଶୀ ଯୁଦ୍ଧାସ୍ତ୍ରର ଦମ । ଭାରତର ୭୪ତମ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଶସ୍ତ୍ର ବଳ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆକାଶ ମିଜାଇଲ, ମଡ୍ୟୁଲାର ବ୍ରିଜ, ଟୋ ଗନ୍, ୟୁଟିଲିଟି ହେଲିକପ୍ଟର, ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀ…

ସାଧନାକୁ ମିଳିଲା ବଡ଼ ସ୍ୱୀକୃତି: ପଦ୍ମଶ୍ରୀ ପୁରସ୍କାର ତାଲିକାରେ ସ୍ଥାନ ପାଇବା ପରେ ସଂଘର୍ଷର କାହାଣୀ ବଖାଣିଲେ ୪ ଓଡ଼ିଆ

କନକ ବ୍ୟୁରୋ: ଯେଉଁ ସାଧନା ପଛରେ ସମର୍ପଣ ଥିବ, ସମର୍ପଣ ପଛରେ ନିସ୍ୱାର୍ଥ ଭାବ ଥିବ । ସେହି ସାଧନା ଓ ସମର୍ପଣ ଦିନେ ନା’ ଦିନେ ସଫଳତା ଆଣିବ...ସମ୍ମାନ ଆଣିବ । ନିଜ ନିଜ କ୍ଷେତ୍ରରେ ନିରନ୍ତର ସାଧନା କରି ଆସୁଥିବା ଏମିତି ୪ ଜଣ ଓଡ଼ିଆକୁ ଏଥର ମିଳିବାକୁ ଯାଉଛି ପଦ୍ମଶ୍ରୀ ପୁରସ୍କାର । କୃଷି…

ଥଣ୍ଡାଜ୍ୱରରେ ଥରୁଛି ସାରାରାଜ୍ୟ: କାମ ଦେଉନାହିଁ ପାରାସିଟାଲ୍!

କନକ ବ୍ୟୁରୋ: ଘରେ ଘରେ ସର୍ଦ୍ଦି, କାଶ, ଥଣ୍ଡାଜ୍ୱରରେ ପଡିଛନ୍ତି ଲୋକ । କାହାର ତଂଟି ଦରଜ, କାହାର ଲହରା କାଶ ହେଉଛି ତ କାହାକୁ ଜ୍ୱର ଛାଡୁନାହିଁ । ସଂଦେହରେ ଅନେକ ଲୋକ କରୋନା ପରୀକ୍ଷା କରୁଛନ୍ତି, କିନ୍ତୁ ଟେଷ୍ଟ ରିପୋର୍ଟ ପ୍ରାୟ ନେଗେଟିଭ୍ ଆସୁଛି । କିନ୍ତୁ ଦୀର୍ଘଦିନ ଧରି ଥଣ୍ଡାଜ୍ୱରରେ…

ବଦଳିବ କି ଓଡିଶାର ରାଜନୈତିକ ସମୀକରଣ? କାଲି ବିଆରଏସରେ ସାମିଲ ହେବେ ଓଡିଶା ନେତା?

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଜାତୀୟ ଦଳ । ଭାରତ ରାଷ୍ଟ୍ର ସମିତି ନଜର ରହିଛି ଦକ୍ଷିଣ ଓଡିଶା ଉପରେ । ଆଉ ଏଥିପାଇଁ ବଡ ପ୍ରସ୍ତୁତି ଓ ରଣନୀତି ବି ଚୂଡାନ୍ତ ହୋଇଯାଇଛି । ରାଜ୍ୟ ରାଜନୀତିରେ ଏଂଟ୍ରି ମାରିବାକୁ ସରିଛି କ୍ଷେତ୍ର…