Daily Archives

January 21, 2023

ନୋରା ବନାମ ଜ୍ୟାକଲିନ୍ , କନମ୍ୟାନ୍ ସୁକେଶକୁ ନେଇ ବଲିଉଡରେ କ୍ୟାଟ୍ ଫାଇଟ୍

କନକ ବ୍ୟୁରୋ : ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଏବେ ମୁହାଁମୁହିଁ ଦୁଇ ବଲିଉଡ୍ ସୁନ୍ଦରୀ । ଅଭିନେତ୍ରୀ ଜ୍ୟାକିଲନ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କ ଭିତରେ ଆରମ୍ଭ ହୋଇ ଯାଇଛି ଆଇନ ଗତ ଲଢେଇ । ସିଂହଳି ସୁନ୍ଦରୀ ଜ୍ୟାକଲିନଙ୍କ ବିରୋଧରେ ଅଭିନେତ୍ରୀ ନୋରା ଫତେଇ ମାନହାନି ମକଦ୍ଦମା ଦାୟର…

କ୍ରୀଡା ମନ୍ତ୍ରାଳୟର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ, ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର କମିଟି

କନକ ବ୍ୟୁରୋ : ଲଗାତର ୩ ଦିନ ଧାରଣା ପରେ ଶେଷରେ ଧାରଣାରୁ ଓହରିଛନ୍ତି କୁସ୍ତିଯୋଦ୍ଧା । କ୍ରୀଡ଼ାମନ୍ତ୍ରୀଙ୍କ ଠାରୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ କୁସ୍ତିଯୋଦ୍ଧା ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ…

ଷ୍ଟାର ଦମ୍ପତ୍ତିଙ୍କ କଳିରେ ନୂଆ ଟ୍ୱିଷ୍ଟ: ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା, କହିଲେ ନିର୍ଯାତନାର ପୁରା…

କନକ ବ୍ୟୁରୋ: ପ୍ରସିଦ୍ଧା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି । ଶ୍ରେୟା, ହ୍ୟୁମାନଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଉଭୟଙ୍କୁ ସମସ୍ୟାର ସମାଧାନ ପାଇଁ ପୁଲିସ ୪ ଦିନ ସମୟ ଦେଇଥିଲେ ବି ଶ୍ରେୟା ଶନିବାର ହ୍ୟୁମାନଙ୍କ…

ଗୁରୁତର ବାପାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ । ସହାୟତାର ହାତ ବଢ଼ାଇବାକୁ ନିବେଦନ କଲେ ଝିଅ

କନକ ବ୍ୟୁରୋ: ହୃଦଘାତର ଶିକାର ହୋଇ ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ରୟାଲ୍ ପ୍ରିନ୍ସ ଆଲଫ୍ରେଡ୍ ହସପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା ସୁବାସ ଚନ୍ଦ୍ର ସାମଲ । ଏପଟେ ବାପାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି ଝିଅ ସ୍ମିତା ସାମଲ । କିନ୍ତୁ ଅର୍ଥ ସାଜିଛି ବାଧକ, କାରଣ ଏୟାର…

ଆବାସ ପାଇଁ ଅସନ୍ତୋଷ । ନରସିଂହପୁରରେ ଲୋକଙ୍କ ରାସ୍ତାରୋକ । ଧର୍ମଶାଳାରେ ତାତିଲେ ମହିଳା

କନକ ବ୍ୟୁରୋ: ନରସିଂହପୁର ବ୍ଲକ ନୂଖାପଡା ପଞ୍ଚାୟତରେ ଆବାସ ଯୋଜନାରେ ବାଦ ପଡିଥିବା ହିତାଧିକାରୀଙ୍କ ଅସନ୍ତୋଷ ତେଜିଛି । ତାଲିକାରେ ତ୍ରୁଟି ଅଭିଯୋଗ କରି ସ୍ଥାନୀୟ ଲୋକେ ନୂଖାପଡା ଛକ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କୁ ମଧ୍ୟ ପଞ୍ଚାୟତ…

ଭିସେରା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ୭ ଜଣଙ୍କ ବିରୋଧରେ…

କନକ ବ୍ୟୁରୋ: ଡାକ୍ତର ଶୁଭଶ୍ରୀ କରଙ୍କ ଭିସେରା ରିପୋର୍ଟ ଆସିବା ପରେ, ମାମଲା ନୂଆ ମୋଡ ନେଇଛି । ଝିଅର ମୃତ୍ୟୁ ପରେ ବେଶ୍ ମାପିଚୁପି ମନ୍ତବ୍ୟ ଦେଉଥିବା ଶୁଭଶ୍ରୀଙ୍କ ବାପା ଏବେ ତାଙ୍କ ମୃତ୍ୟୁକୁ ଅପ୍ରାକୃତିକ କହିବା ସହ ୭ଜଣଙ୍କ ବିରୋଧରେ ଯୋଡା ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି,…