Daily Archives

January 20, 2023

ହ୍ୟୁମାନଙ୍କ ପୂଜାଘରେ ରହିଛି ଜଗନ୍ନାଥ ଓ ଦେବାଦେବୀଙ୍କ ମୂର୍ତି । ସବୁ ଧର୍ମକୁ ସମ୍ମାନ ଦେଉଥିବା କହିଲେ ହ୍ୟୁମାନ ।

କନକ ବ୍ୟୁରୋ: ଠାକୁର ଘରେ ଶୋଭା ପାଉଛନ୍ତି ଶ୍ରୀଜିଉ । ତିନିଠାକୁରଙ୍କ ଫଟୋ ସହ ଶ୍ରୀଗଣେଶ ଏବଂ ବିଷ୍ଣୁ ଅବତାରଙ୍କ ଫଟୋ ଚିତ୍ର ମଧ୍ୟ ରହିଛି । ପାଖରେ ହନୁମାନ ଚାଲିସା ରଖାଯାଇଛି । ଠାକୁର ପୂଜା ପାଉଥିବା ଏହି ଘରର ଠିକଣା ହେଉଛି, ସିଡିଏ-୬, କଟକ । ଯେଉଁ ଘରେ ରୁହନ୍ତି ଓଡ଼ିଶାର ଲୋକପ୍ରିୟ…

ଜମ୍ମୁ-କାଶ୍ମୀରରେ ବି ରାହୁଲଙ୍କୁ ଲାଗୁନି ଥଣ୍ଡା: ବର୍ଷା ପାଇଁ ରେନ୍ କୋଟରେ ଆସିଲେ ନଜର

କନକ ବ୍ୟୁରୋ: କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଜମ୍ମୁ-କାଶ୍ମୀରରେ ପହଁଚିଛି । ଆଉ ଏଠାରେ ବି ନିଜ ସମର୍ଥକଙ୍କୁ ନେଇ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ପ୍ରବଳ ଥଣ୍ଡା ସତ୍ୱେ ରାହୁଲ ଗାନ୍ଧୀ ଏଠାରେ ବି ଟି-ସାର୍ଟରେ ନଜର ଆସିଛନ୍ତି । କଂଗ୍ରେସ ନେତା…

ପତ୍ନୀଙ୍କ ସମସ୍ତ ଅଭିଯୋଗକୁ ପୁଣିଥରେ ଖଣ୍ଡନ କଲେ ହ୍ୟୁମାନ। କହିଲେ, ଧର୍ମାନ୍ତିକରଣ ପାଇଁ ଚାପ ପକାଇବା ଅଭିଯୋଗ ମିଛ।

କନକ ବ୍ୟୁରୋ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ଚାଲିଥିବା ବିବାଦ କେଉଁ ମୋଡ଼ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହାରି ଭିତରେ ପୁଣି ଥରେ ପତ୍ନୀ ଶ୍ରେୟାଙ୍କ ଅଭିଯୋଗକୁ ମିଛ ବୋଲି କହିଛନ୍ତି ହ୍ୟୁମାନ୍ । କନକ ନ୍ୟୁଜକୁ ସ୍ୱତନ୍ତ୍ର…

ନେତା ବନାମ ଅଫିସର ପାର୍ଟ-୩। ଅଧିକାରୀଙ୍କ ଉପରେ ବର୍ଷିଲେ ବଲାଙ୍ଗିର ସାଂସଦ।

କନକ ବ୍ୟୁରୋ: ବଢୁଛି ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ବିବାଦ । ସନ୍ତୋଷ ସିଂ ସାଲୁଜା ଓ କନକ ବର୍ଦ୍ଧନଙ୍କ ପରେ ମୁହାଁମୁହିଁ ହୋଇଛନ୍ତି ବାଲଙ୍ଗୀର ସାଂସଦ ଓ ପ୍ରଶାସନିକ ଅଧିକାରୀ । ଜିଲ୍ଲା ପିଡି ଡିଆରଡିଏ ସୁଶାନ୍ତ କୁମାର ସିଂଙ୍କ ଉପରେ ବର୍ଷିଛନ୍ତି ବଲାଙ୍ଗିର ସାଂସଦ । ଖବର…

ଜିଦରେ ଅଟଳ କୁସ୍ତି ଯୋଦ୍ଧା: ଇସ୍ତଫା ଦେବେନି ବୋଲି କହିଲେ ବ୍ରିଜ୍ ଭୂଷଣ, କ’ଣ କହୁଛି କ୍ରୀଡା ମନ୍ତ୍ରଣାଳୟ?

କନକ ବ୍ୟୁରୋ: ଜାତୀୟ, ଅନ୍ତର୍ଜାତୀୟ ମଂଚରେ ଦେଶ ପାଇଁ ସୁନାମ ଅର୍ଜନ କରୁଥିବା କୁସ୍ତି ଯୋଦ୍ଧାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । କୁସ୍ତି ମହାସଂଘ ଓ ଏହାର ଅଧ୍ୟକ୍ଷ ଥିବା ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଦିଲ୍ଲୀ ଜନ୍ତର ମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଧାରଣା । ସେମାନଙ୍କର…

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ। ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ମିଳୁନାହିଁ ଆବାସ ଘର।

କନକ ବ୍ୟୁରୋ: ଜୟନ୍ତୀ ଲେଙ୍କା । ଘର ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଆଳସାହି ଗାଁ । ଘର କହିଲେ ଭଙ୍ଗା ଚାଳଛପର ଘର । ସ୍ୱାମୀ ଚାଲିଯିବା ପରେ ପୁଅ, ଝିଅଙ୍କୁ ନେଇ ଦୁଃଖ କଷ୍ଟରେ ଏଇଠି ମୁଣ୍ଡ ଗୁଞ୍ଜନ୍ତି ଜୟନ୍ତୀ । ଆଶା ରଖିଥିଲେ ଏଥର ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିବ । କିନ୍ତୁ…