Daily Archives

January 6, 2023

ତେହରିକ-ଏ ତାଲିବାନ୍ ଆତଙ୍କବାଦୀକୁ ଟାର୍ଗେଟ କରି ପାକ୍ ସେନାର ଆକ୍ରମଣ । ଟିଟିପି ଆଡ୍ଡା ଉପରେ ବୋମା ବର୍ଷା

କନକ ବ୍ୟୁରୋ : ଯୁଦ୍ଧ ମୁହାଁ ପାକିସ୍ତାନ । ସବୁବେଳେ ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ପଡୋଶୀ ପାକିସ୍ତାନ ଏବେ ନିଜେ ଯୁଦ୍ଧ ମୁହାଁ ହୋଇଛି । ଯେଉଁ ଆତଙ୍କବାଦୀ ସଂଗଗଠନ ତାଲିବାନକୁ ସୃଷ୍ଟି କରିବା ସହ ପ୍ରୋତ୍ସାହନ ଦେଇ ପାଳିଥିଲା, ସେହି ତାଲିବାନ ସଂଗଠନ ଏବେ ପାକିସ୍ତାନ ପାଇଁ ବଡ ବିପଦ…

ପାକିସ୍ତାନରେ ଗୃହଯୁଦ୍ଧ, ତାଲିବାନ ବନାମ ପାକିସ୍ତାନ। ଆଫଗାନ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍।

କନକ ବ୍ୟୁରୋ: ପାକିସ୍ତାନ ସରକାର ସହ ଯୁଦ୍ଧ ବିରତି ଚୁକ୍ତି ଭାଙ୍ଗିଯିବା ପରେ ସେନା ଉପରେ ଜୋରଦାର ଆକ୍ରମଣ କରୁଛି ତେହେରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି । ସ୍ଥିତି ଏପରି ସଂଗୀନ ହୋଇପଡ଼ିଛି ଯେ, ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରି ଟିଟିପି ନିଜେ ଏକ ସମାନ୍ତରାଳ ସରକାର ଘୋଷଣା…

କାହିଁକି ସବୁ କ୍ୟାପଟେନ୍ ଦଳରେ ପୁରୁଣା ସିଷ୍ଟମ ପରିବର୍ତନ କରିବାକୁ ଚାହୁଁଛନ୍ତି ? ପ୍ରଶ୍ନ କଲେ ରବିନ୍ଦ୍ର ଜାଡେଜା,…

କନକ ବ୍ୟୁରୋ : ହାର୍ଦିକ ପାଣ୍ଡ୍ୟା ହୁଅନ୍ତୁ କି ରୋହିତ ଶର୍ମା ଯିଏ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍ ହେଉଛନ୍ତି ସମେସ୍ତ ଦଳରେ ପରିବର୍ତନ କରିବାକୁ ଚାହୁଁଛନ୍ତି । ଟିମରେ ପୁରୁଣା ସିଷ୍ଟମର କାହିଁକି ସମସ୍ତ କ୍ୟାପଟେନ୍ ପରିବର୍ତନ କରିବାକୁ ଚାହୁଁଛନ୍ତି ବୋଲି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା…

୨୩ କୋଟିରୁ ଅଧିକ ଟ୍ୱିଟର ବ୍ୟବହାକାରୀଙ୍କ ଡାଟା ଲିକ୍ ,ମେଲ ଆଇଡି ହ୍ୟାକ୍ କରି ଅନଲାଇନ ହ୍ୟାକିଂ ଫୋରମରେ ପକାଇଥିବା…

କନକ ବ୍ୟୁରୋ : ପ୍ରାୟ ୨୩୫ ମିଲିୟନ ଅର୍ଥାତ୍ ୨୩ କୋଟି ୫୦ ଲକ୍ଷ ଟୁଇଟର ବ୍ୟବହାରକରୀଙ୍କ ତଥ୍ୟ ଲିକ୍ ହୋଇଛି । ହ୍ୟାକରମାନେ ଟୁଇଟର ୟୁଜର୍ସଙ୍କ ମେଲ ଆଇଡି ହ୍ୟାକ କରିନେବା ସହ ଏହାକୁ ଅନଲାଇନ୍ ହ୍ୟାକିଂ ଫୋରମରେ ପକାଇ୍ଥିବା ଦେଖିବାକୁ ମିଳିଛି । ଯେଉଁମାନେ ଟୁଇଟରରେ ସରକାର ଅବା ପାୱାରଫୁଲ…

ବଦଳିଲା ସମୟ, ବଦଳିଗଲା ପରିସ୍ଥିତି । ପୁଟିନଙ୍କ ୩୬ ଘଂଟିଆ ଯୁଦ୍ଧବିରତି ଘୋଷଣା

କନକ ବ୍ୟୁରୋ : ଖ୍ରୀଷ୍ଟମାସ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ୩୬ ଘଂଟିଆ ଯୁଦ୍ଧବିରତିି ଘୋଷଣା କରିବା ସହ ଏହି ନିର୍ଦ୍ଦେଶ ପାଳନ କରିବାକୁ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ରାତି ୧୨ଟାରୁ ୩୬ ଘଂଟା ଯୁଦ୍ଧବିରତିରେ ସହଯୋଗ କରିବାକୁ ୟୁକ୍ରେନକୁ…

ଦୁର୍ବିସହ ହେଲାଣି ପାକିସ୍ତାନର ସ୍ଥିତି । ଦେଶରେ ଲାଗିଛି ଦରଦାମର ନିଆଁ, ମିଳୁନି ଦରମା, ହାଟ ବଜାର ବନ୍ଦ

କନକ ବ୍ୟୁରୋ : ଦିନକୁ ଦିନ ବିଗୁଡୁଛି ପାକିସ୍ତାନ ଆର୍ଥିକ ସ୍ଥିତି । ଦୁଇ ମୁଠା ଖାଦ୍ୟ ପାଇଁ ମଧ୍ୟ ଲୋକଙ୍କୁ କରିବାକୁ ପଡୁଛି ସଂର୍ଘଷ । ପାକିସ୍ତାନରେ ଏବେ ଦୈନନ୍ଦିନ ଜୀବନ ଏତେ ମାତ୍ରାରେ ଦୁର୍ବିସହ ହୋଇପଡିଛି ଯେ ସରକାର ମଧ୍ୟ ହାତ ଟେକି ଦେଇଛନ୍ତି । ଦେଶରେ ଖାଦ୍ୟଠୁ ନେଇ ଔଷଧ ଏବଂ ଜରୁରୀ…