Daily Archives

January 4, 2023

ସୁଦୂର ଅଷ୍ଟ୍ରେଲିଆରୁ ମମତା ଖୋଜୁଛନ୍ତି ମା’ଙ୍କ ଠିକଣା: ମାତ୍ର ୩ ବର୍ଷ ବୟସରେ ପୁରୀ ବଡ଼ଦାଣ୍ଡରୁ ହୋଇଥିଲେ ଉଦ୍ଧାର

କନକ ବ୍ୟୁରୋ: ମା’କୁ ଖୋଜୁଛି ଝିଅ । ଦିନେ ବଡ଼ଦାଣ୍ଡରେ ଭିକ୍ଷାବୃ୍ତି କରୁଥିଲେ ମା’ । ଏବେ ଅଷ୍ଟ୍ରେଲିଆରେ ଝିଅ । ପୋଷ୍ୟ ସନ୍ତାନ ଭାବେ ମାତ୍ର ୩ବର୍ଷ ବୟସରେ ଅଷ୍ଟ୍ରେଲିଆ ଚାଲିଯାଇଥିବା ମମତା, ଏବେ ମା’କୁ ଖୋଜୁଛନ୍ତି । ପୁରୀରୁ ଆସିଥିବା ଏହି କାହାଣୀ, କୌଣସି ଫିଲ୍ମର କାହାଣୀଠାରୁ କମ୍…

ବର୍ଷ ଆରମ୍ଭରୁ ତିରୁପତି ବାଲାଜୀଙ୍କୁ ନୋଟର ବର୍ଷା । ସୋମବାର ତିରୁପତିଙ୍କ ହୁଣ୍ଡିରୁ ଆଦାୟ ହୋଇଛି ୭ କୋଟି ୬୦ ଲକ୍ଷ…

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ତିରୁପତି ବାଲାଜୀଙ୍କୁ ନୋଟର ବର୍ଷା । ସୋମବାର ତିରୁପତିଙ୍କ ହୁଣ୍ଡିରୁ ଆଦାୟ ହୋଇଛି ୭ କୋଟି ୬୦ ଲକ୍ଷ ଟଙ୍କା । ଯାହା ଦିନକରେ ସର୍ବାଧିକ ଆୟ ଭାବେ ରେକର୍ଡ କରିଛି । ବିଶ୍ୱର ସବୁଠୁ ଧନୀ ମନ୍ଦିର ଭାବେ ତିରୁପତିରୁ ଏତେ ମୋଟା ଅଙ୍କର ଟଙ୍କା ଆୟ ହୋଇଛି ।…

ପ୍ରେମରେ ବିଫଳ ହେବା ପରେ ପିଶାଚ ସାଜିଲା ପ୍ରେମିକ, ପ୍ରେମିକାକୁ ଛୁରୀରେ ୬ଥର ଭୁସି ହତ୍ୟା

କନକ ବ୍ୟୁରୋ : ପ୍ରେମରେ ବିଫଳ ପରେ ପ୍ରେମିକାକୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ । ଥରେ କି ଦୁଇ ଥର ନୁହେଁ ଏକାବେଳକେ ୬ ଥର ଛୁରୀରେ ଆକ୍ରମଣ କଲା ପିଶାଚ ପ୍ରେମିକ । ରାଜଧାନୀ ଦିଲ୍ଲୀର ଆଦର୍ଶନଗରରେ ଘଟିଛି ଏଭଳି ଘଟଣା । ଏହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗୁରୁତର…

ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣାକୁ ନା: ମନ୍ତ୍ରୀଙ୍କ ବୟାନ ପାଇଁ ଦାୟୀ ନୁହଁନ୍ତି ସରକାର

କନକ ବ୍ୟୁରୋ: ଅଭିବ୍ୟକ୍ତି ବା ବାକ୍ ସ୍ୱାଧୀନତାକୁ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଗୁଡିକର ବିଚାର କରି, ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କ ବୟନେ ଉପରେ ଅଧିକ କଟକଣା ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି…

ସବୁଠୁ ବଡ ସ୍କାଣ୍ଡାଲର ଖୁଲ୍ଲାସା, ପୂର୍ବତନ ସେନାଧିକାରୀ କଲେ ବଡ଼ ଦାବି

କନକ ବ୍ୟୁରୋ : ହନିଟ୍ରାପରେ ପାକ୍ ରାଜନେତା । ପାକିସ୍ତାନର ନାମୀଦାମୀ ଅଭିନେତ୍ରୀ ଓ ମଡେଲଙ୍କ ସହାୟତାରେ ନେତାଙ୍କୁ କରାଯାଉଥିଲା ଟାର୍ଗେଟ । ବଡ଼ କଥା ହେଉଛି, ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି । ପାକ୍ ସେନାର ପୂର୍ବତନ ମେଜର ଆଦିଲ…

ଚୀନରେ ଅଣଆୟତ ହେଉଛି କରୋନା । ୭୦ % ଲୋକେ ହେଲେଣି ଆକ୍ରାନ୍ତ, ୭ ଦିନରେ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ଏତେ ଅଣାୟତ ହୋଇପଡିଛି ଯେ, ଏବେ ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଏଠାରେ ସଂକ୍ରମଣ ମାମଲା ଏତେ ମାତ୍ରାରେ ବଢିଚାଲିଛି ଯେ, ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ମିଳୁନାହୁଁ, କି ଶଶ୍ମାନରେ ଅନ୍ତିମ ସଂସ୍କାର ପାଇଁ ଜାଗା ଟିକେ ବି ମିଳୁନି ।…