Daily Archives

December 30, 2022

ଛତିଶଗଡ ପୂର୍ବତନ ଗୃହମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ପୋଲିସ ମଦ ଧରିବାକୁ ଆସିଲେ ତାଙ୍କୁ ଗୋଡାଇ ଗୋଡାଇ ମାଡଦିଅ

କନକ ବ୍ୟୁରୋ : ସାରା ଦେଶରେ ମଦକୁ ବିରୋଧ କରାଯାଉଛି । ଦେଶକୁ ମଦମୁକ୍ତ କରିବାକୁ କିଛି ଗଣସଂଗଠନ ରାଜରାସ୍ତାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିହାର ଠାରୁ ଗୁଜରାଟ ପର୍ଯ୍ୟନ୍ତ ଶହ ଶହ ଲୋକ ବିଷାକ୍ତ ମଦପିଇ ମୃତ୍ୟୁବରଣ କରୁଛନ୍ତି । ସେପଟେ ବିହାରରେ ମଦମୃତ୍ୟୁକୁ ନେଇ ବିଜେପି…

କଂଗ୍ରେସକୁ ଫେରିପାରନ୍ତି ଗୁଲାମନବୀ ଆଜାଦ, ସୋନିଆଙ୍କ ଘନିଷ୍ଠ ଚଳାଇଛନ୍ତି ଆଲୋଚନା, ଜୟରାମ ରମେଶ ପଠାଇଲେ ଚିଠି

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ପୁଣିଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି । ଏନେଇ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ…

ବିଜେପି କର୍ମୀ ଜୟ ଶ୍ରୀ ରାମ ନାରା ଲଗାଇବାରୁ ରାଗିଗଲେ ମମତା ବାନାର୍ଜି: ମଞ୍ଚ ଛାଡି ଚାଲିଗଲେ

କନକ ବ୍ୟୁରୋ: ହାୱଡାରେ ବନ୍ଦେ ଭାରତ ଏକ୍ସପ୍ରେସ ଲଂଚ ଉତ୍ସବ ବେଳେ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି କର୍ମୀ ‘ଜୟ ଶ୍ରୀ ରାମ’ ନାରା ଲଗାଇବାରୁ ରାଗିଗଲେ ମମତା ବାନାର୍ଜି । ପ୍ରଥମେ ମଂଚ ଛାଡି ଚାଲିଯାଇଥିଲେ ମମତା ବାନାର୍ଜି ପରେ ପୁଣି ମଂଚ ଉପରକୁ ଆସି ଭାଷଣ ଦେଇଥିଲେ ।

ଉମା ଭାରତୀୟଙ୍କ ବଡ ବୟାନ । କହିଲେ ରାମ ଭକ୍ତଙ୍କ ଉପରେ ନାହିଁ ବିଜେପିର କପିରାଇଟ୍ସ

କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ କିଛିଦିନ ହେବ ତାଙ୍କ ବୟାନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ତଳେ ସେ ଭୋପାଳର ଲୋଧୀ ସମାଜ ଲୋକଙ୍କୁ ବୁଝି ବିଚାରି ବିଜେପିକୁ ଭୋଟ ଦେବାକୁ କହିଥିବା ଏବେ ଭଗବାନ ରାମ ଓ…

‘ସରକାର ଆପଣ ଦୟାକଲେ ମୁଁ ଚାଲିପାରିବି’: ଅସହାୟ କୁନି ପୁଅ ଯଶୋବନ୍ତର ଆକୁଳ ନିବେଦନ

କନକ ବ୍ୟୁରୋ: ବାପା, ମା’ ଓ ଦୁଇ ପୁଅ, ଛୋଟ ପରିବାରକୁ ନେଇ ହସଖୁସିରେ ଚାଲୁଥିଲା ପରିବାର । ହେଲେ ଭାଗ୍ୟ ବାମ ହେଲା । ଅଗଣାରେ ଖେଳି ବୁଲୁଥିବା ସାନ ପୁଅ ହଠାତ୍ ପଙ୍ଗୁ ପାଲଟିଗଲା । କେଉଁ ଏକ ଅଜଣା ରୋଗରେ ଗୋଡ ଅକାମୀ ହୋଇଗଲା । ପୁଅକୁ ନେଇ ଆଶା ବାନ୍ଧିଥିବା ବାପା, ମା’ଙ୍କ ସ୍ୱପ୍ନ ପାଣିରେ…

ମୁଣ୍ଡିଆ ମାରି କ୍ଷମା ନ ମାଗିବାରୁ ଗାଁରୁ ବାସନ୍ଦ : ଗାଁ ଛାଡ଼ି ଏବେ ବିଲରେ ରହୁଛନ୍ତି ପରିବାର, କଙ୍ଗାରୁ କୋର୍ଟର…

କନକ ବ୍ୟୁରୋ : ମୁଣ୍ଡିଆ ମାରି କ୍ଷମା ନ ମାଗିବାରୁ ଗାଁରୁ ବାସନ୍ଦ । ଗାଁ ଛାଡ଼ି ଏବେ ବିଲ ରହୁଛନ୍ତି ପରିବାର । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଏହି ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି । ଯିଏ ବି ଏହି ପରିବାର ସହ କଥା ହେବ କିମ୍ବା କୌଣସି ସମ୍ପର୍କ ରଖିବ, ତାଙ୍କୁ ଦେବାକୁ ପଡ଼ିବ…