Daily Archives

December 19, 2022

ଝାଡ଼ଖଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀକୁ ଟିକ୍ ଟିକ କରି କାଟି ୫୦ ଖଣ୍ଡ କଲା ସ୍ୱାମୀ, କୁକୁରଙ୍କୁ ଶବଖଣ୍ଡ ଖୁଆଇଲା…

କନକ ବ୍ୟୁରୋ: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନଲିଭିଣୁ ପୁଣି ଥରେ ଛାତିଥରା ହତ୍ୟାକାଣ୍ଡ ଘଟିଛି ଝାଡ଼ଖଣ୍ଡର ସାହିବଗଂଜରେ । ପ୍ରେମ ବିବାହର ଠିକ ମାସକ ପରେ ସ୍ତ୍ରୀକୁ ପ୍ରଥମେ ହତ୍ୟା ଓ ପରେ ଶବକୁ ୫୦ଖଣ୍ଡ କରିଛି ପିଶାଚ ସ୍ୱାମୀ । ପୁଲିସର ପ୍ରାଥମିକ ତଦନ୍ତରୁ…

ହକି ବିଶ୍ୱକପ ନେଇ ସୋସିଆଲ ମିଡିଆରେ ପାଣ୍ଡିଆନ ରଖିଲେ ଉତ୍ତର: କହିଲେ, ଖେଳରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ

କନକ ବ୍ୟୁରୋ: ବିଶ୍ୱକପ ହକି ଆୟୋଜନ ନେଇ ସୋସିଆଲ ମିଡିଆରେ ନିଜ ମତ ରଖିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ରାଜ୍ୟରେ ଏହାର ଆୟୋଜନ ସମ୍ପର୍କରେ କହିବା ସହ ବିଭିନ୍ନ ପ୍ରଶ୍ନର ଉତର ଦେଇଛନ୍ତି । ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ପୂର୍ବରୁ ସୋସିଆଲ ମିଡିଆରେ ସେ ମତ ରଖିଛନ୍ତି ।…

ସୀମାରେ ଚୀନକୁ ଭାରତର ଚେକ୍: ଏଲଏସିରେ ନିର୍ମାଣ ହେବ ୧୭ ଶହ କିମି ରାସ୍ତା, ସୀମାଠୁ ୨୦ କିମି ଦୂରରେ ରହିବ ହାଇୱେ

କନକ ବ୍ୟୁରୋ: ସୀମାରେ ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ପରେ ଚୀନକୁ ଚେକ୍ ଦେବାକୁ ଯୋଜନା ପ୍ରସ୍ତୁତ କରିଛି ଭାରତ । ଚୀନ ଏବଂ ଭାରତ ସୀମା ଅଂଚଳରେ ୧୭ ଶହ ୪୮ କିଲୋମିଟର ହାଇୱେ ନିର୍ମାଣ କରିବ ଭାରତ । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ହାଇୱେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ…

ଫ୍ରାନ୍ସର ବିଭିନ୍ନ ସହରରେ ହିଂସାକାଣ୍ଡ: ରାସ୍ତାରେ ପୋଡ଼ାଜଳା କଲେ ହତାଶ ସମର୍ଥକ

କନକ ବ୍ୟୁରୋ: ପରାଜୟ ଖେଳର ଅଭିନ୍ନ ଅଙ୍ଗ । ହେଲେ ବିଜୟର ସ୍ୱାଦ ଯେତିକି ମିଠା, ପରାଜୟର ଗ୍ଲାନି ସେତିକି ଦୁଃଖଦାୟକ । ଖେଳାଳି ହୁଅନ୍ତୁ କି ଫ୍ୟାନ୍ । ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଂଟିନା ଠାରୁ ହାରିଯିବା ପରେ ଫ୍ରାନ୍ସ ସମର୍ଥକମାନେ ହତାଶ ହୋଇପଡ଼ିଛନ୍ତି । ଆଉ ଏହି ହତାଶ ଭାବ କ୍ରୋଧରେ…

ଫେବୃଆରୀରେ ଓଡିଶା ଆସିବେ ପ୍ରିୟଙ୍କା! କଂଗ୍ରେସ ପାଇବ କି ସଞ୍ଜିବନୀ ?

କନକ ବ୍ୟୁରୋ: ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସକୁ ସଞ୍ଜୀବନୀ ଦେବା ପାଇଁ ଓଡିଶା ଆସିବେ ମହାସଚିବ ପ୍ରିୟଙ୍କା ଗାନ୍ଧି । ବାରମ୍ବାର ପରାଜୟରେ ମନୋବଳ ହରାଇଥିବା କଂଗ୍ରେସ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବା ପାଇଁ ପ୍ରିୟଙ୍କାଙ୍କୁ ଆଣିବାକୁ ଯୋଜନା କରିଛି ରାଜ୍ୟ କଂଗ୍ରେସ । ରବିବାରଦିନ…

ବନ୍ଧାକୋବି ଚାଷରୁ ମିଳିଲାନି ଲାଭ: ଜମିରେ ଟ୍ରାକ୍ଟର ମଡାଇଦେଲେ ଚାଷୀ

କନକ ବ୍ୟୁରୋ: ଗୋଟିଏ ବିଲରେ କୋବିଚାଷର ସମ୍ଭାର । ଚାଷୀର ଆଶା ଭରସାର ପୁଞ୍ଜି । ଅନ୍ୟ ପଟେ ଖାଲି ମାଟି ଆଉ ମାଟି । କୋବିର ଚିହ୍ନବର୍ଣ୍ଣ ନାହିଁ । କାରଣ କ୍ଷେତରେ ଟ୍ରାକ୍ଟର ଚଳାଇଦେଇଛନ୍ତି ଚାଷୀ । ବରଗଡ଼ରୁ ଏ ଖବର ଆସିଛି । ହେଲେ କାହିଁକି ନିଜ କ୍ଷେତରେ କୋବି ଚାଷରେ ଟ୍ରାକ୍ଟର ମଡ଼ାଇଦେଲେ…