Daily Archives

November 5, 2022

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯକରଣକୁ ନେଇ ବିବାଦ ଭିତରେ ଏନଏମଏର ମୁଖିଆ ହେଲେ ଓଡ଼ିଆ। ପ୍ରଫେସର କିଶୋର…

କନକ ବ୍ୟୁରୋ: ଶ୍ରୀମନ୍ଦିର ଐତିହ୍ୟ କରିଡର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ବିବାଦ ଚାଲିଥିବା ବେଳେ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନ୍.ଏମ୍.ଏର ଅଧ୍ୟକ୍ଷ ଭାବେ ପ୍ରଫେସର କିଶୋର କୁମାର ବାସା ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ପରେ ସେ କହିଛନ୍ତି, ଐତିହ୍ୟ କେବଳ…

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା! ବେସିକ ସାଇନ୍ସ କଲେଜ ଅଧ୍ୟାପକ ରାତି ଅଧିରେ ପଠାଉଛନ୍ତି ଅଶ୍ଲୀଳ ମେସେଜ।

କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଥିବା ପ୍ରତିଷ୍ଠିତ ବେସିକ ସାଇନ୍ସ କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୁଣି ବିବାଦରେ ଫସିଛନ୍ତି କଲେଜ କର୍ତ୍ତୃପକ୍ଷ । ଅଭିଯୋଗ ଅନୁସାରେ, ରାତିରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ଦେଉଛନ୍ତି ଅଶ୍ଲୀଳ ମେସେଜ ।…

ଶୀତରାତିରେ ଖୋଲା ଆକାଶ ତଳେ ରୋଗୀ ଓ ସମ୍ପର୍କୀୟ। ଏମ୍ସରେ ମଝି ରାତିରେ ସ୍ଥିତି ପରଖିଲା କନକ ନ୍ୟୁଜ।

କନକ ବ୍ୟୁରୋ: ଦଲାଲରାଜର ବିବାଦ ପରେ ଏବେ ଚର୍ଚ୍ଚାରେ ଭୁବନେଶ୍ୱର ଏମ୍ସ । ତେବେ ପ୍ରକୃତ ସ୍ଥିତି କ’ଣ ରହିଛି. ଜାଣିବାକୁ ପହଞ୍ଚିଥିଲା କନକ ନ୍ୟୁଜ୍ । ଆଉ ଆମ ପ୍ରତିନିଧି ଯାହା ଦେଖିଲେ, ତାହା ଚିନ୍ତାଜନକ ଥିଲା । ଶୀତ କାକର ରାତିରେ ଖୋଲା ଆକାଶ ତଳେ ମଶାରି ଟାଙ୍ଗି ପଡ଼ିରହିଛନ୍ତି ରୋଗୀ ଆଉ…

ମୋରବୀ ଝୁଲାପୋଲ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ । ୨କୋଟି ବଜେଟରୁ କେବଳ ୧୨ ଲକ୍ଷ ମରାମତି ପାଇଁ ହୋଇଛି…

କନକ ବ୍ୟୁରୋ : ଗୁଜରାଟ ମୋରବୀ ଝୁଲାପୋଲ ଦୁର୍ଘଟଣା ମାମଲାରେ ସାଘାଂତିକ ସତ ସାମ୍ନାକୁ ଆସିଛି । ମାମଲାର ତଦନ୍ତ କରୁଥିବା ଏସଆଇଟି ନିଜ ପ୍ରଥମ ତଦନ୍ତ ରିପୋର୍ଟରେ କହିଛି କି ପୋଲର ମରାମତି ପାଇଁ ୨କୋଟି ଟଙ୍କା ମଂଜୁର ହୋଇଥିଲା କିନ୍ତୁ ଖର୍ଚ୍ଚ କେବଳ ୧୨ ଲକ୍ଷ ଟଙ୍କା ହୋଇଛି । ଏହାର ଅର୍ଥ ମୋଟ…

ଧାମନଗର ପରେ ନେତାଙ୍କ ନୂଆ ଠିକଣା ପଦ୍ମପୁର । ଉପନିର୍ବାଚନ ପାଇଁ ବିଗୁଲ୍ ବଜାଇଲେ ଭାରତୀୟ ନିର୍ବାଚନ କମିଶନ । 

କନକ ବ୍ୟୁରୋ: ବାଜିଲା ପଦ୍ମପୁର ବିଗୁଲ, ଡିସେମ୍ବର ୫ରେ ଭୋଟ୍ । ଧାମନଗର ଉପନିର୍ବାଚନକୁ ନେଇ ରାଜନୈତିକ ତାତି ଜାରି ରହିଥିବାବେଳେ, ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏ ହେଉଛି ଭାରତୀୟ ନିର୍ବାଚନ…

କାହାକୁ ନେତା ବାଛିଲା ଧାମନଗର, କାଲି ଖୋଲିବ ଇଭିଏମ୍। ଭୋଟଗଣତି ପୂର୍ବରୁ ଆସିଲା ଗଣ୍ଡଗୋଳର ଖବର।

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ଫଳାଫଳ ଆସିନଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକାଧିକ ଭିଡିଓ । ଯେଉଁ ଭିଡିଓକୁ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ହିଂସାର ଦୃଶ୍ୟ ବୋଲି କୁହାଯାଉଛି । ଭାଇରାଲ ହେଉଥିବା ପ୍ରଥମ ଭିଡିଓଟି ଧାମନଗର ନିର୍ବାଚନୀ ମଣ୍ଡଳୀର ଖରପଦା…