ଗୁଜରାଟରେ ଝୁଲା ପୋଲ ଭୁଶୁଡିବା ଘଟଣା: ନଦୀ ଭିତରକୁ ଖସପଡିଲେ ୪ ଶହରୁ ଅଧିକ ଲୋକ, ୩୦ରୁ ଅଧିକଙ୍କ ମୃତ୍ୟୁ ସୂଚନା
କନକ ବ୍ୟୁରୋ: ଗୁଜରାଟରେ ମୌରବୀରେ ବଡ ଦୁର୍ଘଟଣା । ଝୁଲା ଫୋଲ ଭୁଶୁଡିଯିବା ଫଳରେ ୪ ଶହରୁ ଅଧିକ ଲୋକ ନଦୀ ଭିତରକୁ ଖସିପଡିଥିବା ଆଶଙ୍କା କରାଯାଉଛି । ଏମାନଙ୍କ ମଧ୍ୟରୁ ଅନେକ ପାଣି ଭିତରେ ବୁଡିଯାଇଛନ୍ତି । ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି । ବର୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକ…