Daily Archives

October 25, 2022

ବ୍ରିଟେନର ସର୍ବୋଚ୍ଚ ପଦବୀରେ ବସିଲେ ହିନ୍ଦୁ, ପୁଣି ଉଠିଲା ଭାରତକୁ କୋହିନୁର ଫେରିବା ପ୍ରସଙ୍ଗ। 

କନକ ବ୍ୟୁରୋ: ବହୁମୂଲ୍ୟ କୋହିନୁର ହୀରାକୁ ଶ୍ରୀମନ୍ଦିରକୁ ଦାନ କରିଥିଲେ ରାଜା ରଣଜିତ୍ ସିଂହ । କାଳକ୍ରମେ ଇଂରେଜ ଶାସନ ସମୟରେ ଏହି ହୀରା ଯାଇ ବ୍ରିଟେନର ରାଜ ପରିବାର ପାଖରେ ରହିଛି । ୮ଶହ ବର୍ଷ ଧରି ଏହି କୋହିନୁରକୁ ନେଇ ବିବାଦ ରହିଛି । ଏବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର…

ବ୍ରିଟେନ ଶାସନ ଗାଦିରେ ବସିଲେ ଭାରତୀୟ ବଂଶୋଦ୍ଧବ। ଋଷି ସୁନକଙ୍କ ଉପରେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ।

କନକ ବ୍ୟୁରୋ: ଦିନେ ଯେଉଁ ଇଂରେଜ ଭାରତକୁ ଶାସନ କରୁଥିଲେ । ସେହି ଇଂରେଜଙ୍କ ଦେଶର ଶାସନ ଗାଦିରେ ବସିଛନ୍ତି ପ୍ରଥମ ହିନ୍ଦୁ ତଥା ଭାରତୀୟ ବଂଶୋଦ୍ଭବ ରୁଷି ସୁନକ । ବ୍ରିଟେନ ରାଜନୀତିର ସର୍ବୋଚ୍ଚ ପଦରେ ଋଷି ସୁନକ ପହଞ୍ଚିବା ପରେ ତାଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିବା…

୨ ଘଣ୍ଟା ପାଇଁ ଅଚଳ ହୋଇଗଲା ହ୍ୱାଟସଆପ୍। ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ହ୍ୱାଟସଆପକୁ ଲାଗିଛି ଗ୍ରହଣ।

କନକ ବ୍ୟୁରୋ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍, ମଧ୍ୟାହ୍ନ ସମୟରେ ବନ୍ଦ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା ଏମିତି ମେସେଜ୍ । ହ୍ୱାଟସଆପ୍ କାମ ନକରିବାକୁ ମଜାଳିଆ ଢ଼ଙ୍ଗରେ ଲେଖି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ବ୍ୟବହାରକାରୀ । ଦୀପାବଳୀରେ ଅଧିକାଂଶ…

ସୂର୍ଯ୍ୟପରାଗ ନୀତିକୁ ନେଇ ଜ୍ୟୋତିଷ ବନାମ ହେତୁବାଦୀ। ପରାଗ ପାଇଁ ପାକ ତ୍ୟାଗ ନୀତିକୁ ମାନିଲେନି ହେତୁବାଦୀ।

କନକ ବ୍ୟୁରୋ: ପରାଗରେ ହାଣ୍ଡିଛାଡ଼, ମାନିଲେନି ହେତୁବାଦୀ । ରାନ୍ଧିଲେ ଓ ଖାଇଲେ ‘ଚିକେନ ବିରିଆନୀ । ବର୍ଷ ବର୍ଷ ଧରି ଚଳି ଆସୁଥିବା ପରମ୍ପରାକୁ ଭାଙ୍ଗି ହେତୁବାଦୀମାନେ ପରାଗରେ ରନ୍ଧା ଖାଦ୍ୟ ଖାଉଛନ୍ତି । ଭୁବନେଶ୍ୱର ପ୍ରେସ ଛକରେ ହେତୁବାଦୀମାନେ ନିଆରା ହୋଟେଲରେ ସାଦା ଓ ଚିକେନ ବିରିଆନି…

ଆକାଶରେ ଦୃଶ୍ୟମାନ ହେଲା ମହାଜାଗତିକ ଦୃଶ୍ୟ। ଦେଖାଗଲା ଆଂଶିକ ସୂର୍ଯ୍ୟପରାଗ

କନକ ବ୍ୟୁରୋ: ବର୍ଷର ଶେଷ ସୂର୍ଯ୍ୟପରାଗ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି । ସୂର୍ଯ୍ୟପରାଗ ଆର୍ୟାଲାଣ୍ଡରେ ପ୍ରଥମେ ଦୃଶ୍ୟମାନ ହୋଇଥିବାବେଳେ ଆରବ ସାଗରରେ ଶେଷ ହୋଇଛି । ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୯ମିନିଟରୁ ୬ଟା ୨୦ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲା ସୂର୍ଯ୍ୟପରାଗ ।…

ବାଖରାବାଦରେ ପୂଜା ପାଉଛନ୍ତି ମାଆ ଛିନ୍ନମସ୍ତା। ଚାନ୍ଦି ମେଢ ସହ ସୁନା ମୁକୁଟରେ ଦର୍ଶନ ଦେଉଛନ୍ତି ଛିନ୍ନମସ୍ତା ଦେବୀ।

କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମା’ମହାକାଳୀ । ଆଉ ଏହି ମହାକାଳୀ ପୂଜାରେ ପୂଜା ପାଉଛନ୍ତି ଦେବୀ ଛିନ୍ନମସ୍ତା । ବାଖରାବାଦରେ ପୂଜା ପାଉଛନ୍ତି ଏହି ଦେବୀ ଛିନ୍ନମସ୍ତା । ଚାନ୍ଦି ମେଢ ସହ ସୁନା ମୁକୁଟରେ ଦର୍ଶନ ଦେଉଛନ୍ତି ଛିନ୍ନମସ୍ତା ଦେବୀ । କଟକରେ ମଣ୍ଡପ ଗୁଡିକରେ…