Daily Archives

October 18, 2022

ତୀର୍ଥଯାତ୍ରା ହେଲା ଶେଷଯାତ୍ରା : ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସମେତ ୭ ମୃତ

କନକ ବ୍ୟୁରୋ : କେଦାରନାଥରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକ୍ୟାପ୍ଟର ଦୂର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ହେଲିକ୍ୟାପ୍ଟରଟି ଜଳିପୋଡି ଖଣ୍ଡ ବିଖଣ୍ଡିତ ହୋଇପଡିଥିବାର ଭିଡିଓ ସାମ୍ନାକୁ ଆସିଛି । ହେଲିକ୍ୟାପ୍ଟରଟି ଉତ୍ତରାଖଣ୍ଡ…

ଦିପାବଳୀରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ରବି ଫସଲର ସହାୟକ ମୂଲ୍ୟ

କନକ ବ୍ୟୁରୋ : ଗତକାଲି କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଳୁଥିବା ସହାୟତା ରାଶି ପ୍ରଦାନ କରିଥିବା ବେଳେ ଆଜି ପୁଣି ଏକ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର ସରକାର ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି । ଏନେଇ…

ଋଷ-ୟୁକ୍ରେନ୍ ଯୁଦ୍ଧ : ବାପା ରୁଷ ସେନାରେ କର୍ଣ୍ଣେଲ ଥିବାବେଳେ ପୁଅ ୟୁକ୍ରେନ ସେନାରେ; ପରସ୍ପରକୁ ଦେଉଛନ୍ତି ମୁହଁତୋଡ଼…

କନକ ବ୍ୟୁରୋ : ଯୁଦ୍ଧ କେବଳ ବିନାଶ ହିଁ ଆଣିଥାଏ । ଆଉ ଏହି ବିନାଶ ଅନେକ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଆପଣ ଋଷ ଓ ୟୁକ୍ରେନ୍ ଯୁଦ୍ଧ ସମ୍ପର୍କିତ ଅନେକ ରିପୋର୍ଟ ଓ ଖବର ପଢ଼ିଛନ୍ତି  । କିନ୍ତୁ ଆଜି ଆମେ ଏମିତି ଜଣେ ବାପା-ପୁଅଙ୍କ କାହାଣୀ କହିବାକୁ ଯାଉଛୁ, ଯିଏ ଏହି ଯୁଦ୍ଧ ପାଇଁ…

ଅବସର ପରେ କଣ କରିଥାନ୍ତି ମୁଖ୍ୟ ବିଚାରପତି, ମିଳେ କି ପୁଣି ସରକାରୀ ପଦ ?

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅବସର ବୟସ ହେଉଛି ୬୫ ବର୍ଷ । ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଏହି ଆସନରେ ବସିଥାନ୍ତି । ହେଲେ ଆପଣ ଜାଣନ୍ତି କି, ସୁପ୍ରିମକୋର୍ଟର ମୁଖ୍ୟ ବିଚାପତିମାନେ ଅବସର ନେବା ପରେ କଣ କରିଥାନ୍ତି ? ସୁପ୍ରିମକୋର୍ଟର ମୁଖ୍ୟ…

ସମ୍ଭାବ୍ୟ ବାତ୍ୟା : ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ

କନକ ବ୍ୟୁରୋ : ଆସୁଛି ବାତ୍ୟା ! ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋଟ ୭ଟି ଜିଲ୍ଲାର…

କେଦାରନାଥରେ ବଡ ଦୁର୍ଘଟଣା, ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ

କନକ ବ୍ୟୁରୋ : କେଦାରନାଥ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ଶିକାର ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଗଣୁଡଚଟ୍ଟି ଅଞ୍ଚଳରେ ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ ଶିକାର ହୋଇଥିବା ହେଲିକପ୍ଟରଟି ଆର୍ୟନ ହେଲି କମ୍ପାନୀର ବୋଲି କୁହାଯାଉଛି । #WATCH |…